CHARIDHAM
Browsing Category

Breaking News

ଉନ୍ମୋଚନ ହେଲା ଜି-୨୦ ଅଧ୍ୟକ୍ଷତାର ଲୋଗୋ: ଦେଶ ପାଇଁ ଐତିହାସିକ କ୍ଷଣ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ଜି-୨୦ ଅଧ୍ୟକ୍ଷତାର ଲୋଗୋ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହତ ଏହାର ଥିମ ଏବଂ ୱେବସାଇଟ ମଧ୍ୟ ସେ ଉନ୍ମୋଚନ କରିଛନ୍ତି । ଅନ୍ତରାଷ୍ଟ୍ରୀୟ ସ୍ତରରେ ମହତ୍ତ୍ୱପୂର୍ଣ୍ଣ…

‘ଭାରତ ଯୋଡୋ ଯାତ୍ରା’ରେ ତ୍ରିରଙ୍ଗା ନେଇ ଯାଉଥିବା ବେଳେ ଚାଲିଗଲା କଂଗ୍ରେସ ନେତାଙ୍କ ଜୀବନ: ଶୋକ ପ୍ରକାଶ କଲେ ରାହୁଲ ଗାନ୍ଧୀ

ମୁମ୍ବାଇ: ଭାରତ ଯୋଡୋ ଯାତ୍ରାରେ ଭାଗ ନେଇଥିବା ବେଳେ କଂଗ୍ରେସ ସେବା ଦଳର ନେତା କୃଷ୍ଣକାନ୍ତ ପାଣ୍ଡେଙ୍କର ଦେହାନ୍ତ ହୋଇଛି । କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ମହାରାଷ୍ଟ୍ର ଦେଇ ଯାଉଛି । ଗତରାତିରେ ହିଁ ଏହି…

ରାଜଧାନୀ ଭୁବନେଶ୍ୱରରେ ଦୃଶ୍ୟମାନ ହେଲାନି ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦେଖା ଦେଲାନି ଚନ୍ଦ୍ରଗ୍ରହଣ। ବାଦଲ ଏବଂ ଦିଗବଳୟ କାରଣରୁ ଚନ୍ଦ୍ରଗହଣ ଦେଖାଯାଇ ନଥିବା ବିଶେଷଜ୍ଞ କହିଛନ୍ତି। ସୂଚନା ଅନୁସାରେ ସନ୍ଧ୍ୟା ୫ଟା ବାଜି ୧୧ ମିନିଟ୍‌ରେ ଚନ୍ଦ୍ରଗ୍ରହଣ…

ଟଙ୍କା ରୋଜଗାର ପାଇଁ ଶିକ୍ଷା କୌଣସି ବ୍ୟବସାୟ ନୁହେଁ, ଟ୍ୟୁସନ୍ ଫିସ୍ ଶସ୍ତା ହେବା ଉଚିତ୍: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଟଙ୍କା ରୋଜଗାର ପାଇଁ ଶିକ୍ଷା ଲାଭ କରିବା କୌଣସି ବ୍ୟବସାୟ ନୁହେଁ ଓ ଟ୍ୟୁସନ୍ ଫିସ୍ ସବୁବେଳେ ଶସ୍ତା ହେବା ଆବଶ୍ୟକ ବୋଲି ସୋମବାର ଦିନ କହିଛନ୍ତି ସୁପ୍ରିମକୋର୍ଟ । ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶ ସରକାର…

Video: ଚନ୍ଦ୍ରଗ୍ରହଣରେ ଚିକେନ ବିରିୟାନୀ ଖାଇବାକୁ ନେଇ ଭୁବନେଶ୍ୱର-ବ୍ରହ୍ମପୁରରେ ମୁହାଁମୁହିଁ ହେଲେ ହେତୁବାଦୀ ଓ ପରମ୍ପରାବାଦୀ

ଭୁବନେଶ୍ୱର/ବ୍ରହ୍ମପୁର: ଚନ୍ଦ୍ରଗ୍ରହଣରେ ମାଂସ ବିରିୟାନି ଖାଇବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ହେତୁବାଦୀ ଏବଂ ପରମ୍ପରାବାଦୀ। ରାଜଧାନୀ ଭୁବନେଶ୍ୱର ଏବଂ ବ୍ରହ୍ମପୁରରେ ହେତୁବାଦୀମାନେ ସାମୂହିକ ଭୋଜନର ଆୟୋଜନ…

Video: ପ୍ରେମରେ ପଡ଼ିଲେ ଶିକ୍ଷୟତ୍ରୀ ଏବଂ ଛାତ୍ରୀ, ଲିଙ୍ଗ ପରିବର୍ତ୍ତନ କରିବା ପରେ କଲେ ବିବାହ

ନୂଆଦିଲ୍ଲୀ: କୁହାଯାଏ ଯେ, ପ୍ରେମ ଏବଂ ଯୁଦ୍ଧରେ ସବୁକିଛି ଠିକ୍ ଅଟେ । କିନ୍ତୁ ଯେତେବେଳେ ଲିଙ୍ଗକୁ ନେଇ କଥା ଆସେ ଏହା ନିଶ୍ଚିତ ରୂପେ ଆଶ୍ଚର୍ଯ୍ୟକର ହୋଇଥାଏ । ପ୍ରାୟ ଏଥିପାଇଁ ରାଜସ୍ଥାନର ଜଣେ ମହିଳା ନିଜର ପରିବାର…

ପାନ୍ ଅପଡେଟ୍ ନକଲେ ବନ୍ଦ ହୋଇଯିବ SBI ଆକାଉଣ୍ଟ! ଗ୍ରାହକଙ୍କୁ ବଡ଼ ସୂଚନା ଦେଲେ ସରକାର

ନୂଆଦିଲ୍ଲୀ: ଦେଶରେ ଡିଜିଟାଲାଇଜେସନର ବଢ଼ୁଥିବା ବେଳେ ସାଇବର ଅପରାଧ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏହା ବ୍ୟତୀତ ମିଥ୍ୟା ଖବର ମଧ୍ୟ ଖୁବ୍ ପ୍ରସାରିତ ହେଉଛି । ଆଜିକାଲି ମୋବାଇଲ୍ କିମ୍ବା ଇ-ମେଲରେ ଏହିପରି ଅନେକ…

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ୮ଟି ଅଜଣା ରହସ୍ୟ

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଭାରତର ଏକ ଅଂଶ । ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଏହି ସ୍ଥାନକୁ ବୁଲିବାକୁ ଆସିଥାନ୍ତି । କିନ୍ତୁ ଏହି ଦ୍ୱୀପପୁଞ୍ଜର ଅନେକ ତଥ୍ୟ ବିଷୟରେ ଅନେକଙ୍କୁ ଅଜଣା ଥିବ । ଆସନ୍ତୁ ଜାଣିବା…

EWS Quota କ’ଣ: ସରକାରୀ, ପ୍ରାଇଭେଟ ଓ ବିଜିନେସ ସେକ୍ଟର ଉପରେ ଏହାର ପ୍ରଭାବ କିପରି ରହିବ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ଆର୍ଥିକ ଆଧାରରରେ ଏହି ବର୍ଗର ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଲାଗୁ ହେବ । ତେବେ…

PF ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ସୁଧ ଟଙ୍କା: ଟ୍ୱିଟ୍ କରି ସୂଚନା ଦେଲେ ସରକାର

ନୂଆଦିଲ୍ଲୀ: ପିଏଫ୍ ହିତାଧିକାରୀଙ୍କ ପାଇଁ ଆସିଛି ଖୁସି ଖବର । କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ ଅର୍ଥାତ୍ ଇପିଏଫଓ୭ କୋଟି ଗ୍ରାହକଙ୍କ ଆକାଉଣ୍ଟକୁ ସୁଧ ଟଙ୍କା ପଠାଇବା ଆରମ୍ଭ କରିଛି । ସରକାର ଇପିଏଫ୍ ଆକାଉଣ୍ଟଧାରୀଙ୍କ…