Browsing Category
Breaking News
IIT ରେ ଖାଲିପଡିଛି ଅନେକ ପଦବୀ: ଦରମା ଲକ୍ଷେ ଉପରେ, ଏପରି କରନ୍ତୁ ଆବେଦନ
IITରେ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆସିଛି ଖୁସି ଖବର। ଆଇଆଇଟି କାନପୁରରେ ଖାଲିପଡିଛି ଅନେକ ପଦବୀ। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ iitk.ac.in କୁ ଯାଇ ଆବେଦନ କରିପାରିବେ। ଏହି ଭର୍ତ୍ତି ପାଇଁ ଆବେଦନ…
Video: ଷ୍ଟେଜ୍ ଉପରେ ଷ୍ଟଣ୍ଟ ଦେଖାଇବା ପଡ଼ିଲା ମହଙ୍ଗା, ନିଜ ପ୍ୟାଣ୍ଟରେ ହିଁ ଲାଗିଗଲା ନିଆଁ
ଆଜିକାଲି ଲୋକଙ୍କ ମଧ୍ୟରେ ଷ୍ଟଣ୍ଟ କରିବାର ପାଗଳାମି ଦେଖିବାକୁ ମିଳୁଛି । ଏହି ଲୋକମାନେ ଜୀବନକୁ ବାଜି ଲଗାଇ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳୁଛି । ଏଥିରେ ଯୁବକଙ୍କଠାରୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସାମିଲ…
(Video) ହେ ଭଗବାନ୍! ପ୍ରଥମେ ଧକ୍କା ଓ ପରେ ମଡ଼ାଇ ଦେଇ ଚାଲିଗଲା ବସ୍, କିନ୍ତୁ କିଛି ସେକେଣ୍ଡରେ ତଳୁ ଉଠିପଡ଼ିଲେ ବ୍ୟକ୍ତି
ନୂଆଦିଲ୍ଲୀ: କଥାରେ ଅଛି, ‘ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ’ । ଯାହାର ସମୟ ଶେଷ ହୋଇନଥିବ, ତାକୁ କେହି ବି ମାରିପାରିବେ ନାହିଁ । ମୁମ୍ବାଇରେ ଜଣେ ଅଜଣା ବୟସ୍କ ବ୍ୟକ୍ତିଙ୍କୁ ଏକ ବସ୍ ଧକ୍କା ଦେଲା ଓ…
ବ୍ୟାନ ହେଲା ସିଗାରେଟ୍; ଆଇନ ଉଲଙ୍ଘନ କଲେ ଦେବାକୁ ପଡିବ ଏତିକି ଟଙ୍କା ଜରିମାନା
ନୂଆଦିଲ୍ଲୀ: ଆଜିକାଲି ଦେଶ ରାଜ୍ୟ ତଥା ବିଶ୍ୱରେ ନିଶା କାରବାର ଏବଂ ନିଶା ସେବନ କରୁଥିବା ବ୍ୟକ୍ତିମାନଙ୍କ ସଂଖ୍ୟା ବୃଦ୍ଧି ପାଇବାର ଲାଗିଛି । ଫଳରେ ଅନେକ ଅପରାଧିକ ଘଟଣା ଘଟିବା ସହ ଏହି ନିଶା ପାଇଁ ବହୁଲୋକଙ୍କ…
ଏହି ରାଜ୍ୟର ଚାଷୀଙ୍କୁ ମିଳିବନି ପିଏମ କିଷାନର ୧୩ତମ କିସ୍ତି! ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ପ୍ରଧାମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ ଏବେ ୧୩ତମ କିସ୍ତିକୁ ଚାହିଁବସିଛନ୍ତି । ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜାନର ୧୨ ତମ କିସ୍ତି…
ଭୁବନେଶ୍ୱର ତମାଣ୍ଡୋ ଥାନା SIଙ୍କ ଘରେ ଭିଜିଲାନ୍ସ ରେଡ଼୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତି ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ କୌଣସି ନା କୌଣସି ଅଧିକାରୀ ଧରାପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ ପୋଲିସ ବାବୁ । ଭୁବନେଶ୍ୱର…
ଛୁଆଙ୍କୁ ଥରେ ସମ୍ପତ୍ତି ଦେଇ ଫେରସ୍ତ ଆଣିପାରିବେ ନାହିଁ ଅଭିଭାବକ: ହାଇକୋର୍ଟ
ନୂଆଦିଲ୍ଲୀ: ସମ୍ପତ୍ତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ । ଏକ ଆଦେଶରେ କୋର୍ଟ କହିଛନ୍ତି ଯେ, ଅଭିଭାବକମାନେ ଥରେ ଦେଇଥିବା ସମ୍ପତ୍ତିକୁ ଫେରସ୍ତ ନେଇପାରିବେ ନାହିଁ । ଯଦି ପିତାମାତା…
ଅସମ୍ପୂର୍ଣ୍ଣ ପ୍ରକଳ୍ପ କେବେ ହେବ ପୂରା? ମୁକ୍ତିଙ୍କ ପ୍ରୟାସରେ କାର୍ଯ୍ୟକ୍ଷମ ହେବକି କି ସ୍ମାର୍ଟ ସିଟିର ଏହି ଅଧାଗଡା କାର୍ଯ୍ୟ
ଭୁବନେଶ୍ୱର :କୁହାଯାଏ ଗୋଟେ ଦେଶର,ହେଉ ଅବା ଗୋଟେ ରାଜ୍ୟର,ଗୋଟେ ଜିଲ୍ଲାର ହେଉ ଅବା ଗୋଟେ ପଲ୍ଲୀ ଏହାକୁ ପ୍ରଗତି ପଥରେ ବଢ଼ିବାରେ ମୁଖ୍ୟ ଭୂମିକା ଲିଭେଇ ଥାଏ ଜଣେ ଯୁବ। ଜଣେ ଯୁବ ବିଭିନ୍ନ ସମସ୍ୟା କୁ ଭିନ୍ନ ନଜରରେ…
ଫିଫା ବିଶ୍ୱକପ୍: ଫାଇନାଲରେ ମୁହାଁମୁହିଁ ହେବେ ଫ୍ରାନ୍ସ -ଆର୍ଜେଣ୍ଟିନା
ନୂଆଦିଲ୍ଲୀ: ନଭେମ୍ବର ୧୯ ତାରିଖରୁ କାତରାରେ ଫିଫା ବିଶ୍ୱକପ୍ ୨୦୨୨ ଚାଲିଛି । ଯେଉଁଥିରେ ଅନେକ ଦେଶ ସାମିଲ ହୋଇଥିବା ବେଳେ ଖେଳ ବହୁତ ରୋମାଞ୍ଚକର ହେଉଛି । ତେବେ ଏହି ଖେଳର ଫାଇନାଲ ରାଉଣ୍ଡ ରବିରାର ଦିନ ଲୁସାଇଲ୍…
ଓଡ଼ିଶାରେ ଆଧାର ସଂଯୋଗ ‘ଲର୍ନର ଲାଇସେନ୍ସ’ ବ୍ୟବସ୍ଥା ଲାଗୁ ହେବ
ଭୁବନେଶ୍ୱର: ରାଜ୍ୟରେ ଆଧାର ସଂଯୋଗ ଲର୍ନର ଲାଇସେନ୍ସ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏ ନେଇ ବୁଧବାର ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ରାଜ୍ୟ ପରିବହନ କମିଶନରଙ୍କୁ ଚିଠି ଲେଖି ଅବଗତ କରାଯାଇଛି। କେନ୍ଦ୍ର ମୋଟର ଯାନ…