Browsing Category

Breaking News

ରାଶିଫଳ(ବୁଧବାର,୦୮ ଜୁନ,୨୦୨୨)

ମେଷ: ଆଜି ଆପଣଙ୍କୁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ । କୌଣସି କାର୍ଯ୍ୟ କିମ୍ବା ସମ୍ବନ୍ଧ ବିଗିଡ଼ିବା ପଛରେ ଏହି କ୍ରୋଧ କାରଣ ବନିପାରେ । ଶରୀରରେ ଫୂର୍ତ୍ତିର ଅଭାବ ରହିବ । ମାନସିକ ଅସୁସ୍ଥତାର ସ୍ଥିତିରେ…

ସମ୍ରାଟ ପୃଥ୍ୱୀରାଜର ଅସଫଳତାକୁ ନେଇ ସୋନୁ ସୁଦଙ୍କ ମନ୍ତବ୍ୟ: ଜାଣନ୍ତୁ କଣ କହିଲେ..

ସୋନୁ ସୁଦ ସବର୍ଦା କୌଣସି ନା କୌଣସି ପ୍ରୋଜେକ୍ଟରେ ବ୍ୟସ୍ତ ରୁହନ୍ତିି । ଛୋଟ ପରଦାରୁ ଆରମ୍ଭ କରି ବଡ଼ ପରଦା ଯାଏଁ ସୋନୁ ସୁଦଙ୍କର କାମର କେବେ ଅଭାବ ନଥାଏ । ଖୁବଶୀଘ୍ର ସେ ଏକ ନୂଆ ପ୍ରୋଜେକ୍ଟରେ କାମ କରିବାକୁ…

ସିଗାରେଟ୍ ଟାଣିବା ଛାଡ଼ିଦେଲେ ମିଳୁଛି ୪୦ ହଜାର ଟଙ୍କାର ନଗଦ ପୁରସ୍କାର, ଜାଣନ୍ତୁ କେଉଁଠି ଚାଲିଛି ଏହି ସ୍କିମ୍

ନୂଆଦିଲ୍ଲୀ: ସିଗାରେଟ୍ ପିଇବା କେବଳ ଆମର ସ୍ୱାସ୍ଥ୍ୟ ପାଇଁ ନୁହେଁ, ବରଂ ସମଗ୍ର ମାନବ ସଭ୍ୟତା ପାଇଁ କ୍ଷତିକାରକ । ତେବେ ଲୋକମାନେ କିପରି ଏହି ନିଶା ସେବନଠାରୁ ଦୂରେଇ ରହିବେ, ସେଥିପାଇଁ ନିକଟରେ ଏକ ଯୋଜନା ପ୍ରଚଳନ…

ଏଣିକି ମଣିଷର ମସ୍ତିଷ୍କକୁ ନିୟନ୍ତ୍ରଣ କରିବା ସମ୍ଭବ, ନ୍ୟୁରୋସାଇଣ୍ଟିଷ୍ଟମାନେ ବିକଶିତ କଲେ ଅଦ୍ଭୂତ ଟେକ୍ନୋଲୋଜି

ନୂଆଦିଲ୍ଲୀ: ମଣିଷର ମସ୍ତିଷ୍କକୁ ନେଇ ଅନେକ ସମୟରେ ନୂଆ ନୂଆ ଗବେଷଣାତ୍ମକ ତଥ୍ୟ ଲୋକଲୋଚନାକୁ ଆସିଥାଏ । ତେବେ ନିକଟରେ ବୈଜ୍ଞାନିକମାନେ ଏକ ନୂଆ ଟେକ୍ନୋଲୋଜିର ସନ୍ଧାନ କରିଛନ୍ତି । ଏହି ଟେକ୍ନୋଲୋଜି ଇନଫ୍ରାରେଡ୍…

ମଙ୍ଗଳ ଗ୍ରହରୁ ମିଳିଲା ଦୁଇ ହାତ ଆକୃତିର ଏକ ବିଚିତ୍ର ଫଟୋ, ଏପରି ଜୀବ କ’ଣ ଏବେ ବି ବଞ୍ଚିଛନ୍ତି

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରୁ ଏକ ବିଚିତ୍ର ଫଟୋ ମିଳିଛି । ନାସାର ରୋଭର କ୍ୟୁରିୟୋସିଟି ପକ୍ଷରୁ ଏପରି ଏକ ଅଦ୍ଭୂତ ପଥର ଖଣ୍ଡକୁ ଠାବ କରାଯାଇଛି । ଦୀର୍ଘ ସମୟ ଧରି ଏନେଇ ରିସର୍ଚ୍ଚ କାର୍ଯ୍ୟ ଜାରି ରହିଥିବା ବେଳେ ଏହି…

‘ଧନ ତୁମକୁ ଗୋଟେ କଥା କହିବି ଖରାପ ଭାବିବନି’: ବରା, ପିଆଜି ଦୋକାନରୁ ଆରମ୍ଭ ହୋଇଥିଲା ରାହୁଲ-ହରିପ୍ରିୟାଙ୍କ ପ୍ରଥମ ପ୍ରେମ କାହାଣୀ, ଦେଖନ୍ତୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ଏଇ ମିଛମାୟା ଭରା ସଂସାରେ ବି ପ୍ରକୃତ ପ୍ରେମ ବଞ୍ଚିଛି ଏକଥାକୁ ପ୍ରମାଣିତ କରିପାରିଛନ୍ତି ରାହୁଲ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁଷୁରୀ ଗ୍ରାମର ରାହୁଲ ଗୋଚ୍ଛାୟତ ଖୁବ ସମୟ ସମୟ…

ମହାରାଷ୍ଟ୍ରରେ ଚିହ୍ନଟ ହେଲେ ୧୮୦୦ ନୂଆ ପଜିଟିଭ: ଜଣଙ୍କ ଦେହରେ BA.5 ଭାରିଆଣ୍ଟ

ମୁମ୍ବାଇ: ପୁଣିଥରେ ଉପରମୁହାଁ ହେବାରେ ଲାଗିଛି ମହାମାରୀ କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧,୮୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଏମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ଦେହରେ ବିଏ.୫ ଭାରିଆଣ୍ଟ…

ବୁଲା, ଅସହାୟ ଓ ପରିତ୍ୟକ୍ତ ପ୍ରାଣୀଙ୍କୁ ମିଳିବ ସେବା: ମୁଖ୍ୟମନ୍ତ୍ରୀ ଜାରି କଲେ ଟୋଲ୍ ଫ୍ରି ନମ୍ବର ୧୯୬୨

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅସହାୟ ପ୍ରାଣୀଙ୍କୁ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଆଗେଇ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଷ୍ଟେଟ୍ ଆନିମଲ ହେଲ୍ପ ଲାଇନ, ଟେଲି ଭେଟେରିନାରୀ ସେବା, ମତ୍ସ୍ୟ ଓ…

CDS ନିଯୁକ୍ତି ନିୟମ ବଦଳିଲା, ନୋଟିଫିକେସନ ଜାରି କଲା ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟରେ ଲାଗୁ ହେବାକୁ ଯାଉଛି ନୂଆ ନିୟମ । ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ନିଯୁକ୍ତି ନେଇ ତିନି ସେନାବଳର ନିୟମରେ ସଂଶୋଧନ ହେବ । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ…

ସ୍ତ୍ରୀ ପାଇଗଲା ସରକାରୀ ଚାକିରି, ସହ୍ୟ କରିପାରିଲାନି ସ୍ୱାମୀ: କ’ଣ କଲେ ସ୍ତ୍ରୀ ଘରେ ବସି ରହିବ, ଶେଷରେ ପତି କାଟିଲା ପତ୍ନୀର ହାତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ସ୍ୱାମୀ କ’ଣ ସତରେ ଏତେ ନିଷ୍ଠୁର ହୋଇପାରେ, ଗୋଟିଏ ସ୍ୱାମୀ କ’ଣ ଏତେ ଈର୍ଷାଳୁ ଓ ପ୍ରତିହିଂସା ପରାୟଣ ହୋଇପାରେ । ପଶ୍ଚିମବଙ୍ଗରୁ ଜଣେ ସ୍ୱାମୀଙ୍କର ଏଭଳି ଏକ ଜଘନ୍ୟ କାରନାମା…