fbpx
Browsing Category

Breaking News

ଏହି ଲୋକମାନେ ଭୁଲରେ ବି ଖାଆନ୍ତୁ ନାହିଁ ଅମୃତଭଣ୍ଡା, ଶରୀର ପାଇଁ ବଡ଼ କ୍ଷତି

ଭୁବନେଶ୍ୱର: ଅମୃତଭଣ୍ଡା ଏକ ଏପରି ଫଳ, ଯାହାକି ସବୁ ସ୍ଥାନରେ ଅତି ସହଜରେ ମିଳିଯାଏ । ଏଥିରେ ଫାଇବର, ମିନେରାଲ୍ସ, ଭିଟାମିନ ସି ଓ ଆଣ୍ଟିଅକ୍ସିଟାଣ୍ଟ ଭରପୂର ମାତ୍ରାରେ ରହିଥାଏ । ଏହି କାରଣରୁ ଓଜନ କମାଇବା ସହିତ…

୩୩ ଶିକ୍ଷାର୍ଥୀ ପଜିଟିଭ୍ ଚିହ୍ନଟ ପରେ କଲେଜ୍ ସିଲ୍

ଢ଼େଙ୍କାନାଳ(ଓଡ଼ିଶା ଭାସ୍କର): ୩୩ ଶିକ୍ଷାର୍ଥୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଯୁକ୍ତ ଦୁଇ ଆବାସିକ କଲେଜ୍ ସିଲ୍ କରିଦିଆଯାଇଛି । ଢ଼େଙ୍କାନାଳ ସହର କୁଞ୍ଜକାନ୍ତ ସ୍ଥିତ ଆବାସିକ କଲେଜ୍ ସିଲ୍ କରାଯାଇଛି । ତେବେ…

ଦଳ ହୋଇ ଆସିଲେ ମା’ ଝିଅଙ୍କୁ ନିର୍ଦ୍ଦୟ ଭାବରେ ମାଡ଼ ମାରି ଚାଲିଗଲେ; ଦେଖନ୍ତୁ ଭାଇରାଲ୍ ଭିଡିଓ

ନୂଆଦିଲ୍ଲୀ: ଦେଶରେ ଅପରାଧ ବଢ଼ୁଛି ହେଲେ କମିବାର ନାଁ ଧରୁନି । ଏହି କ୍ରମରେ ଜଣେ ୩୮ ବର୍ଷୀୟ ମହିଳା ଓ ତାଙ୍କୁ ଝିଅଙ୍କୁ ଆକ୍ରମଣ କରାଯାଇଛି । ୪ରୁ ୫ ଜଣ ଦଳ ବାନ୍ଧି ହଠାତ୍ ଆସିଲେ ଓ ମା-ଝିଅଙ୍କୁ ବାଡ଼ିରେ ନିର୍ଦ୍ଦୟ…

ବିଧାନସଭାରେ ହଙ୍ଗାମା, ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭା ଶୀତ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଗୃହ ଆରମ୍ଭରୁ ହିଁ ବିଧାନସଭାରେ ବିରୋଧୀଙ୍କ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ମମିତା ମେହେର ହତ୍ୟା ମାମଲାକୁ ନେଇ ବିଜେପି ଓ…

‘ଜୱାଦ୍’ ଅପଡେଟ୍: ୪ ତାରିଖ ପରଠୁ ୧୧୦ କିମି ବେଗରେ ପବନ ସମ୍ଭାବନା, କେଉଁଟି ସ୍ଥଳଭାଗ ଛୁଇଁବ ହୋଇନାହିଁ ସ୍ପଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ଭାବ୍ୟ ବାତ୍ୟା ଜୱାଦ୍ ୨୪ ଘଣ୍ଟାରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଆଜି ୱେର୍ଲ ମାକର୍ଡ ଲୋ ପ୍ରେସରରେ ପରିଣତ ହୋଇଛି ଲଘୁଚାପ । ଘନୀଭୁତ ହୋଇ ୧୨ ଘଣ୍ଟାରେ ଅବପାତର ରୂପ…

ବାତ୍ୟା ‘ଜୱାଦ୍’: ଏହିସବୁ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି, ୨୪ ଘଣ୍ଟା ରେ ବାତ୍ୟାର ରୂପ ନେବ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଜୱାଦ୍ । ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ବାତ୍ୟା ୪ ତାରିଖ ଅର୍ଥାତ୍ ଶନିବାର ଦିନ ସ୍ଥଳଭାଗ…

ରେଳ ଷ୍ଟେସନ ନିକଟରେ ଚାଲିଥିଲା ନିର୍ମାଣ କାର୍ଯ୍ୟ, ହଠାତ ଫୁଟିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ବେଳର ବୋମା; ୪ ଆହତ

ନୂଆଦିଲ୍ଲୀ: ମ୍ୟୁନିକ୍‌ର ମୁଖ୍ୟ ରେଳ ଷ୍ଟେସନ୍‌ ନିକଟରେ ବୁଧବାର ଦିନ ଗୋଟାଏ ପୁରାତନ ବୋମା ବିସ୍ଫୋରଣ ଘଟିଛି । ଯାହା ଫଳରେ ୪ଜଣ ବ୍ୟକ୍ତି ଆହତ ‌ହୋଇଥିବା ଜଣାପଡିଛି । ଏନେଇ ଟୁଇଟ୍‌ କରି ପୁଲିସ ସୂଚନା ଦେଇଛି ।…

ଓମିକ୍ରନ୍ ବଢ଼ାଇଲା ଚିନ୍ତା; ହାଇ ରିସ୍କ ଦେଶରୁ ଫେରିଥିବା ଯାତ୍ରାଙ୍କ ମଧ୍ୟରୁ ୬ଜଣ କୋଭିଡ୍ ପଜିଟିଭ୍, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ କରୋନାର ନୂତନ ପ୍ରଜାତି ତାଣ୍ଡବ କରୁଛି । ସେଠାରେ ଦିନକୁ ଦିନ ନୁତନ ପ୍ରଜାତି ଓମିକ୍ରନ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ଦକ୍ଷିଣ ଆଫ୍ରିକା ଏବେ ହାଇ ରିସ୍କ ଦେଶ ତାଲିକାରେ…

ମୋତିଆବିନ୍ଦୁ ଅପରେସନରେ ଗଡ଼ବଡ଼: ୬୫ ଜଣଙ୍କର ମଧ୍ୟରୁ ୧୫ ଜଣଙ୍କର କଢ଼ାଗଲା ଆଖି, ସ୍ଥିତି ଶୋଚନୀୟ

ମୁଜଫରପୁର: ଆଖି ଅପରେସନ୍ ରେ ବଡ଼ ଧରଣର ତ୍ରୁଟି । ନଭେମ୍ବର ୨୨ ତାରିଖରେ ହୋଇଥିବା ମୋତିଆବିନ୍ଦୁ ଅପରେସନ୍ ପରେ ୬୫ ଜଣଙ୍କ ମଧ୍ୟରୁ ୧୫ ଜଣଙ୍କର ଆଖି ବାହାର କରିବାକୁ ପଡ଼ିଛି । ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି…

୨୧ ରାଷ୍ଟ୍ରକୁ ମାଡିଗଲାଣି ନୂଆ ପ୍ରଜାତି ‘ଓମିକ୍ରନ୍‌’, ଦକ୍ଷିଣ ଆଫ୍ରିକାରେ ରକେଟ ବେଗରେ ବ୍ୟାପୁଛି

ନୂଆଦିଲ୍ଲୀ: କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍‌’ ଏବେ ଗୋଟିଏ ପରେ ଗୋଟିଏ ରାଷ୍ଟ୍ରକୁ ବ୍ୟାପିବାରେ ଲାଗିଛି । ଇତି ମଧ୍ୟରେ ଓମିକ୍ରନ୍‌ ପ୍ରଜାତି ୨୧ ରାଷ୍ଟ୍ରକୁ ବ୍ୟାପିସାରିଲାଣି । ଅଧିକାଂଶ ୟୁରୋପୀୟ ରାଷ୍ଟ୍ରରେ…