Browsing Category
Breaking News
ରାଶିଫଳ(ଶନିବାର,୦୨ ଜୁଲାଇ,୨୦୨୨)
ମେଷ - ଯଦି ଆପଣ ଅଧିକ ସମୟ ପାଇଁ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଭଲ ଲାଭ ମିଳିପାରେ । ନୂତନ ପାରିବାରିକ ବ୍ୟବସାୟ ଆରମ୍ଭ କରିବା ପାଇଁ ଆଜିର ଦିନ ଶୁଭ ଅଟେ । ଆବେଶରେ ଆସି କୌଣସି ବି ନିଷ୍ପତି ନିଅନ୍ତୁ…
ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ, ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ୍
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନରେ ମୋଟ୍ ୨୪ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩…
ଆସୁଛି ଆଉ ଏକ ଲଘୁଚାପ, ୩ ଦିନ ଯାଏଁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଉପକୂଳ ଛୁଇଁଥିଲେ ମଧ୍ୟ ଏଯାଏଁ ଆଶାନୁରୂପକ ବର୍ଷା ହୋଇନଥିବାରୁ ଚାଷୀଙ୍କ ମହଲରେ ଉଦ୍ବେଗ ପ୍ରକାଶ ପାଇଛି । ମୌସୁମୀ ବାୟୁ ମନ୍ଥର ଗତିରେ ଗତି…
ଏହି ପଲିସିରେ ମିଳିବ ପ୍ରତିମାସରେ ୧୨ ହଜାର, ଜାଣନ୍ତୁ କିପରି…
ନୂଆଦିଲ୍ଲୀ: ସମସ୍ତଙ୍କୁ ଅବସର ପରେ ପ୍ରତିମାସରେ ପେନସନର ଆବଶ୍ୟକ ହୋଇଥାଏ । ଏଥିପାଇଁ ଠିକ୍ ସମୟରେ ପ୍ଲାନିଂ ଏବଂ ଠିକ୍ ଜାଗାରେ ନିବେଶ କରିବା ଦରକାର ହୋଇଥାଏ । ଦେଶର ସବୁଠୁ ବଡ଼ ବୀମା କମ୍ପାନୀ ଏଲଆଇସି ସବୁ ବର୍ଗର…
ସୁନା ଉପରେ ୫% ବଢ଼ିଲା ଆମଦାନୀ ଶୁଳ୍କ, ବଢ଼ିବ ସୁନାର ଦାମ୍
ନୂଆଦିଲ୍ଲୀ: ଭାରତ ସରକାର ସୁନା ଉପରେ ଆମଦାନୀ ଶୁଳ୍କରେ ୫% ବୃଦ୍ଧି କରିଛନ୍ତି । ଆମଦାନୀ ଶୁଳ୍କ ୭.୫ % ରୁ ବଢ଼ି ୧୨.୫% ହୋଇଛି । ସରକାରଙ୍କ ସୁନାରେ ଆମଦାନୀ ଶୁଳ୍କ ବୃଦ୍ଧି କରିବା ଦ୍ୱାରା ସୁନାର ଦାମ୍ ବୃଦ୍ଧି ହେବ ।…
କେବେ ସୁଧୁରିବ କୁଶଭଦ୍ରାର ଦୁଃଖ: ବିଲୁପ୍ତ ହୋଇଯିବ ଇତିହାସ, ହଜିଯିବ ସବୁ ଗୌରବ, ପ୍ରଶାସନର ଦୃଷ୍ଟି ପଡ଼ୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଅବହେଳିତ, ନିଷ୍ପେସିତ, ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ପୁରୀ ଜିଲ୍ଲା ନିମାପଡ଼ା ନିକଟରେ ପ୍ରବାହିତ କୁଶଭଦ୍ରା । ବହୁ ପୂରାତନ କାଳରୁ ଏହି ନଦୀ ତଟ ଥିଲା ବହୁ ମୁନୀ ଋଷିଙ୍କର ବାସସ୍ଥାନ…
ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାର ଆଣିବେ ନୂଆ ସମବାୟ ନୀତି: LAMPS ଓ PACS ଡିଜିଟାଲାଇଜେସନ୍ କରାଇବାରେ ଓଡ଼ିଶା ହେବ ପ୍ରଥମ ରାଜ୍ୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାର ଆଣିବାକୁ ଯାଉଛନ୍ତି ନୂଆ ସମବାୟ ନୀତି । ଏନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଏନେଇ ଏକ…
ଲଶ୍କର-ଏ-ତୋଏବାର ୫ ହାଇବ୍ରିଡ ଆତଙ୍କବାଦୀ ଗିରଫ, ବଡ଼ ଆକ୍ରମଣ ଯୋଜନା ପଣ୍ଡ
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ପୋଲିସ କହିଛି ଯେ ଗୁରୁବାର ଜମ୍ମୁ କାଶ୍ମୀର ଶ୍ରୀନଗର ଏବଂ ସୋପୋର ଅଞ୍ଚଳରୁ ଲଶ୍କର ଏ ତୋଏବାର ୫ ହାଇବ୍ରିଡ୍ ଆତଙ୍କୀଙ୍କୁ ଗିରଫ କରାଯାଇଛି । ଏମାନଙ୍କ ପାଖରୁ ବିପୁଳ ମାତ୍ରାରେ ହତିଆର,…
Zee Newsରୁ ଇସ୍ତଫା ଦେଲେ ସୁଧୀର ଚୌଧରୀ
ନୂଆଦିଲ୍ଲୀ: ଜି ନ୍ୟୁଜର ସିଇଓ ଏବଂ ମୁଖ୍ୟ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି ସୁଧୀର ଚୌଧରୀ । ତେବେ ସୁଧୀର ତାଙ୍କର ଇସ୍ତଫା ପତ୍ର ସୁବାଷ ଚନ୍ଦ୍ରାଙ୍କ ପାଖକୁ ପଠାଇଛନ୍ତି । ସୁଧୀର ଆଗକୁ ନିଜର ବିଜିନେସ୍ ଆରମ୍ଭ କରିବେ…
ଶରୀରର ଏହି ୫ ସମସ୍ୟାରୁ ଆରାମ ଦେଇଥାଏ ଅଦା ଚା’
ନୂଆଦିଲ୍ଲୀ: ଖରାଦିନ ହେଉ କି’ ଶୀତଦିନ ସକାଳୁ ଉଠି ଅଦା ଚା ପିଇବା ଭାରତରେ ଅଧିକାଂଶ ଘରେ ଦେଖିବାକୁ ମିଳେ । ଏମିତିକି ବର୍ଷାଦିନେ ଅଦା ଚା ତ’ ସମସ୍ତେ ପିଇବାକୁ ପସନ୍ଦ କରନ୍ତି । କୁହାଯାଏ ବର୍ଷାଦିନେ ଅଦା ଚା ପିଇଲେ…