
Browsing Category
Breaking News
ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁଶୀଲ ବାଗଙ୍କୁ ବହିଷ୍କାର କଲା ବିଜେଡି
ଭବାନୀପାଟଣା, (ଓଡ଼ିଶା ଭାସ୍କର): ସରକାରଙ୍କ ଲୋକାଭିମୁଖୀ ଯୋଜନା ସବୁକୁ ସାରା ରାଜ୍ୟରେ ବିଜେଡିର ପ୍ରତ୍ୟେକ ଜର୍ମୀ ଲୋକଙ୍କ ପାଖରେ ପହଞ୍ଚାଉଥିବା ବେଳେ କିଛି ଜାଗାରେ କିଛି ବିଜେଡି କର୍ମୀ ପାର୍ଟିବିରୋଧୀ କାର୍ଯ୍ୟ କରି…
ରାଜ୍ୟସଭା ନିର୍ବାଚନ ଘୋଡା ବେପାର ଆଶଙ୍କା, ହୋଟେଲ୍ ରେ ରାଜସ୍ଥାନର ୪୦ ବିଧାୟକ
ରାଜସ୍ଥାନରେ ୪ ରାଜ୍ୟ ସଭା ଆସନ ଲାଗି ନିର୍ବାଚନ ହେବାକୁ ଯାଉଥିବାବେଳେ ସମସ୍ତ ଦଳୀୟ ବିଧାୟକଙ୍କୁ ଏକାଠି କରି ରଖିବା ଲାଗି କଂଗ୍ରେସ ପ୍ରାୟ ୪୦ ଜଣଙ୍କୁ ଉଦୟପୁରର ଏକ ହୋଟେଲକୁ ପଠାଇଦେଇଛି। ଏହା ବ୍ୟତୀତ ଅନ୍ୟ କେତେଜଣ…
ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ: କିଏ ମାରିବ ବାଜି ?
ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲାଟ୍ ଓ ଭିିଭିପାଟ ଗଣତି ଆରମ୍ଭ ହୋଇଛି । ସକାଳ ୮ଟା ୩୦ରୁ ଇଭିଏମରେ ହୋଇଥିବା ଭୋଟ ଗଣତି ହେବ । ୧୪ଟି…
ଓଡ଼ିଶାରେ ଅନଲାଇନ୍ କ୍ଲାସର କୁପରିଣାମ! ୧୭ ହଜାରରୁ ଉର୍ଦ୍ଧ୍ୱ ସ୍କୁଲ୍ ପିଲାଙ୍କ ଆଖିରେ ଚଷମା
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ୫ ବର୍ଷରୁ ୧୩ ବର୍ଷ ମଧ୍ୟରେ ଅଧିକ ପିଲାଙ୍କୁ ଦେଖିବାରେ ସମସ୍ୟା ଉପୁଜୁଛି । ଅତ୍ୟଧିକ ସମୟ ଟିଭି ଦେଖିବା, ମୋବାଇଲ୍ ଚଳାଇବା ହେଉ ଅବା ଅନ୍ୟକାରଣରୁ ସ୍କୁଲ ପିଲାଙ୍କ ଆଖି ଉପରେ ଏହାରକୁ…
ମଙ୍କିପକ୍ସ ମୁକାବିଲା ନେଇ୨ ପ୍ରକାରର ସର୍ଭିଲାନ୍ସ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱର ଅନେକ ଦେଶରେ ମଙ୍କିପକ୍ସ ବ୍ୟାପିବାରେ ଲାଗିଛି । ଅବଶ୍ୟ ଭାରତରେ ମଙ୍କିପକ୍ସ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇନି । କିନ୍ତୁ ଏଥିପାଇଁ ସରକାର ସଜାଗ ଅଛନ୍ତି । ଯଦି ମଙ୍କି ପକ୍ସ…
ସାବିତ୍ରୀ ପାଇଁ ବିଧବା ହେଲେ ପତ୍ନୀ! ରସି ଲଗାଇ ଝୁଲିପଡିଲେ ସ୍ୱାମୀ
ଢେଙ୍କାନାଳ (ଓଡ଼ିଶା ଭାସ୍କର): ପତ୍ନୀର ଚରିତ୍ରକୁ ନେଇ ପତି ପତ୍ନୀ ମଧ୍ୟରେ ମତଭେଦ ଯୋଗୁଁ ଘଟିଛି ଅଭାବନୀୟ ଘଟଣା । ଏପରିକି ସାବିତ୍ରୀ ବ୍ରତରେ ଓଡିଆଣୀମାନେ ନିଜର ସ୍ୱାମୀର ଦୀର୍ଘ ଜୀବନ କାମନାରେ ବ୍ରତ କରୁଥିଲେ ମଧ୍ୟ…
ଆଜି ବ୍ରଜରାଜନଗର ଉପନିର୍ବାଚନ ରେଜଲ୍ଟ: ୮ଟାରୁ ଭୋଟ ଗଣତି ଆରମ୍ଭ
ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ଆଜି ଆସିବ ବ୍ରଜରାଜନଗର ଉପନିର୍ବାଚନ ରେଜଲ୍ଟ । ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲାଟର ଭୋଟ ଗଣତି ଆରମ୍ଭ ହେବ । ସକାଳ ୮ଟା ୩୦ରୁ ଇଭିଏମରେ ହୋଇଥିବା ଭୋଟ ଗଣତି ହେବ । ୧୪ଟି ଟେବୁଲରେ ୨୦…
ରାଶିଫଳ(ଶୁକ୍ରବାର,୦୩ ଜୁନ,୨୦୨୨)
ମେଷ - ଚାକିରି ବ୍ୟବସାୟ ଉଭୟ କ୍ଷେତ୍ରରେ ଶୁଭ ପରିବେଷ ମିଳିବ, ପିଲାମାନେ ମହିଳାମାନେ ଆଶା ଠାରୁ ଅଧିକ ଖୁସିରେ ରହିବେ, ମନମୁତାବକ ଆୟ କରିବାର ସୁଯୋଗ ଷୃଷ୍ଟି ହେବ, ଶିକ୍ଷାବିଭାଗ, ଠିକାଦାରି, କଳକବଜା, ପୁସ୍ତକ…
ଜାମ୍ମୁ କାଶ୍ମୀରରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ;ଦୁଇଜଣ ଶ୍ରମିକଙ୍କ ଉପରକୁ ଗୁଳି ଚଳାଇଲେ, ଜଣେ ମୃତ
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର କୁଲଗାମରେ ବ୍ୟାଙ୍କର ବିଜୟ କୁମାରଙ୍କ ହତ୍ୟା ପରେ ଆଜି ଆତଙ୍କବାଦୀମାନେ ବୁଦ୍ଧଗାମର ଚାଡୋରା ଅଞ୍ଚଳରେ ଦୁଇଜଣ ଶ୍ରମିକଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଉଭୟ ଶ୍ରମିକଙ୍କୁ ଡାକ୍ତରଖାନାରେ…
(Vedio)ଭଦୋଦରା ରାସାୟନିକ କାରଖାନାରେ ବିସ୍ଫୋରଣ ପରେ ବ୍ୟାପକ ଅଗ୍ନିକାଣ୍ଡ, ୧୫ ଆହତ
ନୂଆଦିଲ୍ଲୀ(ଓଡିଶା ଭାସ୍କର): ଭଦୋଦରା, ନନ୍ଦେସରୀ GIDC ଠାରେ ଥିବା ଦୀପକ ନାଇଟ୍ରାଇଟ୍ କମ୍ପାନୀରେ ବିସ୍ଫୋରଣ ପରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡର ଖବର ଆସିଛି। ନିଆଁ ଲାଗିବା ମାତ୍ରେ ୧୫ ଟି ଅଗ୍ନିଶମ ବାହନୀ ଗାଡି…