Browsing Category

Breaking News

ଘରେ ପଶିଗଲା ସାପ, କାଢ଼ିବାକୁ ହରାଇବାକୁ ପଡ଼ିଲା ୧୩ କୋଟିର ସମ୍ପତ୍ତି

ସାପକୁ ମାରିବା ପଡ଼ିଲା ମହଙ୍ଗା । ସାପକୁ ମାରିବାକୁ ଯାଇ ଜଣେ ବ୍ୟକ୍ତି ଏମିତି କିଛି କରିଥିଲେ ଯାହା ତାଙ୍କୁ ମହଙ୍ଗା ପଡ଼ିଛି । ସହିବାକୁ ପଡ଼ିଛି ୧୩ କୋଟିର କ୍ଷତି । ଜାଣନ୍ତୁ କ’ଣ ରହିଛି ମାମଲା । ଏକ ରିପୋର୍ଟ…

ରୋହିତାସ ବର୍ଡରରେ ଅମିତ୍ ଶାହା: capf ଯବାନଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ସୀମାରେ ଅବସ୍ଥିତ ରୋହିତାସ୍ ବର୍ଡର ଗସ୍ତ କରିଛନ୍ତି ଗୃହ ମନ୍ତ୍ରୀ ଅମିତ୍ ଶାହା। ଏହି ଗସ୍ତ ସମୟରେ ଶାହା bsf ଅଧିକାରୀ ମାନଙ୍କୁ ଭେଟିବା ସହିତ ଡିନର ମଧ୍ୟ କରିଥିଲେ। ଏହା ସହିତ ଯବାନ…

ଗିରଫ ହେଲେ ଜମନକିରା ଲ୍ୟାମ୍ପସ ଏମଡି

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଫନିନ୍ଦ୍ରଙ୍କର ୧.୫୩ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ ପରେ ଗିରଫ । କାଲି ଫନିନ୍ଦ୍ରଙ୍କର ୫ଟି ଘରେ ରେଡ୍ କରିଥିଲା ଭିଜିଲାନ୍ସ ।

ଡରାଉଛି ନୂଆ ଭ୍ୟାରିଆଣ୍ଟ; କର୍ଣ୍ଣାଟକ, ଗୁଜୁରାଟ ପରେ ମହାରାଷ୍ଟ୍ରରେ ଚିହ୍ନଟ ହେଲା ଓମିକ୍ରନ୍

ମୁମ୍ବାଇ: କର୍ଣ୍ଣାଟକ, ଗୁଜୁରାଟ ପରେ ମହାରାଷ୍ଟ୍ରରେ ଚିହ୍ନଟ ହେଲା ଓମିକ୍ରନ । ମୁମ୍ବାଇ କଲ୍ୟାଣ ଅଞ୍ଚଳର ୩୩ ବର୍ଷୀୟ ଯୁବକ ଓମିକ୍ରନ ଚିହ୍ନଟ ହୋଇଛନ୍ତି । ଯୁବକ ଜଣକ ଦକ୍ଷିଣ ଆଫ୍ରିକା ଫେରନ୍ତା କହିଲେ ରାଜ୍ୟ ସରକାର…

ଗଭୀର ଅବପାତରେ ପରିଣତରେ ହେଲା ବାତ୍ୟା; ଏସଆରସି କହିଲେ ଓଡ଼ିଶା ଛୁଇଁନପାରେ

ଭୁବନେଶ୍ୱର: ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ’ । ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି । ଏବେ ଏହା ଗୋପାଳପୁରରୁ ୨୬୦ କିମି ଦୂରରେ ରହିଛି । ପୁରୀ ଠାରୁ ୩୩୦ କିମି ଓ ପାରାଦୀପଠାରୁ ୪୨୦ କିମି ଦୂରରେ…

ପଦ୍ମଶ୍ରୀ ନନ୍ଦ ସାର୍ ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

ପଦ୍ମଶ୍ରୀ ନନ୍ଦ ସାର୍ ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । ଚିକିତ୍ସା ପାଇଁ ଯାଜପୁରରୁ ଭୁବନେଶ୍ୱରକୁ ହେଲେ ସ୍ଥାନାନ୍ତର । ଗତ ନଭେମ୍ବର ୩୦ ତାରିଖରେ କରୋନା ଆକ୍ରାନ୍ତ ହୋଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ…

ଏମଏସପି ଦାବି: ସରକାରଙ୍କ ସହ ଆଲୋଚନା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ଗଠନ କଲା ୫ ଜଣିଆ କମିଟି

ନୂଆଦିଲ୍ଲୀ: ନିଜ ଦାବିକୁ ନେଇ ସରକାରଙ୍କ ସହ ଆଲୋଚନା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ପାଞ୍ଚ ସଦସ୍ୟ କମିଟି ଗଠନ କରିଛନ୍ତି। ଏଥିରେ କୃଷକ ନେତା ବଲବୀର ରାଜେଓ୍ଵାଲ, ଯୁଦ୍ଧବୀର ସିଂହ, ଯୁଦ୍ଧବୀର ସିଂହ, ଗୁରନାମ…

Navy Day ୨୦୨୧: ଗେଟ୍ ୱେ ଅଫ୍ ଇଣ୍ଡିଆରେ ସ୍ଥାନ ପାଇଲା ବିଶ୍ୱର ବୃହତ୍ତମ ଜାତୀୟ ପତାକା

ମୁମ୍ବାଇ: ଗେଟ୍ ୱେ ଅଫ୍ ଇଣ୍ଡିଆଠାରେ ଉଡ଼ିଲା ଦୁନିଆର ସବୁଠୁ ବଡ଼ ଜାତୀୟ ପତାକା । ନୌସେନା ଦିବସ ଅବସରରେ ଭାରତୀୟ ନୌସେନାର ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ ଶନିବାର ମୁମ୍ବାଇ ନାଭାଲ ଡକୟାର୍ଡରେ ଦୁନିଆର ସବୁଠୁ ବଡ଼…

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ । ୬୭ ବୟସରେ ଆଖିବୁଜିଲେ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆ । କିଛି ଦିନ ଧରି ଅସୁସ୍ଥ ହେବା ପରେ ଦିଲ୍ଲୀର ଏକ ହସ୍ପିଟାଲେରେ ଚିକିତ୍ସିତ ହେଉଥିଲେ ବିନୋଦ, ତେବେ…

ଓଡ଼ିଶାରେ କମୁଛି କରୋନା ଟେଷ୍ଟିଂ: ତାଗିଦ କଲା କେନ୍ଦ୍ର

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧି ଓ ଟେଷ୍ଟି କମିବା ନେଇ କେନ୍ଦ୍ରର ତାଗିଦ । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଓଡ଼ିଶାର ୬ଟି…