Browsing Category

Breaking News

୪ ମାସରେ ଅଶୋଧିତ ତୈଳ ୩୦% କମିଲାଣି: କାହିିଁକି ଖସୁନି ପେଟ୍ରୋଲ ଏବଂ ଡିଜେଲର ଦର, ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦାମ୍ ଗତ ୪ ମାସରେ ୩୦% ହ୍ରାସ ପାଇଥିବା ବେଳେ ପେଟ୍ରୋଲ-ଡିଜେଲ୍ ଦରରେ କୋଣସି ପରିବର୍ତ୍ତନ ଆସି ନାହିଁ। ଲମ୍ବା ସମୟ ଧରି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦାମ୍…

ଆମେରିକାରେ ଏଭିୟାନ ଭାଇରସ ଭୟ: ଦୁଇଟି କୁକୁଡା ଫାର୍ମରୁ ଚିହ୍ନଟ ହେଲେ ସଂକ୍ରମିତ ପକ୍ଷୀ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାରେ ନୂଆ ଭାଇରସ୍ ଏଭିୟାନଙ୍କୁ ନେଇ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି । ତେବେ ଏହି ଭାଇରସ ଆମେରିକାରେ ଦ୍ରୁତ ଗତିରେ ବୃଦ୍ଧି ପାଇବାର ଲାଗିଛି । ଏହି ଏଭିୟାନ ଫ୍ଲୁ ପଶୁ ପକ୍ଷୀ…

୧୭ ବେଳକୁ ଆଉ ଏକ ଲଘୁଚାପ !

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୭/୧୮ ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଲଘୁଚାପ ସମ୍ଭାବନା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଅନ୍ୟପଟେ ଲଘୁଚାପ ଜନିତ ବର୍ଷା ନେଇ…

OPSC ସାକ୍ଷାତକାର ଘୁଞ୍ଚାଇବାକୁ ପରାମର୍ଶ, ଟୁଇଟ୍ କରି ସୂଚନା ଦେଲେ ଓପିଏସସି ଅଧ୍ୟକ୍ଷ ସତ୍ୟଜିତ ମହା

ଭୁବନେଶ୍ୱର: ୟୁନିଅନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ପରୀକ୍ଷା ଦେଉଥିବା ପିଲା ମାନଙ୍କୁ ଓଡିଶା ଜନସେବା ଆୟୋଗ (ଓପିଏସସି) ସାକ୍ଷାତକାର ପାଇଁ ମିଳିବ ନୂତନ ତାରିଖ। ଏ ନେଇ ସୂଚନା ଦେଇଛନ୍ତି ଓପିଏସସି ଅଧ୍ୟକ୍ଷ…

କେବଳ ୭୫ ଟଙ୍କାରେ ରଣବୀର-ଆଲିଆଙ୍କ ‘ବ୍ରହ୍ମାସ୍ତ୍ର’ ଦେଖିବାର ସୁଯୋଗ: ଏପରି କରନ୍ତୁ ଟିକେଟ୍ ବୁକ୍

ନୂଆଦିଲ୍ଲୀ: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର' ରିଲିଜ ହୋଇସାରିଛି । ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ମିଳୁଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମର ଟିକେଟ୍…

କୋର୍ଟ ରେକର୍ଡ ଡିଜିଟାଇଜେସନ୍ ପାଇଁ ଓଡ଼ିଶା ହାଇକୋର୍ଟ ମଡେଲକୁ ପ୍ରଶଂସା କଲେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୁଡ଼

କଟକ: ଶୁକ୍ରବାର ଓଡ଼ିଶା ହାଇକୋର୍ଟ ଶୁକ୍ରବାର ରେକର୍ଡ ରୁମ୍ ଡିଜିଟାଇଜେସନ୍ ସେଣ୍ଟରର(ଆର୍‌ଆର୍‌ଡିସି) 'ପ୍ରଥମ ବାର୍ଷିକୀ' ଓଡ଼ିଶା ଜୁଡିସିଆଲ୍ ଏକାଡେମୀ, କଟକ ଠାରେ ପାଳନ କରିଛି। ଏହି ଅବସରରେ ସୁପ୍ରିମକୋର୍ଟ…

ସେପ୍ଟେମ୍ବର ୨୨ରୁ ବନ୍ଦ ହୋଇଯିବ ଏହି ବ୍ୟାଙ୍କ: RBI ବାତିଲ କଲା ଲାଇସେନ୍ସ

ନୂଆଦିଲ୍ଲୀ: ଆରବିଆଇ ଏପର୍ଯ୍ୟନ୍ତ ଅନେକ ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନର ଲାଇସେନ୍ସ ବାତିଲ କରିଛି । ଏଥି ସହିତ ନିକଟରେ ଆରବିଆଇ ଆଉ ଏକ ବ୍ୟାଙ୍କର ଲାଇସେନ୍ସକୁ ବାତିଲ କରିଛି, ଯାହା ଫଳରେ ବ୍ୟାଙ୍କକୁ ଏହି ମାସରୁ…

ବୋନ୍ କ୍ୟାନ୍ସରରେ ଆକ୍ରାନ୍ତଙ୍କ ଶରୀରରେ ପ୍ରଥମ ଲୋୟର ଲିମ୍ବ୍ ସାଲଭେଜ ସର୍ଜରୀ

କଟକ : ଓଡ଼ିଶାରେ ପ୍ରଥମ ଥର ପାଇଁ ଏଚସିଜି ପଣ୍ଡା କ୍ୟାନ୍ସର ହସପିଟାଲ, କଟକର ଡାକ୍ତରଗଣ ଅଷ୍ଟିଓସାର୍କୋମା (ଏକ ପ୍ରକାର କ୍ୟାନ୍ସର ଯାହା ଅସ୍ଥିର କୋଷିକାଗୁଡିକରୁ ଆରମ୍ଭ ହୋଇଥାଏ) ରେ ଆକ୍ରାନ୍ତ ଜଣେ ୧୩ ବର୍ଷ ବୟସ୍କ…

ମହିଳା ବିଶ୍ୱକପ୍ ଫୁଟବଲ ଲୋଗୋ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲର ଲୋଗୋ ଉନ୍ମୋଚିତ ହୋଇଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଲୋକେ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋଗୋ ସହ ଟ୍ରଫିର ମଧ୍ୟ ଉନ୍ମୋଚିତ…

(Video) ୨୦୩୪ ପର୍ଯ୍ୟନ୍ତ ମୋଦୀ ପ୍ରଧାନମନ୍ତ୍ରୀ: ରୋହିତ କୁମାର ସିଂ

ଭୁବନେଶ୍ୱର : ଦେଶରେ ପ୍ରଧାନମନ୍ତ୍ରୀ ପଦବୀରେ ନରେନ୍ଦ୍ର ମୋଦୀ ୨୦୩୪ ମସିହା ପର୍ଯ୍ୟନ୍ତ ସୁଚାରୁରୂପେ ଦାୟିତ୍ୱ ନିର୍ବାହ କରିବେ ବୋଲି ‘ଓଡ଼ିଶା ଭାସ୍କର’କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଦୃଢ଼ୋକ୍ତି ବାଢ଼ିଛନ୍ତି ଯୁବ…