Browsing Category

Breaking News

କୋଟିପତି ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କୁ ଜାମିନ, ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ହୋଇଥିଲେ ଗିରଫ

କଟକ(ଭାସ୍କର ନ୍ୟୁଜ୍‌): ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ଭୁବନେଶ୍ୱର ପୂର୍ତ ବିଭାଗ ଡିଭିଜନ୍‌-୪ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ…

ଟି-୨୦ କ୍ରିକେଟ୍‌ ବିଶ୍ୱକପ୍‌ ପୂର୍ବରୁ ମୁହାଁମୁହିଁ ହେବ ଭାରତ-ଅଷ୍ଟ୍ରେଲିଆ, ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ବିଶେଷ ଗୁରୁତ୍ୱ ବହନ କରିବ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ମାସରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ ଟି-୨୦ କ୍ରିକେଟ୍‌ ବିଶ୍ୱକପ୍‌ । ତେବେ ଏହି ବିଶ୍ୱକପ ପାଇଁ ପ୍ରାକ୍‌ ପ୍ରସ୍ତୁତି କରିବା ସକାଶେ ଅଷ୍ଟ୍ରେଲିଆ ପାଇଁ ବଡ ସୁଯୋଗ ରହିଛି । କାରଣ…

ଉବର କପ ବ୍ୟାଡମିଣ୍ଟନ: କ୍ୱାର୍ଟର ଫାଇନାଲ୍‌ରେ ଭାରତୀୟ ମହିଳା ଦଳ

ବ୍ୟକଙ୍ଗ (ଥାଇଲାଣ୍ଡ):ଭାରତୀୟ ମହିଳା ଦଳ କ୍ରମାଗତ ବିଜୟ ହାସଲ ସହିତ ଏଠାରେ ଚାଲିଥିବା ଉବର କପ ବ୍ୟାଡମିଣ୍ଟନ ପ୍ରତିଯୋଗିତାର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ଗ୍ରୁପ ଡି’ରେ ସ୍ଥାନ ପାଇଥିବା ଭାରତୀୟ ମହିଳା…

ବିଶ୍ୱର ସେୟାର ବଜାର ଉପରେ ଚଢ଼କ, ୨୪ ଘଣ୍ଟା ମଧ୍ୟରେ ବିଶ୍ୱର ଶ୍ରେଷ୍ଠ ୧୦ ଧନୀଙ୍କ ସଂପତ୍ତିରେ ୫୫ ବିଲିୟନ୍‌ ଡଲାରରୁ ଅଧିକ କ୍ଷତି

ନୂଆଦିଲ୍ଲୀ : ଆମେରିକା ସମେତ ସାରା ବିଶ୍ୱର ସେୟାର ବଜାର ଉପରେ ପଡ଼ିଛି ଚଡ଼କ । ଏହାର ସବୁଠୁ ଅଧିକ କ୍ଷତି ବିଶ୍ୱର ଶ୍ରେଷ୍ଠ ଧନୀଶ୍ରେଣୀୟ ବ୍ୟକ୍ତିଙ୍କୁ ଉଠାଇବାକୁ ପଡ଼ୁଛି । ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱର ଶ୍ରେଷ୍ଠ ୧୦…

ଆଜି ମାଲକାନଗିରିରେ ସବୁ ସ୍କୁଲ ଛୁଟି: ଜିଲ୍ଲାପାଳଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଲକାନଗିରିର ସମସ୍ତ ସ୍କୁଲ ଆଜି ଛୁଟି । ବାତ୍ୟା ‘ଅସାନି’କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଛୁଟି ନିଷ୍ପତ୍ତି ନେଇଛି । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ଆଜି…

ରାଶିଫଳ(ବୁଧବାର,୧୧ ମେ,୨୦୨୨)

ମେଷ : ଆଜି ମାନସିକ ଏକାଗ୍ରତାର ଅଭାବ ଅନୁଭବ କରିପାରନ୍ତି । ଶାରୀରିକ ରୂପରେ ଆଳସ୍ୟ ହୋଇପାରେ । ଧନର ନିବେଶ ସମ୍ଭାଳିକରି କରନ୍ତୁ, କମ ଲାଭର ଆଶଙ୍କା ଅଛି । ଆବଶ୍ୟକ କାଗଜପତ୍ରଙ୍କ ଉପରେ ଅଧିକ ଧ୍ୟାନ ଦେବେ ।…

ଜୁନ୍‌ ୧୭ ସୁଦ୍ଧା ଖୋଲିବ ଆଉ ୬୪ ଆଦର୍ଶ ବିଦ୍ୟାଳୟ, ସୁପରିଚାଳନା ପାଇଁ ଖୁବ୍‌ଶୀଘ୍ର ୧୭୪୯ ପଦବୀ ପୂରଣ ହେବ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ରାଜ୍ୟରେ ଅଦ୍ୟାବଧି ୨୫୦ ଗୋଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ଥିବାବେଳେ ଅବଶିଷ୍ଟ ୬୪ ଗୋଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆସନ୍ତା ଜୁନ ମାସ ୧୭ ତାରିଖଠାରୁ କାର୍ଯ୍ୟକ୍ଷମ ହେବ ।…

ଭୁବନେଶ୍ୱରରେ ଖୋଲିଲା ସେନ୍‌ସୋରି ପାର୍କ, ଦିବ୍ୟାଙ୍ଗ ଶିଶୁମାନେ ପାର୍କର ମଜା ନେଇପାରିବେ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଭୁବନେଶ୍ୱରରେ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ପାର୍କ ସରକାରଙ୍କ ଏକ ଅଭିନବ ପ୍ରୟାସ ଏବଂ ଏଥିରେ ଭିନ୍ନକ୍ଷମ ଶିଶୁମାନଙ୍କ ଶାରୀରିକ, ମାନସିକ ତଥା ସୃଜନଶୀଳ ଅଭିବୃଦ୍ଧି ପାଇଁ…

ଦୁର୍ବଳ ହେଲା ଭୀଷଣ ବାତ୍ୟା ‘ଅସାନି’: କାଲି ପର୍ଯ୍ୟନ୍ତ ଓଡ଼ିଶାର ୮ଟି ଜିଲ୍ଲାରେ ବର୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୀଷଣ ବାତ୍ୟା ‘ଅସାନି’ ଦୁର୍ବଳ ହୋଇ ଏବେ ବାତ୍ୟାରେ ପରିଣତ ହୋଇଛି । ଘଣ୍ଟାକୁ ୧୨ କିଲୋମିଟର ବେଗରେ ଆନ୍ଧ୍ରମୁହାଁ ହୋଇଛି ବାତ୍ୟା ‘ଅସାନି’ । ଖୁବଶୀଘ୍ର ଉତ୍ତର-ଉତ୍ତରପୂର୍ବ ଦିଗରେ କରିବ…

ଗଞ୍ଜାମରେ ଆଇପିଏଲ ବେଟିଂ ସଟ୍ଟା ବଜାର ସକ୍ରିୟ: ବୁକି ମାଲାମାଲ୍‌, ଟଙ୍କା ହାରି ଜୀବନ ହାରୁଛନ୍ତି ଯୁବପିଢ଼ି

ଗଞ୍ଜାମ, (ଭାସ୍କର ନ୍ୟୁଜ୍‌) : ଚଳିତ ବର୍ଷ ମାର୍ଚ୍ଚ ୨୬ତାରିଖ ଠାରୁ ଆରମ୍ଭ ହୋଇ ଯାଇଛି ଆଇପିଏଲ କ୍ରିକେଟ ମ୍ୟାଚ । ଏହା ଆହୁରି ୧ମାସ ଧରି ଚାଲିବ । ଏହି ସୀମିତ ଓଭର ଆଇପିଏଲ ମ୍ୟାଚକୁ ନେଇ ଗଞ୍ଜାମ ସହରରେ କିଛି ବୁକି…