Browsing Category

Breaking News

ଅକ୍ଟୋବର ୧୭ରେ ହେବ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ: CWC ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ବିଗତ କିଛି ଦିନ ହେଲା କଂଗ୍ରେସର ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା ଜାରି ରହିଛି । ସୋନିଆ ଗାନ୍ଧି ଏବେ ଅନ୍ତରୀଣ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଥିବା ବେଳେ ରାହୁଲ ଗାନ୍ଧି ଏହି ଦାୟିତ୍ୱ ନେବାକୁ ରାଜି ଇଚ୍ଛୁକ…

ଅମ୍ବାନୀ ପରିବାରର ହେଲା ଦୁବାଇର ସବୁଠୁ ଦାମୀ ଘର: ଦେଖିଲେ ହଟାଇପାରିବେନି ନଜର

ନୂଆଦିଲ୍ଳୀ: ଦୁବାଇର ସବୁଠୁ ଦାମୀ ଘର କୁହାଯାଉଥିବା ଘର ଏବେ ଅମ୍ବାନୀ ପରିବାରର ହୋଇଛି । କୁହାଯାଉଛି ଏହି ଘର ମୁକେଶ ଅମ୍ବାନୀଙ୍କ ସାନ ପୁଅ ପାଇଁ ଏହି ଘର କିଣାଯାଇଛି । ସମୁଦ୍ର କୂଳରେ ତିଆରି ହୋଇଥିବା ଏହି ଘର ଖୁବ୍…

ଆଇଆଇସି ରେବତୀ ସବରଙ୍କ ବଦଳି: ମହିଳା ଏସଆଇଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡାର ଜି.ଉଦୟଗିରର ମହିଳା ଏସଆଇଙ୍କ ମୃତ୍ୟୁ ଘଟଣାରେ ନିଆଯାଇଛି ଏକ ବଡ କାର୍ଯ୍ୟାନୁଷ୍ଠାନ । ଥାନା ଆଇଆଇସି ରେବତୀ ସବରଙ୍କୁ ବଦଳି କରାଯାଇଥିବା ସୂଚନା ମିଳିଛି । ଆଇଆଇସିଙ୍କୁ…

ଉପହାରରେ ଖଦି ଆଉ ଜାତୀୟପତାକା ପାଇଁ ପଲିଷ୍ଟର;କିଛି ଏଭଳି କହି ମୋଦିଙ୍କୁ କଟାକ୍ଷ କରିଲେ ରାହୁଲ

ନୂଆଦିଲ୍ଲୀ: ମୋଦି ଙ୍କୁ କଟାକ୍ଷ କରିବାର କୌଣସି ମୌକା ଛାଡ଼ନ୍ତିନି ରାହୁଲ ଗାନ୍ଧୀ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖଦି ପାଇଁ ଦେଇଥିବା ଆହ୍ୱାନ ଉପରେ ନିନ୍ଦା…

ମାଟି ରେ ମିଶିଲା ଟ୍ୱିନ୍ ଟାୱାର

ନୂଆଦିଲ୍ଲୀ: ମାଟିରେ ମିଶିଲା ନୋଏଡା ସେକ୍ଟର -୩ ଠାରେ ଅବସ୍ଥିତ ସୁପରଟେକ୍ ଏମେରାଲ୍ଡ କୋର୍ଟର ଟ୍ୱିନ୍ ଟାୱାର । ୯ ସେକେଣ୍ଡରେ ଧରାସାଇ ହେଲା ୯୦୦ କୋଟିର ୩୦ ମହଲା ଓ ୩୨ ମହଲାର ଦୁଇଟି ଟାୱାର । ୧୦୦ ମିଟର ଉଚ୍ଚତା…

ବାଥରୁମ କାନ୍ଥରେ ଲେଖା ମହିଳାଙ୍କ ଶେଷ ଇଚ୍ଛା , ତିନିଦିନ ଧରି ବାଥରୁମରେ ଫଶି ରହିବା ପରେ

ଜଣେ ମହିଳା ନିଜ ଘରର ବାଥରୁମରେ ଅଟକି ଯାଇଥିଲେ। ସେ ତିନି ଦିନ ବାଥରୁମରେ ଫଶି ଯାଇଥିଲେ। ଏବଂ ସେ ବଞ୍ଚିବାର ଆଶା ହରାଇଥିଲେ। ମହିଳା ଜଣକ ଲିପଷ୍ଟିକ୍ ସାହାଯ୍ୟରେ କାନ୍ଥରେ ତାଙ୍କ ଇଚ୍ଛା ଲେଖିଥିଲେ, ଯାହାଫଳରେ ତାଙ୍କ…

‘ମନ୍ କି ବାତ୍‌’ରେ ନୂଆଖାଇ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: 'ମନ୍ କି ବାତ୍‌'ରେ ନୂଆ ଖାଇ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ସହିତ କେରଳର ଓନାମ ଓ ବିଭିନ୍ନ ସ୍ଥାନରେ ଗଣେଶ ଚତୁର୍ଥୀ ପାଇଁ ଶୁଭକାମନା ଦେଇଛନ୍ତି। ଏହା ଆମ ସାଂସ୍କୃତିକ…

ଭାରତ-ବାଂଲାଦେଶ ସୀମାରେ ମହିଳାଙ୍କୁ ଦୁଷ୍କର୍ମ: ଦୁଇ ବିଏସଏଫ ଯବାନ ଗିରଫ, ଟିଏମସି ଏବଂ ବିଜେପି ମୁହାଁମୁହିଁ

କୋଲକାତା: ଦୁଷ୍କର୍ମ ଅଭିଯୋଗରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌)ର ଦୁଇ ଯବାନ ଗିରଫ ହୋଇଛନ୍ତି। ଅବୈଧ ଭାବରେ ବାଂଲାଦେଶ ସୀମାପଟୁ ଭାରତ ସୀମାକୁ ପ୍ରବେଶ କରୁଥିବା ମହିଳାଙ୍କ ସହିତ ଏହି ନାରକୀୟ କାଣ୍ଡ ଘଟିଥିବା…

ଶ୍ରୀଲଙ୍କାରେ ଗୁଇନ୍ଦା ଜାହାଜକୁ ନେଇ ଚୀନ୍ ଓ ଭାରତୀୟ ଦୂତାବାସ ମଧ୍ୟରେ ବାକ୍ ଯୁଦ୍ଧ

ନୂଆଦିଲ୍ଲୀ: ଶନିବାର ଶ୍ରୀଲଙ୍କାରେ ଥିବା ଭାରତୀୟ ଦୂତାବାସ କହିଛି ଯେ ଦ୍ୱୀପ ରାଷ୍ଟ୍ରର ଉତ୍ତର ପଡୋଶୀ ଦେଶ ଉପରେ ଚୀନ୍ ରାଷ୍ଟ୍ରଦୂତଙ୍କ ନିକଟରେ ଦେଇଥିବା ମନ୍ତବ୍ୟ ନିଜ ଦେଶର ତାଙ୍କ ଆଚରଣକୁ ଦର୍ଶାଉଛି। ଦୂତାବାସ…

ଯାତ୍ରୀବାହି ଅଟୋକୁ ଧକ୍କା ଦେଲା ଟ୍ରକ ୫ମୃତ

କାମାକ୍ଷାନଗର:ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ।ଫଳରେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଛି ।  ତେବେ ସମସ୍ତ ମୃତକ କାମାକ୍ଷାନଗର ଥାନା ବାଉଁଶପାଳ ପଂଚାୟତ ଅନ୍ତର୍ଗତ…