Browsing Category

Breaking News

ଏଣିକି କର୍ମ ନିଯୁକ୍ତି ପାଇବେ ସହରୀ ଶ୍ରମିକ: ମୁକ୍ତା ଯୋଜନାରେ ଶ୍ରମିକ ସାମିଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁକ୍ତା ଯୋଜନାରେ ସାମିଲ ହେଲେ ଶ୍ରମିକ। ଏଣିକି କର୍ମ ନିଯୁକ୍ତି ପାଇବେ ସହରୀ ଶ୍ରମିକ । ଭୁବନେଶ୍ୱର, କଟକ ପରି ରାଜ୍ୟର ଅନ୍ୟ ସହରରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ଏନେଇ ଆଜି…

ବଜାରକୁ ଆସିଲା ନୋକିଆର ୪ଜି ଫିଚର୍ ଫୋନ୍‌, ଥରେ ଚାର୍ଜ କଲେ ୨୭ ଦିନ ଚାଲିବ

ନୂଆଦିଲ୍ଲୀ: ପୁଣି ଭାରତୀୟ ମୋବାଇଲ ମାର୍କେଟକୁ କବଜା କରିବ ନୋକିଆ। ବର୍ତ୍ତମାନ ଭାରତରେ ସ୍ମାର୍ଟଫୋନ୍ ଏବଂ ଏଥିରେ ମାସିକ ରିଚାର୍ଜ କରିବା ଏତେ ମହଙ୍ଗା ହୋଇଗଲାଣି ଯେ, ଜଣେ ସାଧାରଣ ଲୋକ ସ୍ମାର୍ଟ ଫୋନ୍ ଧରିବା ଅଭିଶାପ…

ଜାଲରେ ପଡିଲେ ମହିଳା ASI: ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅନେକ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡୁଥିବା ବେଳେ ମାମଲା କମିବା ବଦଳରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ…

ବଦଳିଲେ ମମତା, ବଳଦାଇଲେ ନିଷ୍ପତ୍ତି

ପଶ୍ଚିମବଙ୍ଗ: ଶେଷରେ ରାଜି ହେଲେ ମମତା । ଚଳିତବର୍ଷ ନିତି ଆୟୋଗ ବୈଠକରେ ମମତା ବାନାର୍ଜୀ ଉପସ୍ଥିତ ରହିପାରନ୍ତି ବୋଲି ସୂଚନା ମିଳୁଛି । ଆସନ୍ତା ଅଗଷ୍ଟ ୭ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ…

ପ୍ରେମିକା ଘରକୁ ଯାଇଥିଲେ ଯୁବକ: କିନ୍ତୁ ‘ସେକ୍ସ ମାରାଥନ୍’ ସମୟରେ ଚାଲିଗଲା ଜୀବନ!

ନୂଆଦିଲ୍ଲୀ: ଏକ ଘଣ୍ଟା ‘ସେକ୍ସ ମାରାଥନ୍’ ସମୟରେ ୪୭ ବର୍ଷୀୟ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ଯୁବକ ଜଣଙ୍କୁ ତାଙ୍କ ପ୍ରେମିକା ଘରକୁ ଡାକିଥିଲେ । ଡିନର ପରେ ସେ ନିଜ…

ପରୀକ୍ଷାମୂଳକ ଭାବେ ଭୁବନେଶ୍ୱରରୁ ଜୟପୁର ଉଡାଣ ଭରିଲା ଇଣ୍ଡିଆ ଏୟାର ୱାନ

ଜୟପୁର: ଆଜି ମାଲକାନଗିରିର ଜୟପୁର ଅଭିମୁଖେ ପରୀକ୍ଷା ମୂଳକ ଭାବରେ ଉଡାଣ ଭରିଛି ଇଣ୍ଡିଆ ଏୟାର ୱାନ ବିମାନ। ଉଡାଣ ଯୋଜନାର ସଫଳ ରୂପାୟନ ଦ୍ୱାରା ଏହି ସଫଳତା ମିଳିପାରିଛି ବୋଲି କୁହାଯାଇପାରିବ। ଆଜି ରାଜଧାନୀ…

ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ଓଡ଼ିଶା ବିଧାୟକ: ଜାଣନ୍ତୁ କିଏ କିଏ ?

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଆଜି ପହଞ୍ଚିଛନ୍ତି ଓଡ଼ିଶା ବିଧାୟକ । ବାଚସ୍ପତି ବିକ୍ରମ କେଶରୀ ଅରୁଖାଙ୍କ ନେତୃତ୍ୱରେ ଓଡ଼ିଶାର ପ୍ରାୟ ୨୫ ଜଣ ବିଧାୟକ ରାଷ୍ଟ୍ରପତି ଭବନ ଯାଇଥିବା ସୂଚନା ମିଳିଛି । ନବନିର୍ବାଚିତ…

ଏହି ମାସରେ ଝଡ଼ିଥାଏ ଅଧିକ କେଶ! ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ସମଗ୍ର ଦେଶରେ ମୌସୁମୀ ଏଣ୍ଟ୍ରି ମାରିସାରିଛି । ଏହି ବର୍ଷା ପାଗରେ ଅନେକ ରୋଗର ଆଶଙ୍କା ଅଧିକ ବଢ଼ିଯାଇଛି । ଏହା ସହ ଆଉ ଏକ ସମସ୍ୟା ଅଧିକ ବଢ଼ିଯାଇଛି, ତାହା ହେଉଛି କେଶ ଝଡ଼ିବା । ଏହି ଋତୁରେ ଏପରି ସମସ୍ୟା…

(Video) ପୁଣି ଦେଖିବାକୁ ମିଳିଛି ଅଜଣା ଜନ୍ତୁର ପାଦଚିହ୍ନ: ଆତଙ୍କିତ ହୋଇପଡ଼ିଛନ୍ତି ଲୋକେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ ନିଆଳିରେ ଅଜଣା ଜନ୍ତୁର ଆତଙ୍କ ପରେ ପୁଣି ସାମ୍ନାକୁ ଆସିଛି ଏପରି ଏକ ଭୟଙ୍କର ଘଟଣା । ଲୋକଙ୍କୁ ପୁଣି ଘାରିଛି ଅଜଣା ଜନ୍ତୁର ଆତଙ୍କ । ଗଡ଼ିଆ କୂଳରେ ପଡ଼ିଛି ଅଜଣା ଜନ୍ତୁର ପାଦଚିହ୍ନ ।…

ଆଜି ୧୨ ଘଣ୍ଟା ପାଇଁ ବନ୍ଦ ରହିବ ଓଡ଼ିଶାର ଏହି ସହର: ଜାଣନ୍ତୁ କାହିଁକି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଜି ୧୨ ଘଣ୍ଟିଆ ଖଡ଼ିଆଳ ବନ୍ଦ ଡାକରା ଦିଆଯାଇଛି । ସହର ମଧ୍ୟରେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଦାବି କରି ବନ୍ଦ ଡାକରା ଦିଆଯାଉଛି । ବନ୍ଦ ଡାକରା ଯୋଗୁଁ ସହରର…