
Browsing Category
Breaking News
ଭାରତୀୟ ମୁଦ୍ରାରୁ ହଟିଯିବ ଗାନ୍ଧିଙ୍କ ଫଟୋ, ଲାଗିବ କଲାମ ଓ ଟାଗୋରଙ୍କ ଫଟୋ: ଏହା କେତେଦୂର ସତ, ଜାଣନ୍ତୁ ଏନେଇ କ’ଣ କହିଲା RBI
ନୂଆଦିଲ୍ଲୀ: ଭାରତୀୟ ମୁଦ୍ରାରୁ ମହାତ୍ମା ଗାନ୍ଧୀଙ୍କ ଫଟୋ ହଟାଯିବା ନେଇ ନୂଆ ଅପଡେଟ୍ ଆସିଛି । ଗାନ୍ଧିଙ୍କ ଫଟୋ ପରିବର୍ତ୍ତନ ନେଇ କୌଣସି ବିଚାର କରାଯାଇ ନାହିଁ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆ) ପକ୍ଷରୁ ଏନେଇ…
ପ୍ରଫେଟ ମହମ୍ମଦଙ୍କୁ ନେଇ ଟିପ୍ପଣୀ: ଓଆଇସିକୁ ଭାରତର ଜବାବ
ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କୁ ନେଇ ହେଉଥିବା ବାଦ ବିବାଦ ମଧ୍ୟରେ ଭାରତ ସରକାର ଅର୍ଗାନାଇଜେସନ ଅଫ ଇସଲାମିକ କୋ-ଅପରେସନ(ଓଆଇସି)କୁ ନିଜର ଜବାବ ଦେଇଛନ୍ତି । ସେହିପରି ବିଦେଶ ମନ୍ତ୍ରାଳୟ ଓଆଇସି ସଚିବାଳୟ ଦେଇଥିବା…
ଅବକାରୀ ଇନସପେକ୍ଟରଙ୍କ ସାଙ୍ଘାତିକ ଅଭିଯୋଗ: କହିଲେ- ‘ନିଶା ବେପାରୀଙ୍କଠାରୁ ଟଙ୍କା ନେଉଛି ପୁରୀ ପୋଲିସ’
ପୁରୀ(ଓଡ଼ିଶା ଭାସ୍କର): ପୁରୀ ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛି ଅବକାରୀ ବିଭାଗ । ନିଶା ମାଫିଆଙ୍କଠାରୁ ମାସିକିଆ ବଟି ନେଉଛି ପୁରୀ ପୋଲିସ, ଫଳରେ ଅବକାରୀ ବିଭାଗର ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେଉଛି ।…
ବଦଳିଯିବ EPFOର ଇନଭେଷ୍ଟମେଣ୍ଟ ରୁଲ୍: PF ଖାତାଧାରୀଙ୍କ ଫାଇଦା ପାଇଁ କେନ୍ଦ୍ର ସରକାର ନେବେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ନୂଆଦିଲ୍ଲୀ: ଗତ ସପ୍ତାହରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ଗ୍ରାହକମାନଙ୍କୁ ଝଟକା ମିଳିଥିଲା । ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ପିଏଫ ସୁଧ ହାର ୮.୧ ପ୍ରତିଶତ ଘୋଷଣା…
ଅଜବ ନିଶା ଏ ବ୍ୟକ୍ତିଙ୍କର: ୪୦ ବର୍ଷ ହେବ ଖାଉଛନ୍ତି ବାଲି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଣିଷ ବଞ୍ଚିବା ପାଇଁ ଖାଦ୍ୟ ଖାଇଥାଏ । ଆହୁରି ମଧ୍ୟ ଅନେକ ଲୋକ ସୁଖାଦ୍ୟ ଖାଇବାକୁ ମଧ୍ୟ ବେଶ୍ ପସନ୍ଦ କରନ୍ତି । ଆପଣ ଟିଭି ତଥା ମୋବାଇଲରେ ବିଭିନ୍ନ ପ୍ରକାରର ସୁଖାଦ୍ୟ ଖାଉଥିବାର…
ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନୂଆ ଅପଡେଟ: ଏମିତି କହିଲେ ବବି ଦେଓଲ
ମୁମ୍ବାଇ: ହିନ୍ଦୀ ସିନେମା ଜଗତର ସୁପରଷ୍ଟାର ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ନେଇ ଚର୍ଚ୍ଚା ଜୋର ଧରିଛି । ତେଣୁ ତାଙ୍କୁ ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କୁ…
ବଢ଼ିଲା SC/STଙ୍କ ପ୍ରି-ମାଟ୍ରିକ୍ ଛାତ୍ରବୃତ୍ତି, ଜାଣନ୍ତୁ କେତେ ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିଙ୍କ ପାଇଁ ବଢ଼ିଛି ପ୍ରି-ମାଟ୍ରିକ ଛାତ୍ରବୃତ୍ତି । ବାଳକଙ୍କ ପାଇଁ ୭୫୦ରୁ ୯୫୦ ଟଙ୍କା ବଢ଼ିଥିବା ବେଳେ ବାଳିକାମାନଙ୍କ ପାଇଁ ୮୦୦ରୁ ୧୦୦୦ ଟଙ୍କା…
‘ଜନ ସମର୍ଥ’ ପୋର୍ଟାଲ ଲଞ୍ଚ କଲେ ପିଏମ ମୋଦୀ, ଏବେ ସହଜରେ ମିଳିବ ଲୋନ୍
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜ୍ଞାନ ଭବନରେ ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଆଇକନିକ ସପ୍ତାହ ସମାରୋହକୁ ଉଦଘାଟନ କରିବା ସମୟରେ କ୍ରେଡିଟ ସହ ଜଡ଼ିତ ସରକାରୀ…
ଆରବିଆଇ କରୁଛି ନୂଆ ବିଚାର: ଭାରତୀୟ ମୁଦ୍ରାରେ ଦେଖାଯାଇ ପାରେ ଅବଦୁଲ କଲାମ ଓ ରବିନ୍ଦ୍ରନାଥ ଟାଗୋରଙ୍କ ଚିତ୍ର!
ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଭାରତୀୟ ମୁଦ୍ରାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଭବିଷ୍ୟତରେ ଭାରତୀୟ ମୁଦ୍ରାରେ ଏପିଜେ ଅବଦୁଲ କଲାମ ଓ ରବିନ୍ଦ୍ରନାଥ ଟାଗୋରଙ୍କ ଚିତ୍ର ଦେଖିବାକୁ ମିଳିପାରେ ବୋଲି ସୂଚନା ମିଳିଛି…
କେବେ ଓ କିପରି ଗିରଫ ହେବେ ଇମରାନ୍ ଖାନ୍ ? ପାକିସ୍ତାନର ଗୃହମନ୍ତ୍ରୀ ଦେଲେ ସୂଚନା
ଇସଲାମାବାଦ: ପାକିସ୍ତାନ ରାଜନୀତିର ଅଶାନ୍ତି ଶେଷ ହେବାର ନାଁ ନେଉନାହିଁ । କ୍ଷମତାରୁ ବାହାରିବା ପରେ ଶାହାବାଜ ସରିଫଙ୍କ ନୂଆ ସରକାରଙ୍କ ବିରୋଧରେ ମୋର୍ଚ୍ଚା ଆରମ୍ଭ କରିଛନ୍ତି ଇମରାନ୍ ଖାନ୍ । ଏହା ସହ ସେ ଲଗାତାର…