fbpx
Browsing Category

Breaking News

ପଞ୍ଜାବରେ କଙ୍ଗନାଙ୍କୁ ବିରୋଧ କରି ନାରବାଜି, କାର ଉପରକୁ ଆକ୍ରମଣ କଲେ କୃଷକ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ନିକଟରେ କଙ୍ଗନା ରଣାୱତ କୃଷି ଆଇନକୁ ବିରୋଧ କରି ପ୍ରଦର୍ଶନ କରୁଥିବା କୃଷକଙ୍କୁ ଖଲିସ୍ତାନୀ ବୋଲି କହିଥିଲେ । ତେବେ ବୋଧହୁଏ ଏହା ତାଙ୍କ ଉପରେ ଭାରି ପଡ଼ିଛି । ଶୁକ୍ରବାର କଙ୍ଗନା ପଞ୍ଜାବ ଗସ୍ତରେ…

ବାତ୍ୟା ଜୱାଦ Update: ଶନିବାର ଗଞ୍ଜାମ ଓ ପୁରୀ ଜିଲ୍ଲାରେ ସ୍କୁଲ ଛୁଟି

ବାତ୍ୟା ଜୱାଦ ପାଇଁ ଆସନ୍ତାକାଲି ଗଞ୍ଜାମ ଏବଂ ପୁରୀ ଜିଲ୍ଲାର ସବୁ ସ୍କୁଲ ଛୁଟି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଛୁଟି ଘୋଷଣା କଲେ ଡିଇଓ । ପିଲାଙ୍କ ପାଇଁ ସ୍କୁଲ ଛୁଟି ହେଲେବି ଶିକ୍ଷକ ଓ ଅନ୍ୟ କର୍ମଚାରୀ ସ୍କୁଲ…

ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ପିଅନ!

ବାଲେଶ୍ୱର(ଓଡ଼ିଶା ଭାସ୍କର): ଲକ୍ଷେ ଟଙ୍କା ଲାଞ୍ଚ ନେଇ ଧରାପଡିଛନ୍ତି ଚତୁର୍ଥ ଶ୍ରେଣୀ କର୍ମଚାରୀ । ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବାଲେଶ୍ୱର ପୂର୍ତ୍ତ ବିଭାଗ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦ୍ମନାଭ ସ୍ୱାଇଁ । ୧ ଲକ୍ଷ…

ରାଜଧାନୀରେ ପହଞ୍ଚିଲା କି ଓମିକ୍ରନ ? ୧୦ ସନ୍ଦିଗ୍ଧଙ୍କୁ ଏଲଏନଜେପି ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଭାରତରେ କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ପ୍ରବେଶ ପରେ ଚିନ୍ତା ବଢ଼ିଯାଇଛି । ଏହାରି ମଧ୍ୟରେ ରାଜଧାନୀ ଦିଲ୍ଲୀର ଲୋକ ନାୟମ ଜୟ ପ୍ରକାଶ ମେଡିକାଲ ବା LNJPରେ ଓମିକ୍ରନ କୋଭିଡ ଭାରିଆଣ୍ଟରେ ସଂକ୍ରମିତ…

LICର ଏହି ସ୍କିମରେ ଜମା କରନ୍ତୁ କେବଳ ୧୩୦ ଟଙ୍କା, ମିଳିବ ୨୭ ଲକ୍ଷ, ଜାଣନ୍ତୁ କେମିତି

ଝିଅର ଭଲ ଭବିଷ୍ୟତ ପାଇଁ ପିତା ମାତା ଏକ ଭଲ ଇନଭେଷ୍ଟମେଣ୍ଟ ପଲିସି ନେବାକୁ ଚାହିଥାନ୍ତି । ଆଜି ଆମେ ଆପଣଙ୍କୁ ଏଲଆଇସିର ଏକ ଏଭଳି ପଲିସି ବିଷୟରେ କହିବାକୁ ଯାଉଛି ଯାହା ଝିଅର ବିବାହ ପାଇଁ ଉଦ୍ଧିଷ୍ଟ । ଏଲଆଇସି ଏହି…

ମମିତା ପ୍ରସଙ୍ଗ: ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି, ଜାଣନ୍ତୁ କ’ଣ କହିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମମିତା ମେହେର ହତ୍ୟା ମାମଲାରେ ରାଜନୀତି ତୀବ୍ର ହେବାରେ ଲାଗିଥିବା ବେଳେ ଆଜି ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଏକ ଅତି ସମ୍ବେଦନଶୀଳ ଘଟଣା ବୋଲି…

ବିମାନକୁ ଧକ୍କା ମାରିବା ପାଇଁ ବାଧ୍ୟ ହେଲେ ଯାତ୍ରୀ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ଆପଣ ୨ ଚକିଆ ବା ୪ ଚକିଆ ଯାନକୁ ଧକ୍କା ମାରୁଥିବା ଲୋକଙ୍କୁ ତ ଦେଖିଥିବେ, କିନ୍ତୁ ବିମାନକୁ ଧକ୍କା ମାରିଥିବାର କେବେ ଦେଖିଛନ୍ତି କି? ନେପାଳରୁ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଠାରେ ୧୨ରୁ ଅଧିକ…

OPSC: ୩୩୫ ଶିକ୍ଷକ ପଦରେ ନିଯୁକ୍ତି ସୁଯୋଗ, ଶୀଘ୍ର କରିନିଅନ୍ତୁ ଆବେଦନ

ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ତରଫରୁ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଭିନ୍ନ ବିଷୟରେ ପିଜିଟି ଶିକ୍ଷକ ପଦରେ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଏହି ପଦବୀ ପାଇଁ…

ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଜାଣନ୍ତୁ ୧୦ଟି ଅପଡେଟ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ ଧୀରେଧୀରେ ନିଜର କାୟା ମେଲାଇବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ତେଣୁ ଏହାର ଭୟାବହତା ନେଇ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ସମସ୍ତ…

‘ଓମିକ୍ରନ୍’ ଭୟ: ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୧୦ ବିଦେଶୀ ହେଲେ ଗାୟବ୍, ଫୋନ୍ ବି ରହିଛି ବନ୍ଦ

ନୂଆଦିଲ୍ଲୀ: ବେଙ୍ଗାଲୁରୁକୁ ଦକ୍ଷିଣ ଆଫ୍ରିକାରୁ ଆସିଥିବା ୧୦ ଜଣ ବିଦେଶୀ କେଉଁ ଆଡେ ଗାୟବ୍ ହୋଇଯାଇଛନ୍ତି । ବେଙ୍ଗାଲୁରୁ ମହାନଗରପାଳିକା ଓ ସ୍ୱାସ୍ଥ ଅଧିକାରୀ ମାନେ ଉକ୍ତ ୧୦ ଜଣ ଯାତ୍ରୀଙ୍କ ସହିତ ଯୋଗାଯୋଗ…