Browsing Category
Breaking News
ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ କେବେ ସରିବ, କେବେ ଖୋଲିବ: ବଡ଼ ଘୋଷଣା କଲେ ଗୃହମନ୍ତ୍ରୀ
ନୂଆଦିଲ୍ଲୀ: ବହୁ ପ୍ରତିକ୍ଷିତ ଅଯୋଧ୍ୟାର ଶ୍ରୀ ରାମ ମନ୍ଦିରକୁ ନେଇ ଆସିଛି ଏକ ବଡ଼ ଖବର । ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ଉତ୍ତରପ୍ରଦେଶରେ ନିର୍ମାଣ ହେଉଛି ଏକ ବୃହତ ମନ୍ଦିର । ତେବେ ଏହି ମନ୍ଦିରର…
ଚାଇନାରେ କରୋନା ବିସ୍ଫୋରଣ, ଏକ ସପ୍ତାହ ମଧ୍ୟରେ ୨୨୦,୦୦୦ ନୂତନ ମାମଲା; ଚିନ୍ତାରେ WHO
ନୂଆଦିଲ୍ଲୀ: ଜାନୁୟାରୀ ୧ ର ତଥ୍ୟ ଅନୁଯାୟୀ, ଏକ ସପ୍ତାହ ମଧ୍ୟରେ ଚାଇନାରେ କୋଭିଡ -୧୯ର ୨୧୮,୦୧୯ ନୂତନ ମାମଲା ପଞ୍ଜିକୃତ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହାର ସାପ୍ତାହିକ ରିପୋର୍ଟରେ ଏହି ସୂଚନା ଦେଇଛି ।…
ଆଖିବୁଜିଲେ ମୁଖ୍ୟମନ୍ତ୍ରୀଙ୍କ ଭିନୋଇ, ବ୍ରେନ ଷ୍ଟୋକରେ ପାଇଁ ଗଲା ଜୀବନ
ନୂଆଦିଲ୍ଲୀ :ଗାଜିଆବାଦର କୌଶାବିସ୍ଥିତ ଯଶୋଦା ହସ୍ପିଟାଲର ପିଆରଓ ରାହୁଲ ସାହନିଙ୍କ ସୂଚନାନୁସାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭିନୋଇ ରାଜେନ୍ଦ୍ର ସିଂ ଚୌଧୁରୀଙ୍କ ମୁତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭…
BJB ମାଡ଼ମରା ଘଟଣା: ୪ ଛାତ୍ରଙ୍କୁ ସସପେଣ୍ଡ କଲେ କଲେଜ କର୍ତ୍ତୃପକ୍ଷ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀର ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ସ୍ୱୟଂଶାସିତ କଲେଜରେ ଘଟିଥିବା ମାଡ଼ମରା ଘଟଣାରେ ନିଆଯାଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ମାଡ଼ ମାରିଥିବା ୪ ଛାତ୍ରଙ୍କୁ କଲେଜରୁ ସସପେଣ୍ଡ…
ମଣିଷ ଶବରୁ ପ୍ରସ୍ତୁତ ହେବ ଖତ; ଜାଣନ୍ତୁ କେଉଁ ଦେଶ ଆରମ୍ଭ କଲା ଏହି ପ୍ରକ୍ରିୟା
ନୂଆଦିଲ୍ଲୀ: ଖତ ପାଇଁ ବିଭିନ୍ନ ଉପାୟ ଆରମ୍ଭ କରାଯାଉଛି । ବର୍ତ୍ତମାନ ସମୟରେ ଘରୁ ବାହାରୁଥିବା ଅଳିଆକୁ ଲୋକମାନେ ନଫୋପାଡ଼ି ଏଥିରୁ ଖତ ପ୍ରସ୍ତୁତ କରୁଛନ୍ତି । ଖତ ପ୍ରସ୍ତୁତ କରିବା ପାଇଁ ସାଧାରଣତଃ ଲୋକମାନେ ଓଦା…
ବିଶ୍ଵ କ୍ରୀଡା ଇତିହାସରେ ଯୋଡିହେଲା ସ୍ଵର୍ଣ୍ଣିମ ଅଧ୍ୟାୟ:ବିଶ୍ବର ସର୍ବବୃହତ ହକି ଷ୍ଟାଡିଅମ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର :ସାରା ଓଡିଶା ପାଇଁ ଆଜି ଆନନ୍ଦ ଓ ଉତ୍ସବର ଦିନ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ଠାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିଅମ, ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ଆନୁଷ୍ଠାନିକ ଭାବେ…
(Video) ସାଥୀକୁ ଝୁରୁଛି ସାଥୀ: ନେଉଳ ଆକ୍ରମଣରେ ଆଖି ବୁଜିଲା ନାଗୁଣୀ, ହୃଦୟ ଫଟାଇ ଝୁରୁଛି ନାଗ
ନୂଆଦିଲ୍ଲୀ: ସାପ-ନେଉଳକୁ ନେଇ ଅନେକ ସମୟରେ ସୋସିଆଲ ମିଡ଼ିଆରେ ଭିଡିଓ ସବୁ ଭାଇରାଲ୍ ହୋଇଥାଏ । ତେବେ ନିକଟରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ଗୋଟିଏ ନାଗୁଣୀର ମୃତ୍ୟୁ ପରେ ତାକୁ ଝୁରୁଛି ନାଗ । ଅନେକ ସମୟରେ ଏଭଳି…
ଫେବ୍ରୁଆରୀ ୨୧ରୁ ଓସିଏସ୍ –୨୦୨୧ ମୁଖ୍ୟ ପରୀକ୍ଷା
କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ ସି ) ଦ୍ଵାରା ପରିଚାଳିତ ଓଡିଶା ସିଭିଲ ସର୍ଭିସ(ଓସିଏସ୍)-୨୦୨୧ ମୁଖ୍ୟ ପରୀକ୍ଷା ଆସନ୍ତା ଫେବ୍ରୁଆରୀ ୨୧ ତାରିଖଠାରୁ ଆରମ୍ଭ ହେବ । ଏହି ପରୀକ୍ଷା ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ…
BSNL ପକ୍ଷରୁ ବାହାରିଲା ୧୧,୭୦୫ଟି ପଦବୀ: ଡିସେମ୍ବର ୩୧ ପୂର୍ବରୁ ଆବେଦନ କରନ୍ତୁ
ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ପକ୍ଷରୁ ୧୧,୭୦୫ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଜୁନିୟର ଟେଲିକମ୍ ଅଫିସର ପଦରେ ନିଯୁକ୍ତି…
ପୁଷ ପୁନୀ ପାଇଁ ୧୧ ଜିଲ୍ଲାରେ ସ୍ଥାନୀୟ ଛୁଟି ଦିବସ ଘୋଷଣା କରାଯାଉ:ଜୟ ନାରାୟଣ ମିଶ୍ର
ଭୁବନେଶ୍ୱର: ଓଡ଼ିଶାର ପଶ୍ଚିମାଞ୍ଚଳ ରେ ଗଣ ପର୍ବ ଭାବେ ପାଳନ ହୁଏ ପୁଷ ପୂର୍ଣ୍ଣିମା। ନୂଆଁଖାଇ ପରେ ଏହା ହେଉଛି ପଶ୍ଚିମ ଓଡ଼ିଶାର ଏକ ପ୍ରସିଦ୍ଧ ପର୍ବ । ତେବେ ଏହି ପର୍ବ କୁ ସ୍ଥାନୀୟ ଛୁଟି ଦିବସ ରୂପେ ଘୋଷଣା କରିବା…