Browsing Category

Breaking News

ଇଡି ସ୍କାନରରେ ଆଉ ଜଣେ ତୃଣମୂଳ ବିଧାୟକ, ଖୁବ୍‌ଶୀଘ୍ର ହୋଇପାରେ ଆକ୍ସନ୍

ନୂଆଦିଲ୍ଲୀ: କୋଲକାତା ଭିତ୍ତିକ ଦୁଇଟି ଚ୍ୟାନେଲ ଓ ନିଜ ଖାଇବା ତେଲ କମ୍ପାନୀ ମଧ୍ୟରେ ବିବାଦୀୟ ଆର୍ଥିକ କାରବାରକୁ ନେଇ ତୃଣମୂଳ କଂଗ୍ରେସ ବିଧାୟକଙ୍କ କମ୍ପାନୀକୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ରୁ ନୋଟିସ ଜାରି…

ସ୍ୱର୍ଣ୍ଣ ଜିତିଲେ ମିରବାଇ ଚାନୁ, ଭାରୋତ୍ତୋଳନରେ ଭାରତକୁ ୪ ପଦକ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ରେ ଭାରତ ପ୍ରଥମ ସ୍ୱର୍ଣ୍ଣ ପଦକ ପାଇଛି। ମହିଳା ଭାରୋତ୍ତୋଳନ ୪୯ କିଲୋଗ୍ରାମ ବର୍ଗରେ ମିରବାଇ ଚାନୁ ଭାରତ ପାଇଁ ଏହି ପଦକ ଜିତିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡାର ଦ୍ଵିତୀୟ ଦିବସ…

ବିଶ୍ୱର ପ୍ରଥମ ମୁଣ୍ଡ ନେଲା ମଙ୍କିପକ୍ସ, ସ୍ପେନ୍‌ରେ ରହିଛନ୍ତି ସର୍ବାଧିକ ଆକ୍ରାନ୍ତ

ମାଦ୍ରିଦ : ଭାରତ ସମେତ ସାରା ବିଶ୍ୱରେ ମଙ୍କିପକ୍ସ ତାର କାୟା ବିସ୍ତାର କରିବାରେ ଲାଗିଛି । ପ୍ରାୟ ୨୫ଟି ରାଷ୍ଟ୍ରକୁ ଏହା କବଳିତ କରିସାରିଲାଣି । ତେବେ ସର୍ବାଧିକ ମଙ୍କିପକ୍ସ ପୀଡିତ ସ୍ପେନ୍‌ରେ ଦେଖିବାକୁ ମିଳୁଛି ।…

ରାଜ୍ୟରେ ୩ରୁ ବଦଳିବ ପାଗ ସହ ପୁଣି ବର୍ଷି, ୭ରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ୩ ଦିନ ହେଲା ରାଜ୍ୟରେ ପାଗ ଖରାଟିଆ ରହିଛି। ମୌସୁମୀ-ବିରତି ଜାରି ରହିଥିବାରୁ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି। ଅଗଷ୍ଟ ୨ ଯାଏ ପାଗ ଏହିଭଳି…

ସ୍ନାକ୍ସ ପ୍ୟାକେଟରେ ଲୁଚାଇ ନେଉଥିଲେ କୋଟି କୋଟି ଟଙ୍କାର ହୀରା, ଧରାପଡ଼ିଗଲେ ବ୍ୟକ୍ତି

ଜଣେ ବ୍ୟକ୍ତି ଭିନ୍ନ ଉପାୟରେ ଏୟାରପୋର୍ଟରେ ଅବୈଧ ଭାବରେ ହୀରା ନେଇଯାଉଥିବାବେଳେ ଧରାପଡ଼ି ଗିରଫ ହୋଇଛନ୍ତି । ସୁଟକେସ୍ ରେ ସ୍ନାକ୍ସ ପ୍ୟାକେଟରେ ଲୁଚାଇ ରଖିଥିବା ହୀରା ଜବତ କରିଛନ୍ତି କଷ୍ଟମ ବିଭାଗ । ଗୁଜରାଟ ସୁରତ…

ରେଷ୍ଟୁରାଣ୍ଟ ଯେଉଁଠାରେ ଖାଇବା ପରେ ଚାଟିବାକୁ ପଡ଼େ, କାନ୍ଥ ଜାଣନ୍ତୁ କେଉଁଠି…

ଦୁନିଆରେ ଅନେକ ରେଷ୍ଟୁରାଣ୍ଟ ଅଛି, ଯାହା ନିଜ ସ୍ୱତନ୍ତ୍ରତାକୁ ନେଇ ପ୍ରସିଦ୍ଧ । ସୁସ୍ୱାଦ୍ୟୁ କିମ୍ବା ଭିନ୍ନ ଖାଦ୍ୟ ହେଉ କିମ୍ବା ହେଉ ଅବା ନିଜର ଭିନ୍ନ କଲଚରକୁ ନେଇ ଚର୍ଚ୍ଚାରେ ରହିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ…

କମନୱେଲଥ ଗେମ୍ସ ୨୦୨୨ରେ ଭାରତ ଜିତିଲା ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: କମନୱେଲଥ ଗେମ୍ସର ଆଜି ଦ୍ୱିତୀୟ ଦିନରେ ଭାରତ ନିଜର ବିଜୟ ଅଭିଯାନ ଜାରି ରଖିଛି । ଭାରତୀୟ ଭାରୋତ୍ତଳନକାରୀ ମୀରାବାଈ ଚାନୁ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଟୋକିଓ ଅଲିମ୍ପିକରେ ସେ ରୌପ୍ୟ…

(Video) ପର୍ଯ୍ୟଟକ ଆସିଥିଲେ ଚିଡ଼ିଆଖାନା ବୁଲିବାକୁ, ଗୋରିଲା କଲା ଏମିତି…

ଆପଣ ନିଶ୍ଚୟ ଚିଡ଼ିଆଖାନା ବା' ‘ଜୁ’ ବୁଲିବାକୁ ଯାଇଥିବେ । ଏହି ଚିଡ଼ିଆଖାନା ରେ ଆପଣ ଭିନ୍ନ ଭିନ୍ନ ପ୍ରକାର ଜୀବଜନ୍ତୁ ଦେଖିବାକୁ ପାଇବେ । ସବୁ ପ୍ରାଣୀଙ୍କୁ ଦେଖିବାରେ ଏକ ଭିନ୍ନ ମଜା ମଧ୍ୟ ଥାଏ । ସେ ହାତୀ ହେଉ କି…

୩ କଂଗ୍ରେସ ବିଧାୟକ ଗିରଫ: ଗାଡ଼ିରୁ ମିଳିଲା ଟଙ୍କାର ପାହାଡ଼, ଆସିଲା ନୋଟ୍ ଗଣିବା ମେଶିନ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରୁ ଗିରଫ ହୋଇଛନ୍ତି ଝାଡ଼ଖଣ୍ଡର ୩ ଜଣ କଂଗ୍ରେସ ବିଧାୟକ । ପୋଲିସ ସେମାନଙ୍କ ଗାଡ଼ିରୁ ଟଙ୍କାର ପାହାଡ଼ ଜବତ କରିଛି । ତେଣୁ ନୋଟ୍ ଗଣିବା ମେଶିନ୍ ମଗାଯାଇଛି । ତେବେ ତିନି ଜଣ ବିଧାୟକ ହେଉଛନ୍ତି…