Browsing Category

Breaking News

ନୂଆବର୍ଷ ଆଗମନରେ ପୁରୀରେ ଭିଡ, ବାହାର କାଠ ନିକଟରେ ଠେଲାପେଲା, ୧୦ ଜଣ ଅସୁସ୍ଥ

ପୁରୀ- ନୂଆବର୍ଷ ପାଇଁ ପୁରୀରେ ଭକ୍ତଙ୍କ ପ୍ରବଳ ଗହଳି । ସୋମବାର ସତ୍ତେ୍ୱ ଭିଡ ପାଇଁ ମନ୍ଦିର ଭିତରେ ଠେଲାପେଲା । ଏଥିରେ ୧୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶ୍ରୀମନ୍ଦିରର ବାହାର କାଠ ନିକଟରେ ଠେଲାପେଲା…

ମହିଳା Food Bloggerଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପରିବାର ଆଣିଲା ହତ୍ୟା ଅଭିଯୋଗ

ଭୁବନେଶ୍ୱର- ରାଜଧାନୀର ପଟିଆ ଅଞ୍ଚଳରେ ଚାଞ୍ଚଲ୍ୟ । ଜଣେ ମହିଳା ଫୁଡ ବ୍ଲଗର ପଟିଆ ଅଞ୍ଚଳରେ ରହୁଥିବା ହଷ୍ଟେଲରେ ଜୀବନ ହାରିଛନ୍ତି । ହଷ୍ଟେରର ଲାଟିନରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ଏହି…

‘ବିଲ୍ଡିଂରେ ତିଆରି ହେବନି ଝରକା’: ତାଲିବାନରେ ଏବେ ମହିଳାମାନଙ୍କୁ ବାହାରକୁ ଦେଖିବା ଉପରେ ବ୍ୟାନ୍

କାବୁଲ : ମହିଳାମାନଙ୍କୁ ନେଇ ନିଜର ଅଜବ ଆଦେଶ ପାଇଁ ତାଲିବାନ ସବୁବେଳେ ଚର୍ଚ୍ଚାରେ ଥାଏ । ଏହାରି ମଧ୍ୟରେ ତାଲିବାନ ଦ୍ୱାରା ମହିଳାମାନଙ୍କ ପାଇଁ ପୁଣି ଏକ ଆଦେଶ ଜାରି କରାଯାଇଛି । ତାଲିବାନର ସର୍ବୋଚ୍ଚ ନେତା ଏକ…

ଇଥିଓପିଆରେ ଭୟଙ୍କର ଦୁର୍ଘଟଣା, ନଦୀରେ ପଡ଼ିଗଲା ଟ୍ରକ; ୬୦ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ଇଥିଓପିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି । ସେଠାରେ ଯାତ୍ରୀ ଭରା ଏକ ଟ୍ରକ୍ ନଦୀରେ ଖସିପଡିଛି । ଏହି ଦୁର୍ଘଟଣାରେ ୬୦ ଜଣ ପ୍ରାଣ ହରାଇଛନ୍ତି । ଦକ୍ଷିଣ ସିଡାମା ଅଞ୍ଚଳର ଅଧିକାରୀଙ୍କ ଅନୁଯାୟୀ,…

୨୦୦ ସ୍ଥାନରେ ଯାତାୟାତ ଠପ, ୧୬୦ ଟ୍ରେନ ରଦ୍ଦ, ପରୀକ୍ଷା ବାତିଲ

ଚଣ୍ଡିଗଡ- ତାତିଲେ ଚାଷୀ । ଚକା ଜାମ କରିଦେଲେ ପ୍ରାୟତଃ ପୁରା ରାଜ୍ୟରେ । ଚାଷୀଙ୍କ ତାତିରେ ୧୬୩ ଟ୍ରେନ ରଦ୍ଦ, ୧୯କୁ ସାମୟିକ ଭାବେ ବାତିଲ କରାଯାଇଛି । ପଞ୍ଜାବର ୨୦୦ ଜାଗାରେ ଚକା ଜାମର ପ୍ରଭାବ ଦେଖିବାକୁ ମିଳୁଛି ।…

(Breaking) ମହିଳାଙ୍କ ପାଇଁ ବଡ ଖବର, ୨୦୨୫ ହେବ ସୁଭଦ୍ରା ଯୋଜନାର ବର୍ଷ

ଭୁବନେଶ୍ୱର- ସୁଭଦ୍ରା ଯୋଜନାକୁ ନେଇ ବଡ ଓ ଖୁସି ଖବର । ୨୦୨୫ରେ ୩ ଥର ମିଳିବ ସୁଭଦ୍ରା ଟଙ୍କା । ୨୦୨୫ ବର୍ଷ ହେବ ସୁଭଦ୍ରା ଯୋଜନାର ବର୍ଷ । ଜାନୁଆରୀ ପ୍ରଥମ ସପ୍ତାହରେ ସର୍ଭେ କାମ ସରିବ । ତା ପରେ ପ୍ରଥମ କିସ୍ତିର…

ବେଞ୍ଜାମିନ୍ ନେତାନ୍ୟାହୁ ହସ୍ପିଟାଲରେ ଭର୍ତ୍ତି, ୟାରିଭ ଲେଭିନ ସମ୍ଭାଳିବେ ପ୍ରଧାନମନ୍ତ୍ରୀ ପଦର ଦାୟିତ୍ଵ 

ନୂଆଦିଲ୍ଲୀ: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟ ବିଗିଡିବା ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି। ତାଙ୍କର ପ୍ରୋଷ୍ଟେଟ ସର୍ଜରୀ…

ଚାଷୀ ପଞ୍ଜିକରଣ ବୁଧବାରଠୁ ଆରମ୍ଭ କରିବେ ସରକାର, ଏହି ନମ୍ବରରେ କରିପାରିବେ କଲ୍

ଭୁବନେଶ୍ୱର : ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆସନ୍ତା ବୁଧବାରଠାରୁ ଆରମ୍ଭ କରିବେ । ଡିଜିଟାଲ କୃଷି ଅଧୀନରେ ଅଫ୍‍ଲାଇନ ଓ ଅନ୍‍ଲାଇନ୍‍ ମାଧ୍ୟମରେ ଜାନୁଆରୀ ମାସ ୧ ତାରିଖରୁ ଚାଷୀ ପଞ୍ଜିକରଣ…

ସକାଳୁ ସକାଳୁ ଘନ କୁହୁଡ଼ି, ନୂଆବର୍ଷ ପରେ ପୁଣି ଫେରିବ ଶୀତ

ଭୁବନେଶ୍ୱର: ବର୍ଷ ଶେଷ ସୋମବାରରେ ରାଜ୍ୟର କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହୋଇପାରେ। ४/୫ ଟି ଜିଲ୍ଲାକୁ ଛାଡିଦେଲେ ଅନ୍ୟ ସମସ୍ତ ଅଞ୍ଚଳରେ ପ୍ରାୟତଃ ପାଗ ସୁଖିଲା ରହିବ। ସେହିପରି ପଶ୍ଚିମ ଓଡ଼ିଶାରେ କିଛି ଜିଲ୍ଲାରେ…

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ପରଲୋକ: ୧୦୦ ବର୍ଷ ବୟସରେ କହିଲେ ଅଲବିଦା

ନୂଆଦିଲ୍ଲୀ: ଆମେରିକାର ୩୯ ତମ ରାଷ୍ଟ୍ରପତି ଜିମି କାର୍ଟରଙ୍କର ରବିବାରରେ ୧୦୦ ବର୍ଷ ବୟସରେ ପରଲୋକ ହୋଇଛିି । ସେ ୧୯୭୭ ରୁ ୧୯୮୧ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ଥିଲେ । ସୂଚନା ଅନୁଯାୟୀ, ସେ ଦୀର୍ଘ ସମୟ ଧରି…