Browsing Category

Breaking News

ଜୁନ୍ ୧ରୁ ଜୁନ୍ ୩୦ ଯାଏ ସ୍କୁଲ ଛୁଟି

ନୂଆଦିଲ୍ଲୀ: ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଖରାଛୁଟି ଘୋଷଣା କରିଛନ୍ତି ହରିୟାଣା ସରକାର । ରାଜ୍ୟରେ ସମସ୍ତ ସ୍କୁଲଗୁଡ଼ିକରେ ଜୁନ୍ ୧ରୁ ଜୁନ୍ ୩୦ ଯାଏଁ ଗ୍ରୀଷ୍ମଛୁଟି ଘୋଷଣା କରାଯାଇଛି । ଶିକ୍ଷା ବିଭାଗ…

ଓଡ଼ିଶାରେ କମିଲା ବସ୍ ଭଡ଼ା, ଜାଣନ୍ତୁ କେତେ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ବସରେ ଯାଉଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ତେଲ ଦର କମିବାରୁ ରାଜ୍ୟରେ କମିଛି ବସ୍ ଭଡ଼ା । କିଲୋମିଟର ପିଛା ସାଧାରଣ ବସ୍ ଭଡ଼ା ୩ ପଇସା ହ୍ରାସ ପାଇଛି । ମିଳିଥିବା ସୂଚନା ଅନୁସାରେ,…

ପାରାଦୀପରେ ଫାଟିଲା IOCL ତେଲ ପାଇପ, ମାଟିରେ ମିଶୁଛି ହଜାର ହଜାର ଲିଟର ଅଶୋଧିତ କ୍ରୁଡ଼ ଅଏଲ

ଜଗତସିଂହପୁର: ପାରାଦୀପରେ ଫାଟିଲା IOCL ପାଇପ। IOCL 'ଟାଉନସିପି ନିକଟରେ ଘଟିଛି ଏହି ଅଘଟଣ। ଏହି ପାଇପ ଫାଟିବା ଦ୍ୱାରା ହଜାର ହଜାର ଲିଟର କ୍ରୁଡ଼ ଅଏଲ ମାଟିରେ ମିଶିଛି। ସ୍ଥିତିକୁ ନିୟତ୍ରଣରେ ଆଣିବା ପାଇଁ ଘଟଣା…

ରାଜ୍ୟସଭା ନିର୍ବାଚନ: ବିଜେଡି ନେଲା ୧୨ ସେଟ୍ ଫର୍ମ

ଭୁବେନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟସଭା ନିର୍ବାଚନ ପାଇଁ ୧୪ ସେଟ୍ ଫର୍ମ ବିକ୍ରି ହୋଇଛି । ବିଧାନସଭାରୁ ୧୨ ସେଟ୍ ଫର୍ମ ନେଇଛି ବିଜୁ ଜନତା ଦଳ ବା ବିଜେଡି । ବିଜେଡି ପକ୍ଷରୁ ଫର୍ମ ନେଇଛନ୍ତି ବିଧାୟକ ଅନନ୍ତ ନାରାୟଣ…

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି: ୧୦ ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଟିମ୍

କାମାକ୍ଷାନଗର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତିର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ସରକାରୀ ବା ବେସରକାରୀ କର୍ମଚାରୀ ଧରାପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ହାତରେ…

୩ ଦିନ ମଧ୍ୟରେ ବଢ଼ିବ ତାତି: କଲବଲ କରିବ ଗୁଳୁଗୁଳି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ତାତି ଏବେ କମିଥିବା ବେଳେ ପୁଣିଥରେ ବଦଳିବାକୁ ଯାଉଛି ପାଣିପାଗ । ଆଗାମୀ ୩ ଦିନ ମଧ୍ୟରେ ଦିନର ତାପମାତ୍ରା ବଢ଼ିବାକୁ ଯାଉଛି । ଅନେକ ସ୍ଥାନରେ ୨ରୁ ୩ ଡିଗ୍ରୀ ଯାଏଁ ତାପମାତ୍ରା…

ପିତାମାତାଙ୍କୁ ନିର୍ଯ୍ୟାତନା ଦେଉଥିବା ପିଲା ଏଣିକି ସମ୍ପତ୍ତିରୁ ହେବେ ବିଦା: କୋର୍ଟଙ୍କ ଐତିହାସିକ ନିଷ୍ପତ୍ତି

ନୂଆଦିଲ୍ଲୀ: ପିତାମାତାଙ୍କର ସେବା କରିବା ବଦଳରେ ତାଙ୍କୁ ହଇରାଣ କରୁଥିବା ପିଲାମାନେ ଏବେ ସତର୍କ ହୋଇଯାଅ । ହରିଦ୍ୱାର ଏସଡିଏମ କୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି, ଯେଉଁଥିରେ ୬ ବୟସ୍କଙ୍କ ପିଲାଙ୍କୁ ମାତାପିତାଙ୍କ…

ଅଟୋ-ଟ୍ୟାକ୍ସିରେ ଯାତ୍ରା କରିବା ଆହୁରି ହେବ ମହଙ୍ଗା, ଜାଣନ୍ତୁ କେତେ ବଢ଼ିବ ଭଡ଼ା?

ନୂଆଦିଲ୍ଲୀ: ଦରଦାମ୍ ବୃଦ୍ଧି ଉପରେ ଅଙ୍କୁଶ ଲାଗିଥିଲେ ବି ଏବେବି ଲୋକମାନେ ଏଥିରେ ପ୍ରଭାବିତ ହେଉଛନ୍ତି । ଏହାରି ମଧ୍ୟରେ ଦିଲ୍ଲୀବାସୀଙ୍କ ପାଇଁ ଆସିଛି ବଡ଼ ଖବର । ଯଦି ଆପଣ ଅଟୋ, ଟ୍ୟାକ୍ସିରେ ଯାତ୍ରା କରୁଛନ୍ତି,…

ରାଜ୍ୟସଭା ଉପ-ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି । ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ଜୁନ୍ ୨ ତାରିଖ ଯାଏଁ ନାମାଙ୍କନ ଦାଖଲ କରିବାର ସମୟ ରହିଛି । ୨ ଜୁନ୍…

ଶିକ୍ଷା ବିଭାଗ ଓ UPSCକୁ ୟୁଜିସିର ତାଗିଦ୍, ଜାଣନ୍ତୁ କାହିଁକି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ପ୍ରସଙ୍ଗରେ ରାଜ୍ୟ ଶିକ୍ଷା ବିଭାଗ ଓ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)କୁ ଚିଠି ଲେଖିଛି ୟୁନିଭରସିଟି ଗ୍ରାଣ୍ଟ କମିଶନ (ୟୁଜିସି) । ସୁପ୍ରିମକୋର୍ଟଙ୍କ…