Browsing Category

Breaking News

ପ୍ରକାଶ ପାଇଲା ଯୁକ୍ତ ଦୁଇ ଫର୍ମ ପୂରଣ ତାରିଖ

ଭୁବନେଶ୍ୱର: ନଭେମ୍ବର ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ପାରୀକ୍ଷାର ଫର୍ମପୂରଣ । ଯୁକ୍ତ ୨ର କଳା, ବିଜ୍ଞାନ, ବାଣିଜ୍ୟ ସହ ଧନ୍ଦାମୂଳକ ପରୀକ୍ଷା ହେବାକୁ ଯାଉଛି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ…

ଶ୍ରୀ ମନ୍ଦିରରେ ଅଘଟଣ; ମହିଳା ଭକ୍ତଙ୍କୁ ପୋଲିସର ମାଡ

ପୁରୀ: ଆଜି ପଞ୍ଚୁକର ଚତୁର୍ଥ ଦିନ ଥିବାବେଳେ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଯେଉଁଥିପାଇଁ ଶ୍ରୀମନ୍ଦିରରେ ଭକ୍ତମାନଙ୍କ ଭିଡ ଦେଖିବାକୁ ମିଳିଛି । ତେବେ ଏହାରି ମଧ୍ୟରେ ଶ୍ରୀମନ୍ଦିରରୁ ଏକ…

୨୭ବର୍ଷ ଗୁଜୁରାଟ ଶାସନଗାଦିରେ ବିଜେପି, ଏହାପଛରେ ହୋଇପାରେ ୩ଟି ମୁଖ୍ୟ କାରଣ

ଗୁଜୁରାଟ: ଦେଶରେ ନିର୍ବାଚନ ପ୍ରସ୍ତୁତି ଚାଲିଥିବା ବେଳେ, ଗୁଜୁରାଟ ନିର୍ବାଚନ ରଣନୀତି ଯୋରଧରିଛି । ଆଗକୁ ଆସୁଛି ଗୁଜୁରାଟ ବିଧାନସଭା ନିର୍ବାଚନ । ବିଧାନସଭାର ୧୮୨ସିଟ ପାଇଁ ୨ଟି ପର୍ଯ୍ୟାୟରେ ମତଦାନ ହେବ । ତେଣୁ…

ପଛକୁ ପଛ ପିଟିହେଲେ ୩ ଗାଡି ; ୩ ମୃତ, ୪ ଆହତ

ସୋର: ଆଜିକାଲି ଦେଶ ତଥା ରାଜ୍ୟରେ ସଡକ ଦୁର୍ଘଟଣା ମାମଲା ବଢିବାର ଲାଗିଛି । ପ୍ରତ୍ୟେକ ଦିନ ଏହି ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହେଉଥିବାବେଳେ ବହୁ ଲୋକ ଆହତ ମଧ୍ୟ ହେଉଛନ୍ତି । ତେବେ ସିମୁଳିଆ ଥାନା ଜାମୁଝାଡି…

ଦିନରେ ଶୋଇବା ଓ ଘୁଙ୍ଗୁଡ଼ି ମାରିବା ଆପଣଙ୍କୁ ଅନ୍ଧ କରିଦେଇପାରେ: ସାମ୍ନାକୁ ଆସିଲା ୧୧ ବର୍ଷର ରିସର୍ଚ୍ଚ ତଥ୍ୟ

ନୂଆଦିଲ୍ଲୀ: ଦିନରେ ଖାଇସାରିବା ପରେ ଶୋଇବା କିଛି ଲୋକଙ୍କର ଅଭ୍ୟାସ ରହିଥାଏ । ତେବେ ଏନେଇ ଏକ ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସିଛି । ଦିନବେଳା ଶୋଇବା ଓ ଘୁଙ୍ଗୁଡ଼ି ମାରିବା ଆପଣଙ୍କୁ ଅନ୍ଧ କରିଦେଇପାରେ । ଏଭଳି ଲୋକଙ୍କ…

Hockey Indiaର ବଡ଼ ଘୋଷଣା: ଉଭୟ ପୁରୁଷ ଓ ମହିଳା ଖେଳାଳିଙ୍କୁ ମିଳିବ ପ୍ରୋତ୍ସାହନ ରାଶି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହକି ଖେଳାଳିଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ହକି ଖେଳାଳିଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରିଛି ହକି ଇଣ୍ଡିଆ । ଏଣିକି ପ୍ରତ୍ୟେକ ମ୍ୟାଚ ଜିତିବା ପରେ ଖେଳାଳିଙ୍କୁ…

ସରକାରୀ ସ୍କୁଲରେ ଲାଗୁ ହେବ ନୂଆ ନିୟମ: ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଇଁ ଏକକ ପରୀକ୍ଷା ଓ ଏକକ ପ୍ରଶ୍ନପତ୍ର ବ୍ୟବସ୍ଥା, ଗଣଶିକ୍ଷା ବିଭାଗର…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଛାତ୍ରଛାତ୍ରଙ୍କ ପାଇଁ ଏକ ନୂଆ ଖବର ଆସିଛି । ଆସନ୍ତା ଶିକ୍ଷାବର୍ଷ ଠାରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ । ସରକାରୀ ସ୍କୁଲରେ ଏହି ନୂଆ ନିୟମ ଲାଗୁ ହେବ । ଷଷ୍ଠରୁ ଆରମ୍ଭ କରି…

FIH PRO Leagueରେ ଟିମ ଇଣ୍ଡିଆର ରେମାଞ୍ଚକର ବିଜୟ: ସ୍ପେନକୁ ମାତ୍ ଦେଲା ଭାରତ

ଭୁବନେଶ୍ୱର: ଏଫଆଇଏଚ ପ୍ରୋ-ଲିଗରେ ଭାରତ ଏକ ରୋମାଞ୍ଚକର ବିଜୟ ହାସଲ କରିଛି । ସୁଟଆଉଟର ଏକ ଦମଦାର ମ୍ୟାଚରେ ସ୍ପେନକୁ ହରାଇଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ୩-୧ରେ ସ୍ପେନ ଉପରେ ଭାରତ ବିଜୟୀ ହୋଇଛି । ନ୍ୟୁଜିଲାଣ୍ଡ…

Jaga Mission: ରାଜ୍ୟର ୫ଟି ମହାନଗର ନିଗମର ଭୂମିହୀନଙ୍କୁ ମିଳିବ ମାଗଣା ଜମି ପଟ୍ଟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସହରରେ ନିଜର ସ୍ୱପ୍ନର ଘର ଘଣ୍ଡିଏ ପାଇବା ଅଧିକାଂଶ ଲୋକଙ୍କର ସ୍ୱପ୍ନ ଥାଏ । ତେବେ ଏନେଇ ଏକ ଭଲ ଖବର ସାମ୍ନାକୁ ଆସିଛି । ରାଜ୍ୟର ୫ଟି ମହାନଗର ନିଗମର ବାସିନ୍ଦାଙ୍କୁ ମିଳିବ ସ୍ଥାୟୀ…

୬ଟି ରାଜ୍ୟର ୭ ଉପନିର୍ବାଚନ ରେଜଲ୍ଟ: ଓଡ଼ିଶା, ବିହାର, ୟୁପି, ହରିୟାଣାରେ ଜିତିଲା BJP

ନୂଆଦିଲ୍ଲୀ: ସାରା ରାଜ୍ୟରେ ଏବେ ନିର୍ବାଚନୀ ଋତୁ ଚାଲିଛି । ଆଜି ୬ଟି ରାଜ୍ୟର ୭ଟି ଉପନିର୍ବାଚନ ଆସନର ଭୋଟିଂ ରେଜଲ୍ଟ ସାମ୍ନାକୁ ଆସିଛି । ତେବେ ୭ଟି ସିଟ ମଧ୍ୟରୁ ବିଜେପି ୪ଟିରେ ବାଜିମାତ କରିଥିବା ବେଳେ ଅନ୍ୟ ୩ଟି…