Browsing Category

Breaking News

ସଙ୍ଗରୋଧରେ ରହିବେ ବିଦେଶ ଫେରନ୍ତା, ନୂଆ ଭାରିଆଣ୍ଟ୍ ଯୋଗୁଁ ଭୟର ବାତାବରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ବିଦେଶ ଫେରନ୍ତା ମାନେ ୧୦ ଦିନିଆ କ୍ୱାରେଣ୍ଟାଇନ୍ ରହିବେ । ବିଦେଶ…

‘ଓମିକ୍ରନ’ ଭାରିଆଣ୍ଟ ଆଶଙ୍କାରେ ଓଡ଼ିଶା ସରକାରଙ୍କ ଚିନ୍ତା, ଆସୁଛି ଗାଇଡଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ଟିକେ କମି ଆସିଲା ବେଳକୁ ପୁଣି ନୂଆ ଭାରିଆଣ୍ଟ ଚିନ୍ତା ବଢ଼ାଇଛି । ଏହି ନୂଆ ଭାରିଆଣ୍ଟକୁ ‘ଓମିକ୍ରନ’ ନାଁରେ ନାମିତ କରାଯାଇଛି । କୋଭିଡର ଓମିକ୍ରନ ଭାରିଆଣ୍ଟ ନେଇ ଚିନ୍ତା…

ପବଜିରେ ପ୍ଲେୟର୍ସ ମାନେ ଖୁବ୍ ଉଡାଉଛନ୍ତି ଟଙ୍କା, ଏବେସୁଦ୍ଧା ଖର୍ଚ୍ଚ କଲେଣି ଏତେ ହଜାର କୋଟି

ନୂଆଦିଲ୍ଲୀ: ପବଜି ମୋବାଇଲ୍ ବର୍ତ୍ତମାନ ପିଢ଼ିଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ଗେମ୍ ପାଲଟିଛି । ଗେମର୍ସ ମାନେ ଏଥିରେ ଖୁବ୍ ଟଭ୍କା ଉଡାଉଛନ୍ତି । ଏବେସୁଦ୍ଧା ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି । ଏ…

ସମବାୟ ସମିତି ସମ୍ପାଦକ ନିଲମ୍ବିତ, ଜାଣନ୍ତୁ କାରଣ

ଜୟପାଟଣା(ଓଡ଼ିଶା ଭାସ୍କର): କଳାହାଣ୍ଡି ଜିଲ୍ଲା ଜୟପାଟଣାର ରଣମାଲ ସମବାୟ ସମିତି ସମ୍ପାଦକଙ୍କୁ ନିଲମ୍ବିତ କରାଯାଇଛି । ସମ୍ପାଦକ ଯୁବରାଜ ବାଗଙ୍କୁ ନିଲମ୍ବନ କରିଛନ୍ତି ଧର୍ମଗଡ଼ ଏଆରସିଏସ । ଯୁବରାଜଙ୍କ ଦାୟିତ୍ୱହୀତନା…

ସ୍ମାର୍ଟ ସେବାରେ ଆଜିଠୁ ଯୋଡ଼ିହେଲା କୋରାପୁଟ

କୋରାପୁଟ(ଓଡ଼ିଶା ଭାସ୍କର): ବିଏସକେୟାର ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ଆଜିଠାରୁ ଯୋଡ଼ି ହୋଇଛି କୋରାପୁଟ ଜିଲ୍ଲା । ଭିସି ଜରିଆରେ ଜିଲ୍ଲାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ସୁକେଶ ଚନ୍ଦ୍ରଶେଖର କିଏ? ଜାକଲିନ ଫର୍ଣ୍ଣାଡିଜଙ୍କ ସହ କଣ ରହିଛି ତାଙ୍କ ସମ୍ପର୍କ ଓ କିପରି ହେଲେ ମହାଠକ! ଜାଣନ୍ତୁ

ନୂଆଦିଲ୍ଲୀ: ମହାଠକ ସୁକେଶ ଚନ୍ଦ୍ରଶେଖର ଓ ବଲିଉଡ୍ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଡିଜ୍ ନାଁ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି । ହେଲେ ଏହି ଚର୍ଚ୍ଚା ଦୁହିଁଙ୍କ ଭାଇରାଲ୍ ହେଉଥିବା ଏକ ଫଟୋକୁ ନେଇ ହେଉଛି ।…

ରେଳ କୋଚରେ ଯୁବତୀଙ୍କ ଶବ ଠାବ ଘଟଣା: ଡାଏରୀ ଖୋଲିଲା ରାଜ୍, ଦୁଇଦିନ ତଳେ ୨ ଅଟୋ ଡ୍ରାଇଭର୍ କରିଥିଲେ ଦୁଷ୍କର୍ମ

ସୁରତ: ଗୁଜୁରାଟର ବଡୋଦରାରେ ରେଳ କୋଚ୍ ରେ ମିଳିଥିବା ୧୯ ବର୍ଷୀୟ ଯୁବତୀଙ୍କ ମୃତଦେହ ମାମଲାରେ ଏକ ନୂଆ ତଥ୍ୟର ଖୁଲାସା ହୋଇଛି । ଏବେ ଯୁବତୀଙ୍କ ଡାଏରୀ ସାମନାକୁ ଆସିଛି । ସେଥିରୁ ଜଣାପଡ଼ିଛି ଯେ, ଯୁବତୀଙ୍କ ସହିତ…

ଏବେ ବିନା ଟିକେଟରେ ବି କରିପାରିବେ ଟ୍ରେନ୍ ଯାତ୍ରା, ଜାଣନ୍ତୁ ରେଲୱେର ଖାସ୍ ନିୟମ

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ରହିଛି ବଡ଼ ଖବର । ଏବେ ଆପଣ ଟ୍ରେନରେ ବିନା ରିଜର୍ଭେସନରେ ବି ଯାତ୍ରା କରିପାରିବେ । ଏବେ ଯଦି ଆପଣଙ୍କୁ ଅଚାନକ୍ ଯାତ୍ରା କରିବାକୁ ପଡୁଛି, ତେବେ ଚିନ୍ତା କରିବାର…

ରାଜ୍ୟରୁ ପୁଣି ୨୬୪ ପଜିଟିଭ୍ ଚିହ୍ନଟ, ୩ ମୃତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

୨୪ ଘଣ୍ଟା ଭିତରେ ଦୁଷ୍କର୍ମକାରୀଙ୍କୁ ସଜ୍ଜା ଶୁଣାଇ ରେକର୍ଡ କଲା ବିହାର, ଏପରି କରିବାରେ ଦେଶର ପ୍ରଥମ ରାଜ୍ୟ

ପାଟନା: କୌଣସି ପ୍ରକାର ଦୁଷ୍କର୍ମ ମାମଲାରେ ୨୪ ଘଣ୍ଟା ଭିତରେ ଦୋଷୀକୁ ସଜ୍ଜା ମିଳିବା କଥା ଆପଣ ମାନେ ଆଗରୁ ଜମା ମଧ୍ୟ ଶୁଣିନଥିବେ । ହେଲେ ଏହାକୁ ସତ କରି ଦେଖାଇଛି ବିହାରର ଏକ ବିଶେଷ କୋର୍ଟ । ବିହାରର ଅରରିୟାରେ…