
Browsing Category
Breaking News
କମିଲା ସୁନା ଓ ରୁପା ଦର: ଜାଣନ୍ତୁ କେତେ ରହିଛି ଆଜିର ରେଟ୍
ନୂଆଦିଲ୍ଲୀ: ଆଜି ଭାରତରେ ସୁନା ମୂଲ୍ୟ ସାମାନ୍ୟ ହ୍ରାସ ପାଇଛି। ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୬ ହଜାର ୮୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧ ହଜାର…
ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କଲେ ମିଥାଲି ରାଜ
ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଅଧିନାୟକ ମିଥାଲି ରାଜ ସମସ୍ତ ପ୍ରକାର କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି । ବୁଧବାର ମଧ୍ୟାହ୍ନ ସମୟରେ ଏନେଇ ମିଥାଲି ଘୋଷଣା କରିଛନ୍ତି । ଏହା ସହିତ…
ରଙ୍ଗ୍ ରୁଟରେ ଆସୁଥିଲା ସ୍କୁଟି: ଟ୍ରାଫିକ୍ ଖୋଲିବାକୁ ଯାଇଥିବା ପୋଲିସକୁ ନିର୍ମମ ଭାବେ ପିଟିଲେ ଯୁବକ-ଯୁବତୀ, ଦେଖନ୍ତୁ Video
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜଣେ ଯୁବକ ଓ ଯୁବତୀ ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ଅତି ନିର୍ମମ ଭାବେ ପିଟିଥିବା ଖବର ସାମ୍ନାକୁ ଆସିଛି । ଏହା ପରେ ଜୋରଦାର ମାରପିଟ୍ ହୋଇଥିଲା । ଦିଲ୍ଲୀ ପୋଲିସର ଟ୍ରାଫିକ୍…
ପୁଣି ମାଡୁଛି କରୋନା : ୨୪ଘଣ୍ଟାରେ ଚିହ୍ନଟ ହେଲା ୫୦୦୦ରୁ ଅଧିକ ନୂଆ ମାମଲା
ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀକୁ ନେଇ ପୁଣିଥରେ ଚିନ୍ତା ବଢିଛି । ଦେଶରେ ଗତ ୨୪ଘଣ୍ଟାରେ ୫୨୨୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେହିପରି ଗତକାଲି ତୁଳନାରେ ଏହା ୪୦ ପ୍ରତିଶତ ବୃଦ୍ଧି ପାଇଛି । ଏହା ସହ…
ଟ୍ରାକରୁ ଖସିଲା ଯାତ୍ରୀବାହୀ ଟ୍ରେନ୍: ଚାଲିଗଲା ୧୦ ଜୀବନ, ୫୦ ଗୁରୁତର
ତେହେରାନ: ପୂର୍ବ ଇରାନରେ ଏକ ଯାତ୍ରୀବାହୀ ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଛି । ଇରାନର ସରକାରୀ ଟିଭିର ରିପୋର୍ଟ ଅନୁସାରେ, ବୁଧବାର ଦିନ ଯାତ୍ରୀବାହୀ ଟ୍ରେନର ୪ଟି କୋଚ୍ ଟ୍ରାକରୁ ବାହାରି…
ଏବେ କ୍ରେଡିଟ୍ କାର୍ଡ ଜରିଆରେ ମଧ୍ୟ ହେବେ UPI ପେମେଣ୍ଟ, ସମବାୟ ବ୍ୟାଙ୍କଗୁଡିକୁ ମିଳିଲା ବଡ ରିହାତି
ମୁମ୍ବାଇ(ଓଡ଼ିଶା ଭାସ୍କର): ଅନଲାଇନ କାରବାର କରୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)। ଏବେ କ୍ରେଡିଟ୍ କାର୍ଡକୁ UPI ସହିତ ଲିଙ୍କ୍ କରିବାକୁ ଆରବିଆଇ ଘୋଷଣା କରିଛି।…
ଜୁନ୍ ୧୩ରେ ହେବ ବାଚସ୍ପତି ନିର୍ବାଚନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନବୀନଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ ପରେ ଏବେ କିଏ ନୂଆ ବାଚସ୍ପତି ହେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏହାରି ମଧ୍ୟରେ ବାଚସ୍ପତି ନିର୍ବାଚନ ନେଇ ବିଧାନସଭା ସଚିବାଳୟ…
YouTubeରେ Ad ବିନା ଭିଡିଓ ଦେଖିବାକୁ ଚାହୁଁଛନ୍ତି କି ? ଟଙ୍କା ଖର୍ଚ୍ଚ ନକରି କରନ୍ତୁ ଏହି କାମ
ନୂଆଦିଲ୍ଲୀ: Xiaomi India ଏବେ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ଭାରତରେ ମାଗଣା ୟୁଟ୍ୟୁବ୍ ପ୍ରିମିୟମ୍ ସବସ୍କ୍ରିପସନ୍ ଦେଉଛି । ଯଦି ଆପଣଙ୍କର ଏକ Xiaomi ସ୍ମାର୍ଟଫୋନ୍ ଅଛି, ତେବେ କମ୍ପାନୀ ତିନିମାସ ପାଇଁ ମାଗଣା…
ରିଜର୍ଭ ବ୍ୟାଙ୍କ୍ ପୁଣି ବଢାଇଲା ରେପୋ ରେଟ୍, ମହଙ୍ଗା ହେବ ଲୋନ୍ ଆଉ EMI
ମୁମ୍ବାଇ(ଓଡ଼ିଶା ଭାସ୍କର): ଦେଶରେ ବିଭିନ୍ନ ଅତ୍ୟାବଶ୍ୟକ ଜିନିଷର ଦରଦାମ ବୃଦ୍ଧିକୁ ନଜରରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ୍(RBI) ବୁଧବାର ପୁଣିଥରେ ରେପୋ ରେଟ୍ ବୃଦ୍ଧି କରିଛନ୍ତି। ରେପୋ ରେଟ୍ ୦.୫୦ ବେସିସ୍ ପଏଣ୍ଟ…
ଯୁବତୀଙ୍କ ଠୁମକା ଦେଖି ରାଗିଗଲା ଷଣ୍ଢ: Video ଦେଖି ଆପଣ ବି କହିବେ- ‘ଏମିତି ତ ହେବାର ଥିଲା’
ନୂଆଦିଲ୍ଲୀ: ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି । ଲୋକମାନେ ନିଜକୁ ଫେମସ୍ କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ଇଣ୍ଟରନେଟରେ ଅଧିକାଂଶ ଯୁବପିଢ଼ି ରିଲ୍ ଏବଂ ଭିଡିଓ ମାଧ୍ୟମରେ…