fbpx
Browsing Category

Breaking News

ସପା ଏମଏଲସି ପୁଷ୍ପରାଜ ଜୈନଙ୍କୁ ଉଠାଇନେଲା ଆୟକର ବିଭାଗ

କାନପୁର: କନ୍ନୌଜର ପ୍ରସିଦ୍ଧି ଅତର ବ୍ୟବସାୟୀ ତଥା ସମାଜବାଦୀ ପାର୍ଟିର ଏମଏଲସି ପୁଷ୍ପରାଜ ଜୈନ ଓରଫ୍ ପମ୍ପି ଜୈନଙ୍କୁ ହେପାଜତକୁ ନେଇଛି ଆୟକର ବିଭାଗ । ସପା ଏମଏଲସିଙ୍କୁ ଆୟକର ବିଭାଗର କର୍ମଚାରୀ ନିଜ ସାଥିରେ…

NDA ସପକ୍ଷରେ ଜନାଦେଶ, ପୁଣି UP ଦଖଲ କରିବ BJP: ଆସିଲା ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ବହୁପ୍ରତୀକ୍ଷିତ ଦେଶର ସର୍ବବୃହତ୍ ବିଧାନସଭା କ୍ଷେତ୍ର ଉତ୍ତରପ୍ରଦେଶ ନିର୍ବାଚନ ଉପରେ ଦେଶବାସୀଙ୍କ ନଜର ରହିଛି । କାରଣ ୟୁପିର ମୋଟ ଆସନ ସଂଖ୍ୟା ୪୦୩ ହୋଇଥିବା ବେଳେ ଏଠାରୁ ଅଧିକାଂଶ ସଭ୍ୟ ଲୋକସଭାକୁ…

କ୍ରୁଜର କ୍ରୁ ସଦସ୍ୟଙ୍କୁ କରୋନା, ସମୁଦ୍ର ମଝିରେ ଫସିଲେ ୨ହଜାର ଲୋକ

ନୂଆଦିଲ୍ଲୀ: ମୁମ୍ବାଇରୁ ଗୋଆ ଯାଉଥିବା କାର୍ଡିଲିୟା କ୍ରୁଜ ଜାହାଜର ଜଣେ କ୍ରୁ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ଜାହାଜରେ ହିଁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିଲା । ମିଳିଥିବା ସୂଚନା…

ରାଉରକେଲା NITରେ କରୋନା, ୩ ପଜିଟିଭ ଚିହ୍ନଟ

ରାଉରକେଲା(ଓଡ଼ିଶା ଭାସ୍କର): କରୋନାର ନିଜର କାୟା ପୁଣି ବିସ୍ତାର କରିବାରେ ଲାଗିଲାଣି । ଏହାରି ମଧ୍ୟରେ ରାଉରକେଲା ଏନଆଇଟିର ୩ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ଛାତ୍ର ଓ ଜଣେ…

ଅପମିଶ୍ରଣ ଓ ନକଲି ପ୍ରଡକ୍ଟ ଉତ୍ପାଦନ: ସିଲ୍ ହେଲା କଟକର ଏକ ସିମେଣ୍ଟ କାରଖାନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ରାଜ୍ୟରେ ଭେଜାଲ ସାମଗ୍ରୀ ଉତ୍ପାଦନ ବୃଦ୍ଧି ପାଇଛି । ଏନେଇ କଟକ ଜଗତପୁର ପୀରବଜାର ସ୍ଥିତ ସିମେଣ୍ଟ କାରଖାନାକୁ ସିଲ୍ କରି ଦିଆଯାଇଛି । ଉକ୍ତ କାରଖାନାରେ ଅପମିଶ୍ରଣ ଓ ନକଲି…

ଆସନ୍ତାକାଲି କୋର୍ଟରେ ହେବ ସୁମିତ-ତପସ୍ୱିନୀଙ୍କ ଶୁଣାଣି: ପୁଣି ପରିସ୍ଥିତି ବିଗିଡ଼ିବ ନା ସମାଧାନ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ବ୍ରହ୍ମପୁରର ବହୁଚର୍ଚ୍ଚିତ ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ଦାମ୍ପତ୍ୟ କଳହର ରାୟ ଆସିବ । ଜିଲ୍ଲା ଦୌରାଜଜଙ୍କ କୋର୍ଟ ଆସନ୍ତାକାଲି କି ରାୟ ଶୁଣାଇବେ ତାହାକୁ ସଭିଙ୍କ…

ବିଲେଇ କାମୁଡ଼ିବାକୁ ନେଇ ରକ୍ତ ସଂଘର୍ଷ, ୨ ମହିଳାଙ୍କ ସମେତ ୮ ଜଣ ଆହତ

ମେରଠ: ବିଲେଇ କାମୁଡ଼ିବାକୁ ନେଇ ଦୁଇ ପକ୍ଷ ମଧ୍ୟରେ ରକ୍ତ ସଂଘର୍ଷ ଦେଖିବାକୁ ମିଳିଛି । ଏହିଭଳି ଏକ ଘଟଣା ମେରଠର ଲିସାଡ଼ି ଅଞ୍ଚଳରୁ ସାମନାକୁ ଆସିଛି । ଏହି ସଂଘର୍ଷରେ ଦୁଇ ଜଣ ମହିଳାଙ୍କ ସମେତ ମୋଟ ୮ ଜଣ ଗୁରୁତର…

ବର୍ବର କାଣ୍ଡ: ପୁଅକୁ ମାରି କୂଅକୂ ଫିଙ୍ଗିଦେଲା ମାଆ! ଦେଖନ୍ତୁ ଭିଡିଓ

କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କର): ପିଶାଚ ପାଲଟିଲା ଜନ୍ମକଲା ମାଆ । ୨ ବର୍ଷର ପୁଅକୁ ମାଆ ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟା ପରେ ପୁଅକୁ ଅଖାରେ ପୂରାଇ କୂଅରେ ଫିଙ୍ଗିଦେଇଥିବା ଜଣାପଡ଼ିଛି । କୂଅରୁ ମୃତଦେହ ଉଦ୍ଧାର…

ଜନ୍ ଆବ୍ରାହମ୍ ଓ ତାଙ୍କ ପତ୍ନୀ କୋଭିଡ୍ ପଜିଟିଭ୍, କ୍ୱାରେଣ୍ଟାଇନ୍ ହେଲେ ଦମ୍ପତି

ମୁମ୍ବାଇ: କରୋନା ମହାମାରୀ ଏବେ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବିକ୍ରିଟି ମାନେ ମଧ୍ୟ ଏହାର କବଳରେ ଆସୁଛନ୍ତି । ଖାସ୍ କରି ବଲିଉଡ୍ ର ଏକାଧିକ ସେଲେବ୍…

ରେକର୍ଡ କରୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୩,୭୫୦ ସଂକ୍ରମିତ

ନୂଆଦିଲ୍ଲୀ: କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩ ହଜାର ୭୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଏହା ଦୈନିକ ନୂଆ ରେକର୍ଡ କରୁଛି । ସେହ୍ରିପରି…