Browsing Category
Breaking News
Video: ବିଚାରପତିଙ୍କ ନିଯୁକ୍ତି ବିବାଦ ମଧ୍ୟରେ ପୁଣି ଆଇନ ମନ୍ତ୍ରୀଙ୍କ ଟାର୍ଗେଟରେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏବଂ ସରକାରଙ୍କ ମଧ୍ୟରେ ଲାଗି ରହିଥିବା ବାକ୍ ଯୁଦ୍ଧ ମଧ୍ୟରେ ଗୁରୁବାର କେନ୍ଦ୍ର ଆଇନ୍ ମନ୍ତ୍ରୀ କିରନ ରିଜିଜୁ ସଂସଦରେ ଏହା ଉପରେ ନିଜର ମନ୍ତବ୍ୟ ରଖିଛନ୍ତି । ଆଜି ପୁଣି ଥରେ…
କୃଷକଙ୍କୁ ଡ୍ରୋନ୍ କିଣିବାକୁ ମିଳିବ ୪ ଲକ୍ଷର ସବସିଡି, କେନ୍ଦ୍ର କୃଷି ମନ୍ତ୍ରଣାଳୟର ନିଷ୍ପତ୍ତି
ନୂଆଦିଲ୍ଲୀ: ଦେଶର କୃଷକଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । କୃଷକଙ୍କୁ ସହାୟତା ପ୍ରଦାନ ନେଇ କେନ୍ଦ୍ର ସରକାର ହାତ ବଢ଼ାଇଛନ୍ତି । କୃଷକଙ୍କୁ ଡ୍ରୋନ୍ କିଣିବା ପାଇଁ କେନ୍ଦ୍ର ସରକାର ୪ ଲକ୍ଷ ଟଙ୍କାର ସବସିଡି ପ୍ରଦାନ…
ଭାରତ ଫେରିବ ପଳାତକ ନୀରବ ମୋଦୀ, ପରିସ୍କାର ହେଲା ପ୍ରତ୍ୟାର୍ପଣ ରାସ୍ତା
ନୂଆଦିଲ୍ଲୀ: ଅନେକ ବ୍ୟାଙ୍କରୁ ଟଙ୍କା ନେଇ ଫେରାର୍ ହୋଇଯାଇଥିବା ନୀରବ ମୋଦୀଙ୍କ ସମସ୍ୟା ଆହୁରି ବଢିଯାଇଛି । ଏବେ ସେ ଭାରତକୁ ନିଜର ପ୍ରତ୍ୟାର୍ପଣ ବିରୁଦ୍ଧରେ ବ୍ରିଟେନ୍ ସୁପ୍ରିମକୋର୍ଟ ଯାଇପାରିବେ ନାହିଁ । ଗୁରୁବାର…
କାହିଁକି ଭାରତ-ଚୀନ ମଧ୍ୟରେ ସର୍ବଦା ବିବାଦ ସୃଷ୍ଟି ହେଉଛି: ଚୀନ କ’ଣ ପାଇଁ ଭାରତ ବିରୋଧୀ ଷଡ଼ଯନ୍ତ୍ର କରୁଛି, ସବୁରି ମୂଳରେ ଏଇ ୫ଟି ମୁଖ୍ୟ…
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ତୱାଙ୍ଗଠାରେ ଚୀନ ଓ ଭାରତ ସେନାଙ୍କ ମଧ୍ୟରେ ମୁହାଁମୁହିଁ ଯୋଗୁଁ ଉଭୟ ପକ୍ଷର କିଛି ସୈନ୍ୟ ଆହତ ହୋଇଛନ୍ତି । ଦୁଇପକ୍ଷର ଏକାଧିକ ବୈଠକ ଓ କିଛିଦିନର ନିରବତା ପରେ ପୁଣି ଇଣ୍ଡୋ-ଚୀନ ବର୍ଡର…
ରବିବାରରୁ ରାଜ୍ୟରେ ଖସିବ ରାତ୍ରିକାଳୀନ ତାପମାତ୍ରା, ବଢିବ ଶୀତ
ଆସନ୍ତା ରବିବାର ୧୮ ତାରିଖ ବେଳକୁ ରାଜ୍ୟରେ ରାତ୍ରିକାଳୀନ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି । ଏହି ସମୟରେ ସାଧାରଣଠାରୁ ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ କମିବା ସହ ଶୀତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ…
‘Pathaan’କୁ ନେଇ ବଡ଼ ଘୋଷଣା: FIFA World Cup 2022 ଫାଇନାଲରେ ହେବ ଫିଲ୍ମର ପ୍ରମୋସନ
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଶାହରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ‘ପଠାନ’ ଫିଲ୍ମ ବର୍ତ୍ତମାନ ବିବାଦ ଘେରରେ ରହିଛି । ଫିଲ୍ମର ‘ବେଶରମ ରଙ୍ଗ’ ଗୀତକୁ ନେଇ ଅନେକ ବିରୋଧ କରିବା ସହ ‘ବୟକଟ୍ ପଠାନ’ ନାରା…
ଓଡ଼ିଶାରେ ଲାଗୁ କର ଆୟୁଷ୍ମାନ ଭାରତ ଯୋଜନା, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ରାଜ୍ୟ ବିଜେପି ସାଂସଦ
ନୂଆଦିଲ୍ଲୀ: ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ଦାବି କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ରାଜ୍ୟ ବିଜେପି ସାଂସଦ। ଏ ନେଇ ଆବଶ୍ୟକ ହସ୍ତକ୍ଷେପ କରିବାକୁ ରାଜ୍ୟର ବିଜେପି ସାଂସଦ ମାନେ…
Ex MLA ତଥା UPର ବାହୁବଳୀ ନେତାଙ୍କୁ ୧୦ ବର୍ଷ ଜେଲଦଣ୍ଡ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜଣେ ବାୟୁବଳୀ ନେତା ତଥା ପୂର୍ବତନ ବିଧାୟକଙ୍କୁ ୧୦ ବର୍ଷର ଜେଲଦଣ୍ଡ ଶୁଣାଣି ହୋଇଛି । ଏଥିସହିତ ଗ୍ୟାଙ୍ଗଷ୍ଟାର ଆକ୍ଟରେ ତାଙ୍କ ଉପରେ ୫ ଲକ୍ଷର ଜରିମାନା ଲାଗୁ କରାଯାଇଛି । ୧୬ ବର୍ଷର…
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା: ଆର୍ଥିକ ଦୁର୍ବଳ ଶ୍ରେଣୀ ନାଗରିକମାନଙ୍କୁ ମିଳିବ ସମ୍ପୂର୍ଣ୍ଣ ରିହାତି ବ୍ୟବସ୍ଥା
ଭୁବନେଶ୍ୱର: ଆସନ୍ତା ଜାନୁଆରୀରୁ ଆରମ୍ଭ ହେବ ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ଯୋଜନା। ଏଥିଲାଗି ରାଜ୍ୟ ସରକାର ସମ୍ଭାବ୍ୟ ତୀର୍ଥଯାତ୍ରୀଙ୍କ ଯୋଗ୍ୟତା ଏବଂ ଯୋଜନାର ସୁବିଧା ସୁଯୋଗ ଘୋଷଣା କରିଛନ୍ତି । ଏହି…
ନୂଆବର୍ଷରୁ ଶ୍ରୀମନ୍ଦିରକୁ ମୋବାଇଲ ମନା: ୨ଟି ଦ୍ୱାରରେ ମୋବାଇଲ ରଖିବେ ସେବାୟତ ଓ କର୍ମଚାରୀ
ପୁରୀ: ନୂଆବର୍ଷରେ ଶ୍ରୀମନ୍ଦିରକୁ ମୋବାଇଲ ମନା ହୋଇଛି । ସେବାୟତଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ କେହି ବି ମୋବାଇଲ ଧରି ଶ୍ରୀମନ୍ଦିରକୁ ପ୍ରବେଶ କରି ପାରିବେ ନାହିଁ । ଶ୍ରୀମନ୍ଦିରର ଦୁଇଟି ଦ୍ୱାରରେ ଏପରି…