
Browsing Category
Breaking News
ସିଲିଗୁଡ଼ି କାର୍ଯ୍ୟକ୍ରମରେ ହଠାତ ଅସୁସ୍ଥ ହୋଇପଡ଼ିଲେ ନିତିନ ଗଡ଼କରୀ ।
ନୂଆଦିଲ୍ଳୀ: ଏକ କାର୍ଯ୍ୟକ୍ରମ ସମୟରେ ହଠାତ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ହୋଇ ପଡ଼ିଥିଲା । ପଶ୍ଚିମବଙ୍ଗର ସିଲିଗୁଡ଼ିର ଦାଗାପୁର ଠାରେ ହେଉଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା…
ଗୋଟିଏ ଝିଅ ଥିଲେ ମିଳିବ CBSE ସ୍କଲାରସିପ୍: ୩୦ ନଭେମ୍ବର ପର୍ଯ୍ୟନ୍ତ ବଢ଼ିଲା ଆବେଦନ ସମୟସୀମା
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଗୋଟିଏ ଝିଅ ସ୍କଲାରଶିପ୍ ୨୦୨୨ ପାଇଁ ପଞ୍ଜୀକରଣ ସମୟ ବୃଦ୍ଧି କରିଛନ୍ତି। ଏନେଇ ବୋର୍ଡ ପକ୍ଷରୁ ଅଫିସିଆଲ ୱେବସାଇଟ cbse.gov.in ରେ ସୂଚନା ଦିଆଯାଇଛି।…
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୧୯ରେ ଅବପାତ
ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଲଘୁଚାପ…
ରାଜନୈତିକ ଚାପ କାରଣରୁ କୋଭାକ୍ସିନକୁ ମିଳିଥିଲା କି ଜରୁରିକାଳୀନ ମଞ୍ଜୁରି ? ଜାଣନ୍ତୁ କ’ଣ କହୁଛନ୍ତି ସରକାର
ନୂଆଦିଲ୍ଲୀ: ଗଣମାଧ୍ୟମରେ କିଛି ଏପରି ଖବର ପ୍ରକାଶ ପାଇଛି, ଯେଉଁଥିରେ ଦାବି କରାଯାଉଛି ଯେ ସ୍ବଦେଶୀ କୋଭିଡ୍ -୧୯ ଟୀକା – କୋଭାକ୍ସିନର ନିର୍ମାତା ଭାରତ ବାୟୋଟେକ୍ ରାଜନୈତିକ ଚାପ କାରଣରୁ ‘‘କିଛି ନିର୍ଦ୍ଦିଷ୍ଟ…
ବିଦା ହେବେ ରାଗିଂ କରିଥିବା ପିଲା: ବୈଠକ ପରେ ନିଷ୍ପତ୍ତି
ବ୍ରହ୍ମପୁର:ଦେଶ ତଥା ରାଜ୍ୟରେ ରାଗିଂର ମାମଲା ବଢିବାର ଲାଗିଛି । ଫଳରେ ଅନେକ ଛାତ୍ର, ଛାତ୍ରୀ ଏହି ରାଗିଂର ଶିକାର ହେଉଛନ୍ତି । ତେବେ ନିକଟରେ ଏହି ରାଗିଂ କାରଣରୁ ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା…
ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ନିଯୁକ୍ତି ପାଇବେ ସ୍ୱାସ୍ଥ୍ୟ ସଂଯୋଜକ, ରାଜ୍ୟ ସରକାରଙ୍କ ନିଷ୍ପତ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରକୁ ନେଇ ଏକ ନୂଆ ଖବର ଆସିଛି । ଏଣିକି ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲମାନଙ୍କରେ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ମେଡିକାଲମାନଙ୍କରେ…
ଦେଶର ୫୦୦ଟି ହଲରେ ରିଲିଜ୍ ହେବ ‘Daman’: ବଲିଉଡ୍ ଓ ସାଉଥ୍ ଇଣ୍ଡଷ୍ଟ୍ରିରେ ଜୋରଦାର ଚର୍ଚ୍ଚା, ରେଟିଂରେ ପଛରେ ପଡ଼ିଲେ RRR,…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିିଏ ପରେ ଗୋଟିଏ ସଫଳତାର ସିଡ଼ି ଚଢ଼ି ଆଗକୁ ମାଡ଼ି ଚାଲିଛି ଓଡ଼ିଆ ଫିଲ୍ମ ‘ଦମନ’ । ଓଡ଼ିଆ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ ଅଭିନୀତ ଏହି ଫିଲ୍ମଟି ଗତ ଦୁଇ ସପ୍ତାହ ମଧ୍ୟରେ ପାଖାପାଖି ୨…
ଶ୍ରଦ୍ଧା ମାମଲାରେ ମିଳିଲା ବଡ଼ ସୁରାକ୍: ଦିଲ୍ଲୀରେ ମାସକୁ ୨୦ ହଜାର ଲିଟର ପାଣି ମାଗଣା, ୩୦୦ ଟଙ୍କାର ପାଣି ବିଲ୍ ଆସିଲା କିପରି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିଲ୍ଲୀରେ ଘଟିଯାଇଥିବା ୨୬ ବର୍ଷୀୟା ଯୁବତୀ ଶ୍ରଦ୍ଧା ୱାଲକରଙ୍କ ହତ୍ୟା ମାମଲାରେ ନୂଆ ଅପଡେଟ୍ ଆସିଛି । ଏହି ଅପରାଧର ମୁଖ୍ୟ ଅଭିଯୁକ୍ତ ତଥା ୨୮ ବର୍ଷୀୟ ପ୍ରେମିକ ଅଫତାବ ପୁନାୱାଲା ପୋଲିସ…
କାମୁଡିଲା କୁକୁର; ମାଲିକ ଗଣିଲେ ୧୦ ହଜାର
ନୂଆଦିଲ୍ଲୀ: ଆଜିକାଲି ଅନେକ ଲୋକେ ଘରେ ବିଭିନ୍ନ ପ୍ରକାର ପଶୁ ପକ୍ଷୀ ପାଳିଥାନ୍ତି । କିଏ କୁକୁର, ବିଲେଇ, ନେଉଳ ଆଦି ପଶୁ ପାଳିବାକୁ ଭଲପ।।ନ୍ତି ତ ଆଉ କିଏ ବିଭିନ୍ନ ପ୍ରକାର ଚଡେଇକୁ ଘରେ ରଖିଥାନ୍ତି । କିନ୍ତୁ…
USB Type-C ବାଧ୍ୟତାମୂଳକ! ଲାପଟପ, ଫୋନ ଓ ଟାବଲେଟ ପାଇଁ ଏଣିକି ଗୋଟିଏ କମନ୍ ଚାର୍ଜର
ନୂଆଦିଲ୍ଲୀ: ଅଲଗା ଅଲଗା ଡିଭାଇସ ପାଇଁ ଗୋଟିଏ ଚାର୍ଜିଂ ସିଷ୍ଟମ ଭାରତରେ ଲାଗୁ ହେବାକୁ ଯାଉଛି । ଏକାଧିକ ସ୍ମାର୍ଟ ଡିଭାଇସ ପାଇଁ ଗୋଟିଏ କମନ୍ ଚାର୍ଜିଂ ପୋର୍ଟ ୟୁଏସବି-ସିର ବ୍ୟବହାର କରାଯିବ । ଏହାକୁ ନେଇ…