CHARIDHAM
Browsing Category

Breaking News

ଭୂମିକମ୍ପ- ଭୂସ୍ଖଳନରେ କାନ୍ଦୁଛି ଆଫଗାନିସ୍ତାନ ସୁଦାନ, କାଳ ସାଜିଛି ପ୍ରକୃତି, ନେଲାଣି 2100 ଜୀବନ…

ଓଡ଼ିଶା ଭାସ୍କର: ସାରା ବିଶ୍ୱରେ ପ୍ରକୃତିର ପ୍ରକୋପ ଜାରି ରହିଛି । ପ୍ରକୃତି ବିଶ୍ୱର ଦୁଇଟି ଭିନ୍ନ ଭିନ୍ନ କୋଣରେ ତାର ଭୟଙ୍କର ରୂପ ଦେଖାଇଛି  । ଆଫଗାନିସ୍ତାନରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ହଜାରରୁ ଅଧିକ…

ଆସିଫ ଅଲୀ ନେଲେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ, ଟିମରେ ମିଳୁନଥିଲା ସୁଯୋଗ

ନୂଆଦିଲ୍ଲୀ: ପାକିସ୍ତାନର ଷ୍ଟାର ଖେଳାଳି ଆସିଫ ଅଲୀ ଇଣ୍ଟରନେସନାଲ କ୍ରିକେଟରୁ ସନ୍ନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି। ତାଙ୍କୁ ବହୁ ସମୟରୁ ଟିମରେ ସୁଯୋଗ ଦିଆଯାଉ ନଥିଲା। ଏଥିପାଇଁ ସେ ଅନ୍ତର୍ଜାତୀୟ କ୍ରିକେଟରୁ…

ମାଡ଼ି ଆସୁଛି ବଡ଼ ଲଘୁଚାପ, ଗର୍ଜିଲାଣି ସମୁଦ୍ର, ଜଳମଗ୍ନ ସହର…, ସାବଧାନ! ଆଲର୍ଟରେ 22 ଜିଲ୍ଲା, ଛେଚିବ, କାଚିବ, ମାରିବ….

ଓଡ଼ିଶା ଭାସ୍କର: ଆଜି ଲଘୁଚାପ, ପ୍ରବଳ ବର୍ଷିବ । ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ମ୍ୟାମାର ଉପକୂଳ ଓ ସଂଲଗ୍ନବର୍ତ୍ତୀ ଉତ୍ତରପୂର୍ବ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ମଧ୍ଯ ସକ୍ରିୟ…

କୁଲଦୀପ ଯାଦବ ଏସିଆ କପ୍ ପୂର୍ବରୁ ଆରମ୍ଭ କରିଦେଲେ ନୂଆ ‘ବିଜନେସ୍‌’, ଷ୍ଟାର ଖେଳାଳିଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ୨୦୨୫ ଏସିଆ କପ୍ ପାଇଁ ଭାରତୀୟ ଦଳରେ କୁଲଦୀପ ଯାଦବଙ୍କୁ ସ୍ଥାନ ମିଳିଛି। ସେ ଏହି ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିବାକୁ ପ୍ରସ୍ତୁତ। ଇଂଲଣ୍ଡ ଗସ୍ତରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ…

୩ ସେପ୍ଟେମ୍ବର ଯାଏଁ ସ୍କୁଲ-କଲେଜ ସବୁ ଛୁଟି, ଶିକ୍ଷା ମନ୍ତ୍ରୀଙ୍କ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପଞ୍ଜାବରେ ବନ୍ୟା ତାଣ୍ଡବ ଜାରି ରହିଛି। ଏଠାରେ ପ୍ରାୟ ୧୦ଟି ଜିଲ୍ଲାର ୧୦୧୮ ଗାଁ ବନ୍ୟା କବଳରେ ରହିଛି। ପ୍ରାୟ ୩ ଲକ୍ଷ ଏକର ଚାଷ ଜମି ପ୍ରଭାବିତ ହୋଇଛି। ପାଣିପାଗ ବିଭାଗ ଅନୁଯାୟୀ, ଆଜି ପଞ୍ଜାବର ସମସ୍ତ…

ସୋମବାରରେ ବଢିଗଲା ସୁନା ଦର, ୧ ହଜାର ମହଙ୍ଗା ହେଲା ରୂପା, ଜାଣନ୍ତୁ ଆଜିର ରେଟ୍‌

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ସୋମବାର ଦିନ ସୁନାର ମୂଲ୍ୟ ୧,୦୦୦ ବଢି ୧୦ ଗ୍ରାମ ପିଛା ୧,୦୫,୬୭୦ ଟଙ୍କାରେ ପହଞ୍ଚିଛି। ସ୍ଥାନୀୟ ବଜାରରେ ୯୯.୫% ସୁଦ୍ଧତାର ସୁନା ସୋମବାର ଦିନ ୮୦୦ ଟଙ୍କା ବଢି ୧,୦୪,୮୦୦…

ଅକ୍ଟୋବର ୮ରୁ RI ପରୀକ୍ଷା, OSSSCର ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଅକ୍ଟୋବର ୮ରୁ RI, ଅମିନ ପରୀକ୍ଷା। ICDS ସୁପରଭାଇଜର, ARI  ପରୀକ୍ଷା ଅକ୍ଟୋବର ୮ରୁ ଆରମ୍ଭ ହେବ। ନଭେମ୍ବର ତୃତୀୟ ସପ୍ତାହ ପର୍ଯ୍ୟନ୍ତ ପରୀକ୍ଷା ଚାଲିବା ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି।…

ବଚସା ନେଲା ଉଗ୍ରରୂପ, ରକ୍ତର ସମ୍ପର୍କରେ ପଡ଼ିଲା ରକ୍ତ ଛିଟା, ଭାଇକୁ ଗୁଳି କଲା ଭାଇ

ଅନୁଗୁଳ: ଆଠମଲ୍ଲିକରେ ଭାଇକୁ ଗୁଳିମାଡ଼ କଲା ଭାଇ। ଦାଦା ପୁଅ ଭାଇକୁ ଗୁଳି କଲା ବଡ଼ ବାପା ପୁଅ ଭାଇ। ଗୁରୁତର ଅବସ୍ଥାରେ ଦାଦା ପୁଅ ଭାଇକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁହିଁଙ୍କ ଭିତରେ…

ହାଏରେ ବିଧାତା.. ଝିଅ ଜନ୍ମଦିନରେ କେକ୍ ଆଣିବାକୁ ଯାଇଥିଲା ବାପା, ମାଡ଼ିଗଲା ଟ୍ରକ୍‌, ମୃତ

ସୋର: ଦେଶରେ ତଥା ରାଜ୍ୟରେ ପ୍ରତିଦିନ ଘଟୁଛି ଦୁର୍ଘଟଣା। କିନ୍ତୁ ବର୍ତ୍ତମାନ ଏପରି ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଝିଅର ଜନ୍ମ ଦିନ ପାଇଁ କେକ୍ ଆଣିବାକୁ ଯାଇ,…

OTET ଦିଅ ନଚେତ ହରାଇବେ ଚାକିରି, ଶିକ୍ଷକଙ୍କ ପାଇଁ ବାଧ୍ୟତାମୂଳକ ଏଲିଜିବିଲିଟି ଟେଷ୍ଟ

ଭୁବନେଶ୍ୱର: ଶିକ୍ଷକଙ୍କ ପାଇଁ ଏଲିଜିବିଲିଟି ଟେଷ୍ଟ ବାଧ୍ୟତାମୂଳକ। ସମସ୍ତ ଶିକ୍ଷକମାନଙ୍କ ପାଇଁ ଏଲୁଜିବିଲିଟି ଟେଷ୍ଟ ବାଧ୍ୟତାମୂଳକ। ଦୁଇ ବର୍ଷ ଭିତରେ ଓଟିଇଟି ପାସ୍ ନକଲେ ଚାକିରି ହରାଇବେ ଶିକ୍ଷକ। ୨୦୧୨…