Browsing Category
Breaking News
ଦେଶରେ ପ୍ରଥମ ଥର ପାଇଁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ହେଲା ଅଧିକ
ନୂଆଦିଲ୍ଲୀ: ନ୍ୟାସନାଲ ଫ୍ୟାମିଲି ଆଣ୍ଡ ହେଲଥ ସର୍ଭେ (NFHS) ଅନୁଯାୟୀ ଦେଶରେ ମହିଳାଙ୍କ ସଂଖ୍ୟା ବର୍ତ୍ତମାନ ପୁରୁଷଙ୍କ ତୁଳନାରେ ଅଧିକ ହୋଇଯାଇଛି । ଏପରି ପ୍ରଥମ ଥର ପାଇଁ ହୋଇଛି । ସଦ୍ୟତମ ସର୍ବେକ୍ଷଣ ତଥ୍ୟ…
ଓଡ଼ିଶା-ଆନ୍ଧ୍ର ବିବାଦ ସମାଧାନ ପାଇଁ କମିଟି ଗଠନ ହେଲା କମିଟି; ରହିଛନ୍ତି ୮ ପ୍ରଶାସନିକ ଅଧିକାରୀ
ଭୁବନେଶ୍ୱର: ଓଡ଼ିଶା-ଆନ୍ଧ୍ର ବିବାଦ ସମାଧାନ ପାଇଁ ଗଠନ ହେଲା କମିଟି ଗଠନ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଏହି କମିଟି । କମିଟିରେ ମୁଖ୍ୟ ଶାସନ ସଚିବଙ୍କ ସହ ମୋଟ ୮ ଅଧିକାରୀ ରହିଛନ୍ତି । ଉନ୍ନୟନ…
ଭୁବନେଶ୍ୱରଙ୍କ ଘରକୁ ଆସିଲା ପରୀ; ଇନଷ୍ଟାଗ୍ରାମରେ ସୂଚନା ଦେଲେ ଭାରତୀୟ ପେସର
ନୂଆଦିଲ୍ଲୀ: ବାପା ହେଲେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାର । ଭୁବନେଶ୍ୱର କୁମାରଙ୍କ ପତ୍ନୀ ନୁପୁର ବୁଧବାର ପ୍ରଥମ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ମଙ୍ଗଳବାର ଦିଲ୍ଲୀର ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି…
କପିଲ ଶର୍ମାଙ୍କ ସୁଟିଂ ସେଟରୁ କେନ୍ଦ୍ରମନ୍ତ୍ରୀଙ୍କୁ ଫେରାଇଦେଲା ସିକ୍ୟୁରିଟି ଗାର୍ଡ, ପଢ଼ନ୍ତୁ ସଂପୂର୍ଣ୍ଣ ଖବର
କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଅପମାନିତ । ଲୋକପ୍ରିୟ ହାସ୍ୟ ଟିଭି କାର୍ଯ୍ୟକ୍ରମ କପିଲ ଶର୍ମା ସୋରେ ଯୋଗଦେବାକୁ ଆସିଥିବା ଟିଭି କଳାକାର ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଅପମାନ । ସ୍ମୃତି ଇରାନୀ କପିଲ…
ଡ୍ରେନ ପାଇପ ଭିତରୁ ବାହାରୁଛି ଖାଲି ୫୦୦ ଟଙ୍କା, ଦେଖନ୍ତୁ ଭିଡିଓ
କର୍ଣ୍ଣାଟକ ଏସିବି କୁଲବର୍ଗୀର ଜଣେ ପୂର୍ତ୍ତ ବିଭାଗର ଜୁନିୟର ଇଞ୍ଜିନିୟରଙ୍କ ଘରେ ରେଡ ସମୟରେ ପ୍ରାୟ ୫୪ ଲକ୍ଷ ଟଙ୍କା ଜବତ କରିଛି । ବଡ଼ କଥା ହେଉଛି ୧୩ ଲକ୍ଷ ଟଙ୍କା ଡ୍ରେନେଜରେ ଲୁଚାଯାଇଥିଲା । ଏହି ରେଡରେ…
ଭିମସାରରେ ଆଉ ୧୭ ପଜିଟିଭ ଚିହ୍ନଟ
ବୁର୍ଲା ଭିମସାର ମେଡିକାଲ କଲେଜରେ ଆଉ ୧୭ ଆକ୍ରାନ୍ତ ଚିହ୍ନଟ । ଆଉ ୧୭ ଏମବିବିଏସ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ । ଆଉ ୧୭ ଜଣ ଚିହ୍ନଟ ନେଇ ଡିନ୍ ଜୟଶ୍ରୀ ଦୋରାଙ୍କ ସୂଚନା । ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ…
ବିବାହ ଦିନ ପରୀକ୍ଷା ଦେଲେ କନ୍ୟା, ସୋସିଆଲ ମିଡିଆରେ ପ୍ରଂଶସା, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ବିବାହ ଦିନ ସବୁ ବର ଏବଂ କନ୍ୟାଙ୍କ ପାଇଁ ମହତ୍ୱପୂର୍ଣ୍ଣ ହୋଇଥାଏ । ବିବାହରେ କରାଯାଉଥିବା ସବୁ କର୍ମ ଦୁହିଁଙ୍କ ପାଇଁ ଖାସ୍ ହୋଇଥାଏ । କିନ୍ତୁ ଏବେ ସମୟ ବଦଳିବା ସହ ଲୋକଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ…
ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ, ୨ ମୃତ
ମାଲକାନଗିରି: ବାହାଘର ଶୋଭାଯାତ୍ରା ବେଳେ ମାଡ଼ିଗଲା ଟ୍ରକ୍ । ଶୋଭାଯାତ୍ରାରେ ସାମିଲ ୨ ବରଯାତ୍ରୀ ମୃତ ୩ ଗୁରୁତର । ପାଣ୍ଡ୍ରିପାଣିରେ ବାହାଘର ଶୋଭାଯାତ୍ରା ଚାଲିଥିଲା ବେଳେ ଅଘଟଣ । ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା,…
ଡିସେମ୍ବରରେ ୧୬ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ଆଗରୁ ଜାଣିରଖନ୍ତୁ କେଉଁ କେଉଁ ଦିନ ?
ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଚଳିତ ବର୍ଷର ଶେଷ ମାସ ଅର୍ଥାତ୍ ଡିସେମ୍ବର ଆରମ୍ଭ ହେବ । ଯଦି ଆପଣ ଡିସେମ୍ବର ମାସରେ ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାମ କରିବାକୁ ଯାଉଛନ୍ତି, ତେବେ ପ୍ରଥମେ ଆରବିଆଇ ଦ୍ୱାରା ଦିଆଯାଇଥିବା…
ବ୍ୟାଙ୍କ ଅଫ ବରୋଦା ନିଯୁକ୍ତି ସୁଯୋଗ: ୩୬୭ ଅଫିସର ପଦ ପାଇଁ ବିଜ୍ଞପ୍ତି, ଗ୍ରାଜୁଏଟଙ୍କୁ ମିଳିବ ସୁଯୋଗ
ବ୍ୟାଙ୍କ ଅଫ୍ ବରୋଦାରେ ରିଲେସନସିପ ମ୍ୟାନେଜର ପଦ ପାଇଁ ଆବେଦନ ଗ୍ରହଣ କରିଛି । ଆଶାୟୀ ପ୍ରାର୍ଥୀ ବ୍ୟାଙ୍କ ଅଫ୍ ବରୋଦାର ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନରେ ଆବେଦନ କରିପାରିବେ । ରେଜିଷ୍ଟ୍ରେସନ ପାଇଁ ୧୯…