Browsing Category
Breaking News
‘Koi Mil Gaya’ ଫିଲ୍ମର ଅଭିନେତା ମିଥିଲେଶ ଚତୁର୍ବେଦୀଙ୍କ ପରଲୋକ: ଏହି ରୋଗ ନେଇଗଲା ଜୀବନ
ମୁମ୍ବାଇ: ବଲିଉଡ ଜଗତରୁ ଆସିଛି ଏକ ଦୁଃଖଦ ଖବର । ସୂଚନା ଅନୁସାରେ, ବଲିଉଡର ଜଣାଶୁଣା ଅଭିନେତା ମିଥିଲେଶ ଚତୁର୍ବେଦୀଙ୍କ ଦେହାନ୍ତ ହୋଇଛି । ସୂଚନାନୁସାରେ, ହାର୍ଟ ସହ ଜଡ଼ିତ ରୋଗ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ।…
ସିବିଆଇ ଜାଲରେ ପଡ଼ିଲେ ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ର
କଟକ: ସିବିଆଇ ଜାଲରେ ପଡ଼ିଲେ ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ର। ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ଘର ଏବଂ ପାରାଦୀପ କାର୍ଯ୍ୟାଳୟରେ ସିବିଆଇ ରେଡ୍। ଦୀର୍ଘଦିନ ଧରି ପାରାଦୀପ ପୋର୍ଟ ଟ୍ରଷ୍ଟରେ ଆର୍ଥିକ…
ଅପେକ୍ଷାର ଘଟିଲା ଅନ୍ତ: ବିବାଦ ପରେ ଆଜିଠୁ ଖୋଲିଲା ମାର୍କେଟ ବିଲ୍ଡିଂ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ମାର୍କେଟ ବିଲ୍ଡିଂ ଆଜିଠୁ ପୁଣି ଖୋଲିଛି । ବିଏମ୍ସି ସହିତ ବ୍ୟବସାୟିକ ସଂଘର ଆଲୋଚନା ପରେ ମାର୍କେଟ ବିଲ୍ଡିଂ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ଗତକାଲି…
ଏହି ତେଲକୁ ଖାଇବାରେ ବ୍ୟବହାର କରିବା ଦ୍ୱାରା ହୋଇପାରେ କ୍ୟାନ୍ସର: ଆଜିଠୁ ହୁଅ ସାବଧାନ୍
ନୂଆଦିଲ୍ଲୀ: ଭାରତର ଅନେକ ଲୋକ କ୍ୟାନ୍ସରର ଶିକାର ହେଉଛନ୍ତି । ଅନେକ ଲୋକଙ୍କ ପାଇଁ ଏହି ରୋଗ ସାଙ୍ଘାତିକ ହୋଇଛି, କାରଣ ଏହାର ଲକ୍ଷଣକୁ ସେମାନେ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରିପାରିନଥାନ୍ତି । କ୍ୟାନ୍ସର ରୋଗର…
ରାଜ୍ୟଗୋଷ୍ଠି କ୍ରିଡ଼ା: ଷଷ୍ଠ ଦିନରେ ଭାରତକୁ ୫ ଟି ପଦକ, ୧୮ରେ ପହଞ୍ଚିଲା ପଦକ ସଂଖ୍ୟା
ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠି କ୍ରିଡ଼ାର ୬ଷ୍ଟ ଦିବସରେ ଭାରତକୁ ମିଳିଛି ୫ ପଦକ। ସୌରଭ ଘୋଷାଲ ଏବଂ ତେଜସ୍ୱୀ ଶଙ୍କର ନିଜ ନିଜ କ୍ରୀଡ଼ାରେ ପଦକ ଜିତିବାବେଳେ ଲଭପ୍ରୀତ ଏବଂ ଗୁରୁଦୀପ ଭାରୋତ୍ତୋଳନରେ ପଦକ ସଂଖ୍ୟା ବୃଦ୍ଧି…
IPS ସ୍ତରରେ ଅଦଳବଦଳ: ସଫିନ ଅହମଦଙ୍କୁ କ୍ରାଇମବ୍ରାଞ୍ଚ IG ଭାବେ ଅତିରିକ୍ତ ଦାୟିତ୍ୱ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଇପିଏସ ସ୍ତରରେ ଆଜି ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଯତୀନ୍ଦ୍ର କୋୟଲ ହୋଇଛନ୍ତି ଆଇଜି ପ୍ରୋଭିଜନିଙ୍ଗ । ଡେପୁଟେସନରୁ ଫେରିଛନ୍ତି ଯତୀନ୍ଦ୍ର କୋୟଲ । ସେହିପରି…
ଶସ୍ତା ହେବ ରାଜଧାନୀ, ଶତାବ୍ଦୀ ଓ ଦୁରନ୍ତୋ ଟ୍ରେନ୍ ଭଡ଼ା! ଲୋକସଭାରେ ରେଳମନ୍ତ୍ରୀଙ୍କ ସୂଚନା
ନୂଆଦିଲ୍ଲୀ: ସରକାର ଖୁବ୍ଶୀଘ୍ର ଟ୍ରେନ୍ ଯାତ୍ରୀଙ୍କ ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିପାରନ୍ତି। କରୋନା ପରେ ରେଲେଓ୍ଵ ଅନେକ କିଛି ପରିବର୍ତ୍ତନ କରିଛି। କରୋନା ପୂର୍ବରୁ ଯାତ୍ରୀମାନଙ୍କୁ ମିଳୁଥିବା କେତେକ ରିହାତି…
ଅଗଷ୍ଟରେ ବ୍ୟାଙ୍କଗୁଡ଼ିକ ଆହୁରି ୧୭ ଦିନ ବନ୍ଦ ରହିବ: ବ୍ରାଞ୍ଚ ଯିବା ପୂର୍ବରୁ ଦେଖନ୍ତୁ ଲିଷ୍ଟ୍
ନୂଆଦିଲ୍ଲୀ: ଅଗଷ୍ଟ ମାସ ଆରମ୍ଭ ହୋଇସାରିଥିବା ବେଳେ ଚଳିତ ମାସରେ ବ୍ୟାଙ୍କଗୁଡିକ ଅଧିକ ଦିନ ପାଇଁ ବନ୍ଦ ହେବାକୁ ଯାଉଛି । ଆଜି ହେଉଛି ୪ ଅଗଷ୍ଟ ଏବଂ ଆଜିଠାରୁ ବ୍ୟାଙ୍କଗୁଡିକ ଏହି ମାସରେ ୧୭ ଦିନ ବନ୍ଦ ହେବାକୁ ଯାଉଛି…
ଦିଦିଙ୍କ ମନ୍ତ୍ରୀମଣ୍ଡଳରେ ବାବୁଲ ସୁପ୍ରିଓଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା, ୯ ମନ୍ତ୍ରୀଙ୍କ ସହିତ ମମତାଙ୍କ ମନ୍ତ୍ରିମଣ୍ଡଳ ପୁର୍ନଗଠିତ
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ମନ୍ତ୍ରୀମଣ୍ଡଳ ପୁର୍ନଗଠନ କରିଛନ୍ତି । ଦଳ କ୍ଷମତାକୁ ଆସିବା ପରେ ଏହା ସବୁଠୁ ବଡ ମନ୍ତ୍ରୀମଣ୍ଡଳ ବୋଲି କୁହାଯାଉଛି । ବୁଧବାର ଶପଥ ନେଇଥିବା ୯ ଜଣ…
(Video) ଯୁବତୀଙ୍କ ସହ ସ୍ୱାମୀ ରଖିଥିଲେ ପ୍ରେମ ସମ୍ପର୍କ: ଗୋଡ଼ାଇ ଗୋଡ଼ାଇ ଦୁହିଁଙ୍କୁ ପିଟିଲେ ସ୍ତ୍ରୀ ଓ ଝିଅ
ରାଉରକେଲା(ଓଡ଼ିଶା ଭାସ୍କର): ଚୋରା ପ୍ରେମ ଭାରି ମିଠା, କିନ୍ତୁ ଧରାପଡିଲେ ସବୁ ମିଠା ଗୋଟିଏ ଝଟକାରେ ପିତା ହୋଇଯାଏ । ପ୍ରତିଦିନ କିଛି ନା କିଛି ପରକୀୟା ପ୍ରୀତି ଘଟଣା ସାମ୍ନାକୁ ଆସୁଛି, କେଉଁଠି କିଏ ଭାଉଜ ପ୍ରେମରେ…