Browsing Category

Breaking News

(Video) ମଇଁଷି ଆଗରେ ଖାଇବା ଦେଇ ନାଚିବାକୁ ଲାଗିଲେ ଯୁବତୀ: ଆଉ ତା’ପରେ ଯାହା ହେଲା…

ନୂଆଦିଲ୍ଲୀ: ଇଣ୍ଟରନେଟରେ ପ୍ରାୟତଃ ଅନେକ ହସ ଭିଡିଓ ଭାଇରାଲ ହୋଇଥାଏ । ଅନେକଥର ଏପରି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖି ଲୋକମାନେ ହସି ହସି ଗଡ଼ିଯାଆନ୍ତି । ଏପରି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହାକୁ…

୨୯ ଜୁଲାଇରୁ ଏହି ୪ ରାଶିର ଲୋକଙ୍କ ପାଇଁ ଆରମ୍ଭ ହେବ ଶୁଭ ଦିନ: ହୋଇଯିବେ ମାଲାମାଲ୍

ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ । ବୃହସ୍ପତି ଗ୍ରହର ସ୍ଥିତିର ପରିବର୍ତ୍ତନ ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ଜୁଲାଇ ୨୯ ରେ ଦେବଗୁରୁ…

ILS ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଇଏଲଏସ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ାଙ୍କର ଆଜି ଦେହାନ୍ତ ହୋଇଛି । ଗୌହାଟୀରେ ପରଲୋକ ନେଇ ଆଇଏଲଏସ ସୂତ୍ରରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ସେ ଗୌହାଟୀକୁ ଏକ…

ପାତାଳ ମୁହାଁ ଟଙ୍କା: ପ୍ରଥମ ଥର ପାଇଁ ଡଲାର ତୁଳନାରେ ରେକର୍ଡ ୮୦.୦୫ ଛୁଇଁଲା, ଜାଣନ୍ତୁ ଆପଣଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ?

ମୁମ୍ବାଇ: ଡଲାର ତୂଳନାରେ ସର୍ବକାଳିନ ନିମ୍ନ ସ୍ତରରେ ପହଞ୍ଚିଲା ଭାରତୀୟ ଟଙ୍କା। ମଙ୍ଗଳବାର ଦିନ ପ୍ରଥମ ଥର ପାଇଁ ଗୋଟିଏ ଡଲାର ତୁଳନାରେ ୮୦ ଟଙ୍କାରେ ପହଞ୍ଚିଛି। ଡଲାର ତୁଳନାରେ ୮୦ରେ ପହଞ୍ଚିଥିଲା ବେଳେ ବର୍ତ୍ତମାନ…

ପୁଣି ବଢ଼ୁଛି କରୋନା ସଂକ୍ରମଣ: ଓଡ଼ିଶାରେ ଆଜି ୯୪୫ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗତକାଲି ଅପେକ୍ଷା ଆଜି ଦୈନିକ ସଂକ୍ରମଣ ସାମାନ୍ୟ ବଢ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

ଆଜି ପୃଥିବୀ ସହ ଧକ୍କା ହେବ ସୌରଝଡ଼: ସାରା ବିଶ୍ୱରେ ଆତଙ୍କ

ନୂଆଦିଲ୍ଲୀ: ଆଜି ପୃଥିବୀ ସହ ଧକ୍କା ହୋଇପାରେ ସୌର ଝଡ଼ । ଜଣେ ସ୍ପେସ ସାଇଣ୍ଟିଷ୍ଟ୍ ଓ ଭୌତିକ ବିଜ୍ଞାନୀ ଏହି ଦାବି କରିଛନ୍ତି । ସୌର ଝଡ଼ରେ ସୂର୍ଯ୍ୟ ପୃଷ୍ଠରେ ବଡ଼ ବିସ୍ଫୋରଣ ହୋଇଥାଏ, ଯେଉଁଥିରେ ଶେଷରେ…

ବାଲେଶ୍ୱର: ଜାତୀୟ ରାଜପଥରେ ଓଲଟିଲା ମଦ ବୋଝେଇ ପିକଅପ୍, ଆହାତଙ୍କୁ ଉଦ୍ଧାର ପରିବର୍ତ୍ତେ ମଦ ବୋହି ନେଲେ ଲୋକେ

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ସୋର ୧୬ନଂ ଜାତୀୟ ରାଜପଥ ଛପୋଲିଆ ନିକଟରେ ଓଲଟିଲା ମଦ ବୋଝେଇ ପିକଅପ୍, ଆହାତଙ୍କୁ ଉଦ୍ଧାର ପରିବର୍ତେ ମଦ ବୋହି ନେଲେ ଲୋକେ। ମଦ ବୋଝେଇ ପିକଅପ୍ ଟି ବାଲେଶ୍ବର ରୁ ଜାମୁଝାଡିରେ ଥିବା ମଦ…

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବଡ ସଫଳତା, ଏମ୍‌ସରେ ଅଗଷ୍ଟରୁ କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ବରରେ ବହୁ ପ୍ରତୀକ୍ଷିତ ବୃକ୍‌କ ପ୍ରତିରୋପଣ (ରେନାଲ୍ ଟ୍ରାନ୍ସପ୍ଳାଣ୍ଟ ) ସର୍ଜରି ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏ ନେଇ ଏମ୍ସ ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଡା. ମୁକେଶ ତ୍ରିପାଠୀ…

ରାତିରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସିଖବର! ରେଲୱେ ଆରମ୍ଭ କଲା ଏହି ଖାସ୍ ସୁବିଧା

ନୂଆଦିଲ୍ଲୀ: ଯଦି ଆପଣ ଟ୍ରେନରେ ରାତିରେ ଯାତ୍ରା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଖୁସିଖବର। ରେଲୱେ ପକ୍ଷରୁ ଯାତ୍ରୀଙ୍କ ସୁବିଧାଗୁଡ଼ିକରେ ଅନେକ  ସୁଧାର କରାଯାଉଛି । ଏହା ଅଧୀନରେ ଦେଶର ସମସ୍ତ ଷ୍ଟେସନରେ…

ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ, ୧୨ରୁ ଅଧିକ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର (ଭାସ୍କର ନ୍ୟୁଜ): ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋବକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୨ରୁ ଅଧିକ ପ୍ରସ୍ତାବକୁ ଅନୁମତି…