fbpx
Browsing Category

Breaking News

ଆପଣ କରୋନା ଭ୍ୟାକ୍ସିନ୍ ନେଇଛନ୍ତି? ଯଦି ନା ତେବେ ମୁଖ୍ୟମନ୍ତ୍ରୀଙ୍କ ହେଲପଲାଇନ ନମ୍ବରରୁ ଆସିପାରେ କଲ୍

ନୂଆଦିଲ୍ଲୀ: ଯଦି ଆପଣମାନଙ୍କ ମଧ୍ୟରୁ କିଏ କରୋନା ଭ୍ୟାକ୍ସିନ ନେଇନାହାନ୍ତି, ତେବେ ତୁରନ୍ତ ନେଇ ଯାଆନ୍ତୁ । ଭ୍ୟାକ୍ସିନର ଦ୍ୱିତୀୟ ଡୋଜ୍ ନେଇନଥିଲେ ଆପଣଙ୍କ ପାଖକୁ ମୁଖ୍ୟମନ୍ତ୍ରୀଙ୍କ ହେଲ୍ପଲାଇନ ନମ୍ବର ଓ କୋଭିଡ୍…

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ, ୯୯.୩୭ ପ୍ରତିଶତ ପିଲା ପାସ୍

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇଛି । cbseresults.nic.in ଓ cbse.gov.in ରେ ଛାତ୍ରଛାତ୍ରୀ ମାନେ ରେଜଲ୍ଟ ଦେଖିପାରିବେ । ଚଳିତ ବର୍ଷ ୯୯.୩୭ ପ୍ରତିଶତ ପିଲା ପାସ୍ କରିଛନ୍ତି । କରୋନା ମହାମାରୀ…

ଏଣିକି ତରୁଣୀଙ୍କୁ ଭଲ ପାଇପାରିବେନି ବୟସ୍କ! ପ୍ଲେ ଷ୍ଟୋରରୁ ବ୍ୟାନ ହେଲା ଏହି ଡେଟିଂ ଆପ୍

ଆଜିକାଲିର ଅନଲାଇନ୍ ଦୁନିଆର ସବୁକିଛି ସମ୍ଭବ ହେଇପାରୁଛି । ଏବେ ବୟସ୍କମାନଙ୍କ ପ୍ରେମରେ ତରୁଣୀମାନଙ୍କୁ ଦେଖିବାକୁ ମିଳୁଛି । ସିନେମା ଜବତ ହେଉ ବା ସୋସିଆଲ ମିଡିଆରେ ଏପରି ଅନେକ ଘଟଣା ପ୍ରତିଦିନ ଦେଖିବାକୁ ମିଳୁଛି ।…

ବିପଦ ସଂକେତ ପାଖରେ ପହଞ୍ଚିଲା ଯମୁନା ନଦୀର ଜଳସ୍ତର, ଦିଲ୍ଳୀରେ ବନ୍ୟା ନେଇ ଜାରି ହେଲା ଆଲର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆର୍ ସମତେ ଉତ୍ତର-ପଶ୍ଚିମ ଭାରତର କିଛି ରାଜ୍ୟରେ ଲଗାତର ପ୍ରବଳ ବର୍ଷା ଜାରି ରହିଛି । ଫଳସ୍ୱରୂପ ଯମୁନା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ପ୍ରଶାସନ ଶୁକ୍ରବାର…

ମୀରାବାଈଙ୍କୁ ରେଲୱେ ଦେଲା ଏତେ କୋଟି ପୁରସ୍କାର, ଅଲିମ୍ପିକରୁ ଜିତିଥିଲେ ପଦକ

ଓଡ଼ିଶା ଭାସ୍କର ବ୍ୟୁରୋ: ଅଲିମ୍ପିଆଡ୍ ମୀରାବାଈ ଚାନୁଙ୍କ ଖୋଲିଲା ଭାଗ୍ୟ । ସାରା ଦେଶରୁ ତାଙ୍କୁ ଶୁଭେଚ୍ଛା ଓ ସମ୍ମାନ ମିଳିବାରେ ଲାଗିଛି । ଏହି କ୍ରମରେ ଭାରତୀୟ ରେଳ ବିଭାଗ ମଧ୍ୟ ରୌପ୍ୟ ପଦକ ବିଜୟିନୀ ମୀରାବାଈଙ୍କୁ…

ପୁରୀ ବିଚରେ ମଦ କୁଡ଼ିଆ ଯୋଜନା ପ୍ରତ୍ୟାହାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀ ବେଳାଭୂମିରେ ମଦ କୁଡ଼ିଆ ଯୋଜନାକୁ ପ୍ରତ୍ୟାହାର କରାଯାଇଛି । ଏନେଇ ପୂରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଯୋଜନାକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇବା ପରେ ନିଷ୍ପତ୍ତିକୁ…

ରେଜଲ୍ଟ ପୂର୍ବରୁ CBSEର ଏହି ମେମେ ହେଉଛି ଭାଇରାଲ୍…

ଓଡ଼ିଶା ଭାସ୍କର ବ୍ୟୁରୋ: ଆଉ କିଛି ସମୟ ପରେ ବାହାରିବ CBSE ରେଜଲ୍ଟ । ଶୁକ୍ରବାର ଅପରାହ୍ଣ ୨ଟାରେ ଫଳ ପ୍ରକାଶ ପାଇବା ନେଇ ସ୍ଥିର ହୋଇଛି । ତେବେ ଏହା ପୂର୍ବରୁ CBSE ବୋର୍ଡ ପକ୍ଷରୁ ପୋଷ୍ଟ୍ ହୋଇଥିବା ଏକ ମେମେ ଖୁବ୍…

ବର୍ବରତାର ସୀମା ଲଙ୍ଘିଲା: ୩୮ ମାଙ୍କଡ଼କୁ ବିଷ ଦେଇ ମାରିଦେଲେ, ବସ୍ତାରେ ବାନ୍ଧି ପିଟିଲେ

ବେଙ୍ଗାଲୁରୁ: ବୋନଟ୍ ମୈକାକ୍ ପ୍ରଜାତିର ମାଙ୍କଡ଼ର ଏକ ସମୂହକୁ କର୍ଣ୍ଣାଟକର କିଛି ଅଜଣା ଲୋକମାନେ ବିଷ ଦେଇ ମାରିଦେଇଛନ୍ତି । ଏହି ଘଟଣାରେ ୩୮ଟି ମାଙ୍କଡ଼ଙ୍କର ମୃତ୍ୟୁ ହୋଇଛି । ଏହାବ୍ୟତୀତ ଗୋଟିଏ ମାଙ୍କଡ଼କୁ ଚିକିତ୍ସା…

Indian Idolର Winnerମାନେ କ’ଣ କରୁଛନ୍ତି ଏବେ, ଜାଣନ୍ତୁ ସେମାନଙ୍କ ବିଷୟରେ

ଇଣ୍ଡିଆନ ଆଇଡଲ୍ ଦେଶର ଏକ ପ୍ରମୁଖ ସଙ୍ଗୀତଭିତ୍ତିକ ରିୟଲିଟି ଶୋ । ବର୍ତ୍ତମାନ ସିଜିନ-୧୨ ଜାରି ରହିଥିବା ବେଳେ ପୂର୍ବରୁ ୧୧ଟି ସିଜିନ୍ ସମାପ୍ତ ହୋଇ ୧୧ ଜଣ ବିଜେତା ବଛା ହୋଇ ସାରିଛନ୍ତି । ତେବେ ଆପଣଙ୍କ ମନରେ ପ୍ରଶ୍ନ…

ପାକରେ ସୀମା ଟପିଲା ଯୌନ ଉତ୍ପୀଡ଼ନ: ଦେହ ଭୋକ ମେଣ୍ଟାଇବାକୁ ଯାଇ ୫ ଅଭିଯୁକ୍ତ କଲେ ଛେଳିର ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ଯୌନ ଉତ୍ପୀଡ଼ନ ମାମଲାର ସୀମା ପାର୍ କରିବାରେ ଲାଗିଛି ପାକିସ୍ତାନ । ଖାଲି ମହିଳା ନୁହନ୍ତି ଏବେ ଜୀବଜନ୍ତୁ ବି ଯୌନ ଉତ୍ପୀଡ଼ନର ଶିକାର ହେବାରେ ଲାଗିଛି । କେହି ବି ପାକିସ୍ତାନରେ ଏବେ ସୁରକ୍ଷିତ ନୁହନ୍ତି ।…