fbpx
Browsing Category

Breaking News

ପ୍ରକୃତ ମୃତ୍ୟୁ ସଂଖ୍ୟା ଲୁଚାଉଛି ଚୀନ, କୋଭିଡରେ ପ୍ରାଣ ହରାଛନ୍ତି ୧୭ ଲକ୍ଷ ଲୋକ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଆରମ୍ଭ ହେବା ଦିନଠାରୁ ଚୀନ ବିବାଦ ଘେରରେ ରହି ଆସିଛି । ଚୀନର ଉହାନ ଲାବରୁ କରୋନା ଭାଇରସର ଉତ୍ପତ୍ତି ନେଇ ଆମେରିକା ଛଡ଼ା ଅନେକ ଅନୁସନ୍ଧାନକାରୀ ମତ ଦେଇଥିଲେ । ତେବେ ଚୀନରେ…

Flipcart Republic Day Saleରେ Asus ଲାପଟପ୍ ରେ ପାଆନ୍ତୁ ଜବରଦସ୍ତ ଡିସକାଉଣ୍ଟ୍, ଦାମ୍ ୧୬,୯୯୦ ଟଙ୍କାରୁ ଆରମ୍ଭ

ନୂଆଦିଲ୍ଲୀ: Flipcart Republic Day Sale ବର୍ତ୍ତମାନ ଆରମ୍ଭ ହୋଇଯାଇଛି । ଏହି ସେଲ ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ଜାନୁଆରୀ ୧୭ ତାରିଖରୁ ଆରମ୍ଭ ହୋଇଥିଲା । ଫ୍ଲିପକାର୍ଟ ରିପବ୍ଲିକ୍ ଡେ' ସେଲରେ…

ରାଜ୍ୟରେ ବଢ଼ିଲା କରୋନା ମୃତ୍ୟୁ, ଆଜି ୪ ଜଣ ପ୍ରାଣ ହରାଇଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…

କାନାଡାରୁ ଆସିଥିବା ଏକ ଚିଠିରୁ ଦେଶରେ ବ୍ୟାପିଲା ଓମିକ୍ରନ, ରିପୋର୍ଟରେ ହେଲା ଏପରି ଦାବି

ବେଜିଂ: କରୋନା ମାମଲା ପୁଣିରେ ବିଶ୍ୱ ବ୍ୟାପୀ ଚିନ୍ତାର କାରଣ ପାଲଟିଛି । ବିଭିନ୍ନ ଦେଶରେ କରୋନା ସଂକ୍ରମିତ ସଂଖ୍ୟା ଚିନ୍ତାଜନକ ଭାବରେ ବଢ଼ିଚାଲିଛି । ଏହା ଭିତରେ ଚୀନରେ ମଧ୍ୟ ସମାନ ପରିସ୍ଥିତି । ତେବେ ଏଠାରେ ଏକ…

ଶ୍ରେୟସ ଆୟାରଙ୍କ ପାଇଁ ବଡ ସୁଯୋଗ: ଅଧିନାୟକ କରିବା ପାଇଁ ଆଇପିଏଲ୍‌ର ତିନି ଫ୍ରାଞ୍ଚାଇଜ୍‌ ଆଗ୍ରହୀ

ନୂଆଦିଲ୍ଲୀ: ଶ୍ରେୟସ ଆୟାର ଚଳିତ ବର୍ଷର ଆଇପିଏଲରେ ଯେ କୌଣସି ଏକ ଫ୍ରାଞ୍ଚାଇଜର ଅଧିନାୟକ ନିଯୁକ୍ତି ହେବା ନିଶ୍ଚିତ ହୋଇ ଯାଇଛି । କାରଣ ମିଳିଥିବା ସୂଚନା ମୁତାବକ ବିରାଟ କୋହଲି ବହୁଦିନ ଧରି ବର୍ତ୍ତମାନ ରୟାଲ…

ପାକିସ୍ତାନ ଜେଲରେ ଭାରତୀୟ ଧୀବରଙ୍କ ସନ୍ଦେହ ଜନକ ମୃତ୍ୟୁ, ମୃତଦେହ ଆଣିବା ପାଇଁ ୱାଘା ବର୍ଡରରେ ପହଞ୍ଚିଲା ଟିମ୍

ନୂଆଦିଲ୍ଲୀ: ବର୍ଷକ ତଳେ ପାକିସ୍ତାନ ତଟରକ୍ଷୀ ବାହିନୀ ଦ୍ୱାରା ଗିରଫ ହୋଇ ପାକିସ୍ତାନ ଜେଲରେ ଥିବା ଗୁଜରାଟର ୫୦ ବର୍ଷୀୟ ମତ୍ସ୍ୟଜୀବୀ ଜୟନ୍ତୀ ପୋଲାଙ୍ଗିଙ୍କର ମୃତ୍ୟୁକୁ ନେଇ ସନ୍ଦେହ ଜାତ ହୋଇଛି । ତେବେ କେଉଁ କାରଣରୁ…

କ୍ରୀଡ଼ା ଜଗତରେ ହଇଚଇ: ମ୍ୟାଚ ଫିକ୍ସିଂ କରିବା ପାଇଁ କ୍ରିକେଟରଙ୍କୁ ୪୦ ଲକ୍ଷ ଟଙ୍କାର ଅଫର

ନୂଆଦିଲ୍ଲୀ: କ୍ରିକେଟ ଜଗତରେ ମ୍ୟାଚ ଫିକ୍ସିଂକୁ ନେଇ ପୂର୍ବରୁ ଅନେକ ଚର୍ଚ୍ଚା ହୋଇଛି । ତେବେ ମ୍ୟାଚ ଫିକ୍ସିଂ କ୍ରିକେଟ ପରି ଏକ ସମ୍ମାନଜନକ କ୍ରୀଡ଼ାକୁ ବହୁ ତଳକୁ ନେଇଯାଇଥାଏ । ଅତୀତରେ ଭାରତ ସହ ବିଭିନ୍ନ କ୍ରିକେଟ…

ବାଇଗଣ କିଆରିରେ ଗାଈପଶିବାରୁ ମାରପିଟ୍‌, ଗାଈ ମାଲିକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ବାଲିପାଟଣା (ଭାସ୍କର ନ୍ୟୁଜ୍‌): ବାଲିପାଟଣା ଥାନା ଅନ୍ତର୍ଗତ ପୂବାଗଡ଼ରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ବିଲରେ ପଶି ଗାଈ ବାଇଗଣ ଖାଇଯିବାରୁ ପାଟିତୁଣ୍ଡ ପରେ ମାର୍‌ ପିଟ୍‌ରେ ପରିଣତ ହୋଇ ଜଣଙ୍କ ମୁଣ୍ଡ ଫାଟି…

ଟିକା ନନେଲେ କାଫେ-ରେଷ୍ଟୁରାଣ୍ଟକୁ ପ୍ରବେଶ ନିଷେଧ, ଓମିକ୍ରନ ଭାରିଆଣ୍ଟ୍ ସହିତ ଲଢ଼ିବା ପାଇଁ ସରକାରଙ୍କ ନୂଆ ରଣନୀତି

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ତାଣ୍ଡବ ରଚିବାରେ ଲାଗିଛି । ସଂକ୍ରମଣର ବେଗ ଦିନକୁ ଦିନ ବୃଦ୍ଧି ପାଉଛି । ଖାସ୍ କରି ୟୁକେ, ଆମେରିକା, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା, ବ୍ରିଟେନ୍ ଆଦି…

ନିର୍ଜନ ଜାଗାରେ ଅଙ୍ଗନୱାଡି କର୍ମୀ ଗ୍ରହଣ କରୁଛନ୍ତି ପେଟି ପେଟି ଜିନିଷ, ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ସାଧାରଣରେ ଚର୍ଚ୍ଚା

ଚିକିଟି, (ଭାସ୍କର ନ୍ୟୁଜ୍‌): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟି ବ୍ଲକର ଅଜବ ନୀତି ସମସ୍ତଙ୍କୁ ଚକିତ କରିଦେଇଛି । ସୂଚନା ପ୍ରକାରେ ସୋମବାର ସାନ୍ଧ୍ୟ ସମୟରେ ଚିକିଟି ପେଙଋର ଋଷିଦଲି ପାହାଡ଼ ନିକଟରେ ଏକ ନିଛାଟିଆ…