Browsing Category
Breaking News
Reliance Jioର ୯୧ ଟଙ୍କିଆ ପ୍ଲାନ: ଡାଟା ସାଙ୍ଗକୁ ମିଳୁଛି କଲିଂ ଓ ଏସଏମଏସ୍ ବେନିଫିଟ୍
ନୂଆଦିଲ୍ଲୀ: ଦିନକୁ ଦିନ ଇଣ୍ଟରନେଟର ଚାହିଦା ବଢ଼ୁଥିବା ଥିବା ବେଳେ ଟେଲିକମ କମ୍ପାନୀମାନେ ମଧ୍ୟ ନୂଆ ନୂଆ ପ୍ଲାନ୍ ଆଣିବାରେ ବ୍ୟସ୍ତ । ତେବେ ଏହା ମଧ୍ୟରେ ଦେଶର ସର୍ବବୃହତ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଏକ ଶସ୍ତା…
IAS ଟିନା ଡାବିଙ୍କ UPSC ପରୀକ୍ଷାର ମାର୍କସିଟ୍ ଭାଇରାଲ: ଆପଣ ବି ଦେଖନ୍ତୁ ମାର୍କ
ନୂଆଦିଲ୍ଲୀ: ଦେଶର ସବୁଠାରୁ ଚର୍ଚ୍ଚିତ ଆଇଏଏସ୍ ଅଧିକାରୀଙ୍କ ମଧ୍ୟରେ ଜଣେ ଟିନା ଡାବି ଆଜିକାଲି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଟିନା ଡାବି ୨୦୧୬ ବ୍ୟାଚ୍ ର ଆଇଏଏସ ଅଧିକାରୀ, ସେ ୨୦୧୫ ରେ ୟୁପିଏସସି ପରୀକ୍ଷାରେ ଟପ୍…
ହକି ବିଶ୍ୱକପ୍ ସେମି ମୁକାବିଲା: ଫାଇନାଲରେ ଜର୍ମାନୀ, ହାରିଲା ଅଷ୍ଟ୍ରେଲିଆ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ହକି ବିଶ୍ୱକପ ୨୦୨୩ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଆଜି ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ମାତ୍ ଦେଇ ଫାଇନାଲରେ ପହଞ୍ଚିଛି ଜର୍ମାନୀ । ଆଜି ଦ୍ୱିତୀୟ ସେମି…
ଜୀବନକୁ ରିସ୍କରେ ପକାଉଛନ୍ତି ସୂଚନାଦାତା, ଦିଆଯାଉ ଉପଯୁକ୍ତ ପାରିଶ୍ରମିକ: ହାଇକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ, ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଶାସନ ପର୍ଯ୍ୟନ୍ତ ପହଞ୍ଚାଇବାରେ ସୂଚନାଦାତାଙ୍କୁ ଅନେକ ବିପଦପୂର୍ଣ୍ଣ ପଦକ୍ଷେପ ନେବାକୁ ପଡ଼ୁଛି । ଏଥିପାଇଁ…
Tata ଦେଲା ଝଟକା! ଫେବୃଆରୀ ୧ରୁ ମହଙ୍ଗା ହେବ ପେଟ୍ରୋଲ-ଡିଜେଲ ଗାଡ଼ି
ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ମାସ ୧ ତାରିଖରୁ ଗ୍ରାହକଙ୍କୁ ଏକ ବଡ଼ ଝଟକା ଲାଗିବ । ଦେଶର ପ୍ରମୁଖ ଯାନ ନିର୍ମାଣକାରୀ କମ୍ପାନୀ ଟାଟା ମୋଟର୍ସ ନିଜର ଭେହିକିଲ ଲାଇନଅପକୁ ଅପଡେଟ୍ କରିବାରେ ଲାଗିଛି । ନିକଟରେ କମ୍ପାନୀ…
୨୦୨୪ ମହାଯୁଦ୍ଧ: ବିଜେଡି ପାଇଁ ଅଗ୍ନି ପରୀକ୍ଷା, ଚାରିଦିଗରୁ ଶୁଭିଲାଣି ୪ ଦଳର ଭୟଙ୍କର ଗର୍ଜନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ୨୦୨୪ ବିଧାନସଭା ନିର୍ବାଚନ । ଏହାକୁ ନେଇ ଏବେଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଗଲାଣି ସମରସଜ୍ଜାନ । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ…
ଭଲ ଦିନ ଆସିବା ପୂର୍ବରୁ ଦେଖାଯାଏ ଏହି ୫ଟି ଜିନିଷ: ନିମ୍ କରୋଲି ବାବା କହିଥିଲେ ସଙ୍କେତ
ନିମ୍ କାରୋଲି ବାବାଙ୍କ ନାମ ଲୋକଙ୍କ ମଧ୍ୟରେ ଏକ ଚମତ୍କାର ବାବା ଭାବରେ ବେଶ୍ ଲୋକପ୍ରିୟ । ୧୯୦୦ ମସିହାରେ ଉତ୍ତରପ୍ରଦେଶର ଆକବରପୁର ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଭକ୍ତମାନେ ତାଙ୍କୁ ହନୁମାନଜୀଙ୍କ…
U-19 Women World Cup: ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ: ଚଳିତ ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପରେ ଭାରତ ଗୌରବ ଅର୍ଜନ କରିଛି । ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ଟିମ୍ । ଇଣ୍ଟରନ୍ୟାସନାଲ କ୍ରିକେଟ ପରିଷଦ (ଆଇସିସି)…
ସିନ୍ଧୁ ଜଳ ରାଜିନାମା ସଂକ୍ରାନ୍ତରେ ଭାରତ ଏବଂ ପାକିସ୍ତାନକୁ ଏକ ନୋଟିସ୍ ଜାରି
ନୂଆଦିଲ୍ଲୀ: ସିନ୍ଧୁ ଜଳ ରାଜିନାମା ଲାଗୁ କରିବାରେ ମତ ପରିବର୍ତ୍ତନ ନାହିଁ ବୋଲି ଦାୟୀ ଭାବେ ଭାରତ ଏବଂ ପାକିସ୍ତାନକୁ ଏକ ନୋଟିସ୍ ଜାରି କରାଯାଇଛି । ସୂଚନା ଅନୁସାରେ, ନଅ ବର୍ଷ ଆଲୋଚନା ପରେ ୧୯୬୦ ମସିହା ସେପ୍ଟେମ୍ବର…
କ୍ୟାପଟେନ୍ ଅମରିନ୍ଦର ସିଂ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ରାଜ୍ୟପାଳ
ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ମହାରାଷ୍ଟ୍ରର ପରବର୍ତ୍ତୀ ରାଜ୍ୟପାଳ ହେବେ । ବହୁ ଦିନ ଧରି ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଚାଲିଥିବା ବେଳେ ଆଜି ଏହା ନିଶ୍ଚିତ ହୋଇଛି ।…