Browsing Category

Breaking News

କ’ଣ ଗର୍ଭରେ ନିର୍ଦ୍ଧାରିତ ହୁଏ ମଣିଷର ଭାଗ୍ୟ ? ଜାଣନ୍ତୁ ଜନ୍ମ ସହ ଜଡ଼ିତ ଏହି ରହସ୍ୟ

ସଂସାରରେ ଜନ୍ମ ନେଉଛ ମାନେ ମୃତ୍ୟୁ ସୁନିଶ୍ଚିତ । ଏହା ଜୀବନର ଏକ ଅପ୍ରିୟ ସତ୍ୟ । ମୃତ୍ୟୁ ପରେ ମଣିଷର କର୍ମ ସ୍ଥିର କରିଥାଏ କି ତାଙ୍କୁ ସ୍ୱର୍ଗ ପ୍ରପ୍ତି ହେବ ନା ନର୍କ ଭୋଗିବାକୁ ପଡ଼ିବ । ଜନ୍ମ ପରେ ମଣିଷ ଜୀବନରେ…

ସ୍କିନ୍ କ୍ୟାନ୍ସର ବିରୋଧ ଯୁଦ୍ଧରେ ବୈଜ୍ଞାନିକଙ୍କୁ ବଡ଼ ସଫଳତା: ପ୍ରସ୍ତୁତ କଲେ କୋଭିଡ ଭଳି ଟିକା, କମିଲା ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ: ସ୍କିନ୍ କ୍ୟାନ୍ସର (ଚର୍ମ କର୍କଟ) ବିରୋଧ ଲଢ଼େଇରେ ବୈଜ୍ଞାନିକଙ୍କୁ ମିଳିଛି ବଡ଼ ସଫଳତା । ଚର୍ମ କର୍କଟ ରୋଗୀଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଟିକାର ଟ୍ରାଏଲରେ ମେଡିସିନ୍ ନିର୍ମାତା କମ୍ପାନୀ ମାଡର୍ନା ଓ…

ବିଜେପି ନେତା ଶୁଭେନ୍ଧୁ ଅଧିକାରୀଙ୍କ କମ୍ବଳ ବଣ୍ଟା କାର୍ଯ୍ୟକ୍ରମରେ ଦଳାଚକଟା, ୩ ମୃତ

ଆସାନସୋଲ: ପଶ୍ଚିମବଙ୍ଗର ବିଜେପି ବିଧାୟକ ତଥା ବିରୋଧୀଦଳର ନେତା ଶୁଭେନ୍ଧୁ ଅଧିକାରୀଙ୍କ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ଦଳାଚକଟା ଯୋଗୁଁ ୩ ଜଣ ପ୍ରାଣ ହରାଇଛନ୍ତି। ଏଥିରେ ଅନେକ ଲୋକେ ଆହତ ହୋଇଥିବା କୁହାଯାଉଛି।…

ସମୁଦ୍ର ପାଣି ସାଜିବ ସଞ୍ଜିବନୀ! କ୍ୟାନସର, ଆସ୍ଥମା, ଅର୍ଥରାଇଟିସ ପରି ଭଙ୍କର ବିମାରୀର ହେବ ବିନାଶ, ବୈଜ୍ଞାନିକଙ୍କ ନୂଆ ପ୍ରୟାସ

ନୂଆଦିଲ୍ଲୀ: ଭୂପୃଷ୍ଠରେ ଜନ୍ମନେଇଥିବା ବୃକ୍ଷଲତାକୁ ମଣିଷ ମେଡିସିନ ଭାବେ ବ୍ୟବହାର କରି ସାରିଛି । କିଛି ଦେଶ ପଶୁପକ୍ଷୀଙ୍କୁ ନେଇ ମଧ୍ୟ ଔଷଧ ତିଆରି କରିସାରିଛନ୍ତି । ତେବେ ସମୁଦ୍ର ଜଳ ମଧ୍ୟରେ ରହି କିଛି ରୋଗର…

Trendspotting: Media Tech- ଗୋଟିଏ ନୂଆ ଲେନ୍ସ ଜରିଆରେ ବିଶ୍ୱକୁ ଦେଖୁଛି

ନୂଆଦିଲ୍ଲୀ: ମିଡ଼ିଆ, ଏଣ୍ଟରଟେନମେଣ୍ଟ ଓ କଣ୍ଟେଣ୍ଟ ଆଦି କ୍ରମାଗତ ଭାବେ ବିକାଶ ଲାଭ କରୁଛି । ପୀଢ଼ିର ବିତରଣ କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି ହେଉଛି । ପ୍ୟାସନ ଅର୍ଥନୀତି ଲୋକଙ୍କର କାର୍ଯ୍ୟ କରିବାର ଭାବନା ଓ ବୃତ୍ତିଗତ…

ଦୈନିକ ୩ ମିନିଟ ବ୍ୟାୟାମ କରନ୍ତୁ, କମିଯିବ ୪୦ ପ୍ରତିଶତ ମୃତ୍ୟୁ ଆଶଙ୍କା! କ୍ୟାନସର, ରକ୍ତଚାପ, ବ୍ଲଡ ଶୁଗର, କୋଲେଷ୍ଟରଲ, ମୋଟାପା ହ୍ରାସ…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯୁବବର୍ଗଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ବିମାରୀ ଦେଖିବାକୁ ମିଳୁଛି । ଏପରିକି ଅନେକ ଯୁବକଙ୍କ ବ୍ୟାୟାମକୁ ନେଇ ମଧ୍ୟ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ନିୟମିତ ବ୍ୟାୟାମ କରିବା ଆମର…

ଆମେରିକା ବୈଜ୍ଞାନିକଙ୍କ ବଡ଼ ସଫଳତା: ନିର୍ମାଣ କଲେ ‘ନକଲି ସୂର୍ଯ୍ୟ’: ଅସଲି ଠାରୁ ୧୦୦ ଗୁଣ ଅଧିକ ତାପମାତ୍ରା, ଏହାଦ୍ୱାରା ମଣିଷକୁ କି ଲାଭ…

ନୂଆଦିଲ୍ଲୀ: କେତେ ଦଶକର ନିରନ୍ତର ପ୍ରୟାସ ପରେ ଆମେରିକୀୟ ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ବୈଜ୍ଞାନିକମାନେ ‘ନକଲି ସୂର୍ଯ୍ୟ’ ନିର୍ମାଣ କରିଥିବା ନେଇ ଦେଶର ଶକ୍ତି ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ।…

ସରକାରୀ ଚାକିରିଆଙ୍କ ପାଇଁ ବଡ ଖବର: ପଦୋନ୍ନତି ଏବଂ ସହଜରେ ପେନ୍‌ସନ ପାଇଁ ସହାୟତା କେନ୍ଦ୍ର ଖୋଲିଲେ ରାଜ୍ୟ ସରକାର

ଭୁବନେଶ୍ୱର: ସରକାରୀ ଚାକିରିଆଙ୍କୁ ସମୟ ଭିତ୍ତିକ ପଦୋନ୍ନତି ଏବଂ ଚାକିରୀରୁ ଅବସର ଗ୍ରହଣ ପରେ ସହଜରେ ପେନ୍‌ସନ ପ୍ରଦାନ ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଥିନିମନ୍ତେ ପ୍ରତି…

UGC FYUP ଲାଗୁ ହେବା ପରେ ଛାତ୍ରଛାତ୍ରୀଙ୍କୁ କ’ଣ ସବୁ ବେନିଫିଟ୍ ମିଳିବ

ନୂଆଦିଲ୍ଲୀ: ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ପକ୍ଷରୁ ଫୋର ଇୟର ୟୁନିଭରସିଟି ପ୍ର୍ରୋଗ୍ରାମ ଫ୍ରେମୱାର୍କ (ଏଫୱାଇୟୁପି) ପାଇଁ ନୋଟିଫିକେସନ ଜାରି କରାଯାଇଛି । ଆସନ୍ତା ଶିକ୍ଷାବର୍ଷ ୨୦୨୩-୨୪ଠାରୁ ଏହା ଲାଗୁ…

Ind vs Bang, 1st Test: ପ୍ରଥମ ଦିନ ଖେଳ ଶେଷ, ଶ୍ରେୟସ୍ ୮୨ରେ ଅପରାଜିତ, ଭାରତର ସ୍କୋର ୨୭୮/୬

ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନର ଖେଳ ଶେଷ ହୋଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ହରାଇ ୨୭୮ ରନ୍ ସଂଗ୍ରହ କରିଛି। ଯେଉଁଥିରେ ଚେତେଶ୍ୱର ପୂଜାରା ୯୦…