Browsing Category
Breaking News
ଲୋକସଭା-ରାଜ୍ୟସଭା ସ୍ଥଗିତ, ସଂସଦ ବାହାରେ ନିଲମ୍ବିତ ସାଂସଦ କଲେ ହଙ୍ଗାମା
ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ବୁଧବାର ଲୋକସଭାରେ କୋଭିଡ୍ ମହାମାରୀ ଉପରେ ସ୍ୱଳ୍ପ ସମୟ ଆଲୋଚନା ପାଇଁ ସମୟ ଆବଣ୍ଟିତ ହୋଇଛି। ଅନ୍ୟପଟେ ସଂସଦରୁ ନିଲମ୍ବିତ କରାଯାଇଥିବା ୧୨ ଜଣ ସାଂସଦ ସଂସଦ ବାହାରେ ଧାରଣା…
ରିଲାଏନ୍ସ Jioର ରିଚାର୍ଜ ପ୍ଲାନ୍ ଆଜିଠାରୁ ହେଲା ମହଙ୍ଗା, ଦେଖନ୍ତୁ ନୂଆ ରେଟ୍ ଓ ବୈଧତା
ନୂଆଦିଲ୍ଲୀ: ବର୍ଷର ଶେଷ ମାସ ବା ଡିସେମ୍ବର ୧ରେ ଲୋକମାନଙ୍କୁ ଜବରଦସ୍ତ ଝଟକା ଦେଇଛି ରିଲାଏନ୍ସ ଜିଓ । କମ୍ପାନୀ ରିବାର ଦିନ ନିଜର ପ୍ରିପେଡ ରିଚାର୍ଜ ପ୍ଲାନଗୁଡିକ ମହଙ୍ଗା କରିବା ବୋଲି ଘୋଷଣା କରିଥିବା ବେଳେ ଆଜିଠାରୁ…
ବିଶ୍ୱର ଅନ୍ୟତମ ଧନୀ ଏଲନ ମସ୍କଙ୍କ କମ୍ପାନୀକୁ ନେଇ ବଢ଼ିଲା ଆଶଙ୍କା, ଜାଣନ୍ତୁ ଏନେଇ କ’ଣ କହିଲେ କମ୍ପାନୀର CEO
ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ତଥା ବିଦ୍ୟୁତ କାର ନିର୍ମାଣକାରୀ କମ୍ପାନୀ ଟେସଲାର ପ୍ରତିଷ୍ଠାତା ଏଲନ ମସ୍କଙ୍କୁ ନେଇ ଏବେ ଚର୍ଚ୍ଚା ହେବାରେ ଲାଗିଛି । ଏଲନଙ୍କ କମ୍ପାନୀ ସ୍ପେସଏକ୍ସ ଦେବାଳିଆ ହୋଇଯିବା…
ଗତ ୫ ବର୍ଷ ମଧ୍ୟରେ ସର୍ବାଧିକ ପାକିସ୍ତାନୀ ମାଗିଛନ୍ତି ଭାରତର ନାଗରିକତା, ଜାଣନ୍ତୁ କେତେ ଜଣ ଦେଶ ଛାଡ଼ିଛନ୍ତି?
ନୂଆଦିଲ୍ଲୀ: ବୁଧବାର ଦିନ ଲୋକସଭାରେ କେନ୍ଦ୍ରୀୟ ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ସିଏଏ ଓ ଏନଆରସିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଏହି ସମୟରେ ସେ ଏପରି କିଛି ଆକଳନ ସଂସଦରେ ଦେଖାଇନ୍ତି ଯାହା…
ବିଧାନସଭା ଗେଟ ସାମ୍ନାରେ କଂଗ୍ରେସର ଧାରଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛିି । ଆଜିର ଶୀତ ଅଧିବେଶନ ଆରମ୍ଭରୁ ବିଧାନସଭା ଗେଟ୍ ସାମ୍ନାରେ ଧାରଣା ଦେଇଛି କଂଗ୍ରେସ । ମମିତା ମେହେର ହତ୍ୟା ମାମଲାକୁ ନେଇ…
ରାଜ୍ୟରୁ ୨୩୭ ପଜିଟିଭ୍ ଚିହ୍ନଟ, ଆଜି ୨ ଜଣ ପ୍ରାଣ ହରାଇଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…
ଏଣିକି ATMରୁ ଟଙ୍କା ଉଠାଇବା ପୂର୍ବରୁ ମୋବାଇଲକୁ ଆସିବ OTP: SBI ଗ୍ରାହକଙ୍କ ପାଇଁ ଆସିଲା ନୂଆ ନିୟମ
ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ପକ୍ଷରୁ କ୍ୟାଶ୍ ଟ୍ରାଞ୍ଜାକସନକୁ ନେଇ ନୂଆ ନିୟମ ଜାରି କରାଯାଇଛି । ଯେଉଁମାନେ ୧୦ ହଜାର ଟଙ୍କାରୁ ଅଧିକ ଟଙ୍କା ଏଟିଏମରୁ…
ଏଲପିଜି ସିଲିଣ୍ଡର୍ ଶସ୍ତା ହେବା ଆଶା ମଉଳିଲା, ଏତିକି ଟଙ୍କା ବଢ଼ିଲା…
ନୂଆଦିଲ୍ଲୀ: ଚଳିତ ମାସରେ ଏଲପିଜି ସିଲିଣ୍ଡର ଶସ୍ତା ହେବା ଆଶା ମଉଳିଛି । ଗ୍ୟାସ ସିଲିଣ୍ଡର ଆଜି ୧୦୦ ଟଙ୍କା ମହଙ୍ଗା ହୋଇଯାଇଛି । ଆସନ୍ତା ବର୍ଷ ଉତ୍ତରପ୍ରଦେଶ, ପଞ୍ଜାବ ସମେତ ୟ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା…
ବଙ୍ଗୋମୁଣ୍ଡା ଥାନାରେ ଭିଜିଲାନ୍ସ ଟିମ୍, ଜବତ ହେଲାଣି ୪ ଲକ୍ଷ ପାଖାପାଖି ଟଙ୍କା
କଣ୍ଟାବାଞ୍ଜି(ଓଡ଼ିଶା ଭାସ୍କର): ବଙ୍ଗୋମୁଣ୍ଡା ଥାନାରେ ପହଞ୍ଚିଲା ଭିଜିଲାନ୍ସ ଟିମ୍ । ଗତକାଲି ଥାନା ଅଧିକାରୀଙ୍କଠାରୁ ଟଙ୍କା ଜବତ ହେବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସମ୍ପୃକ୍ତ ଥାନା ଅଧିକାରୀଙ୍କ…
କାଲି ଅବପାତରେ ପରିଣତ ହେବ ଲଘୁଚାପ, ୩ ତାରିଖ ସନ୍ଧ୍ୟାରୁ ବଢ଼ିବ ବର୍ଷାର ପରିଣାମ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରୀୟ ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ହୋଇଛି । ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରି କାଲି ଅବପାତର ରୂପ ନେବ ଲଘୁଚାପ । ଏହାପରେ ୪ ତାରିଖ ସକାଳେ ଉତ୍ତର…