Browsing Category

Breaking News

ଅଧଘଣ୍ଟାରେ ୧୦ କୋଟି ମୃତ୍ୟୁ, ୧୮ ହଜାର ବର୍ଷ ପଛକୁ ଚାଲିଯିବ ଦୁନିଆ; ପରମାଣୁ ଯୁଦ୍ଧ ହେଲେ କଣ ହେବ ଜାଣନ୍ତୁ?

ନୂଆଦିଲ୍ଲୀ: କଣ ହେବ ଯଦି ଧମାକା ହେବ ଓ ମାତ୍ର କିଛି ମୁହୂର୍ତ୍ତରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଯିବ । ଲୋକ ବସିଥିବେ ଓ ସେମାନଙ୍କ ଚମଡ଼ା ଜଳି ଯିବ । ଛାତି ଥରାଇବା ପରି ଧମାକା ହେବ ଆଉ ସବୁ ଦିଗ ଶୂନଶାନ୍ ପଡ଼ିଯିବ…

ଦୁନିଆର ସବୁଠାରୁ ଧନୀ ରାଜା: ବାଣ୍ଟିଦେଲେ ଏତେ ସୁନା ଯେ ଦେଶ ହୋଇଗଲା କାଙ୍ଗାଳ

ନୂଆଦିଲ୍ଲୀ: ଦୁନିଆରେ କିଏ ବା ଧନୀ ହେବାକୁ ନଚାହେଁ । ଲୋକମାନେ ଟଙ୍କା ରୋଜଗାର କରିବା ଦିନ ରାତି ପରିଶ୍ରମ କରିଥାନ୍ତିି । ଦୁନିଆରେ ଏପରି କିଛି ଧନୀ ଅଛନ୍ତି, ଯେଉଁମାନେ ଦେଶର ଆର୍ଥିକ ସ୍ଥିତିକୁ ଦୋହଲାଇବାର ଶକ୍ତି…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୪୩ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

ବିପଦରେ ୨୦ ଓଡ଼ିଆ ଡାକ୍ତରୀ ଛାତ୍ରଙ୍କ ଜୀବନ: ଖାଇବାକୁ ମିଳୁନି କି ଯୋଗାଯୋଗ ସମ୍ଭବ ହେଉନି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରୁଷିଆ-ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ କାରଣରୁ ଗତକାଲି ଜଣେ ଭାରତୀୟ ଛାତ୍ର ମୃତ୍ୟୁବରଣ କରିଥିଲେ । ଖାରକିଭ ନ୍ୟାସନାଲ ମେଡିକାଲ ୟୁନିଭରସିଟିରେ ପାଠ ପଢ଼ୁଥିବା ନବୀନ ଶେଖାରପ୍ପା…

ମୋ ପୁଅ ୯୭ ପ୍ରତିଶତ ମାର୍କ ରଖିଥିଲା, ତଥାପି ମେଡିକାଲରେ ସିଟ୍ ମିଳିନଥିଲା: ନବୀନଙ୍କ ପିତା

ନୂଆଦିଲ୍ଲୀ: ୟୁକ୍ରେନକୁ ମେଡିକାଲ ପାଠ ପଢ଼ିବାକୁ ଯାଇ ମୃତ୍ୟୁବରଣ କରିଥିବା ୨୧ ବର୍ଷୀୟ ଛାତ୍ର ନବୀନ ଶେଖାରପ୍ପା ଜ୍ଞାନଗୌଡରଙ୍କୁ ଝୁରୁଛନ୍ତି ତାଙ୍କର ପିତାମାତା । ୟୁକ୍ରେନ-ରୁଷିଆ ମଧ୍ୟରେ ଚାଲିଥିବା ଘମାଘୋଟ ଲଢ଼େଇରେ…

ରୁଷ ପାଇଁ ବାୟୁସୀମା ବନ୍ଦ କଲା ଆମେରିକା: ରାଷ୍ଟ୍ରପତି ବାଇଡେନ ଦେଲେ ଖୋଲା ଧମକ, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରଖିଛି । ଏହାରି ମଧ୍ୟରେ ରୁଷିଆ ପାଇଁ ନିଜ ସୀମା ବନ୍ଦ କରିଛି ଆମେରିକା । ଦେଶ ଉଦ୍ଦେଶ୍ୟରେ ଅଭିଭାଷଣରେ ରାଷ୍ଟ୍ରପତି ଜୋ ବାଇଡେନ ଏହି ଘୋଷଣା କରିଛନ୍ତି । ଏହା ସହ…

IPLକୁ ଏଣ୍ଟ୍ରି ମାରିବେ କି ରୈନା, ଏହି ଫ୍ରାଞ୍ଚାଇଜରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ: ଚଳିତ ଆଇପିଏଲ ପାଇଁ ଖେଳାଳିଙ୍କ ନିଲାମୀ ପ୍ରକ୍ରିୟା ସମାପ୍ତ ହୋଇଥିବା ବେଳେ ଅନେକ ଖେଳାଳିଙ୍କୁ କୌଣସି ଫ୍ରାଞ୍ଚାଇଜ୍ କିଣିବାକୁ ମନ ବଳାଇନଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଅନସୋଲ୍ଡର ହେଉଛନ୍ତି ସୁରେଶ…

ଦରକାରଠାରୁ ଅଧିକ ପାଣି ପିଉଥିଲେ ସାବଧାନ୍! ଶରୀରକୁ ହେବ ଏପରି କ୍ଷତି

ନୂଆଦିଲ୍ଲୀ: କଥାରେ ଅଛି, ଜଳ ହିଁ ଜୀବନ । ପାଣି ପିଇବାର ଅନେକ ଫାଇଦା ରହିଛି, ଏହା ଶରୀରକୁ ହାଇଡ୍ରେଟ୍ ରଖେ । ଚର୍ମରୁ ନେଇ ଶରୀରରୁ ବିଷାକ୍ତ କଣିକା ବାହାର କରିବା ପାଇଁ ପାଣି କାମ କରେ । ଶରୀରର ସମସ୍ତ ଅଙ୍ଗକୁ…

ପରମାଣୁ ଆଟାକ୍ ଆଉ ବିଳମ୍ବ ନୁହେଁ: ସୁରକ୍ଷା ପାଇଁ ନିଜ ପରିବାର ବର୍ଗଙ୍କୁ ଅଣ୍ଡରଗ୍ରାଉଣ୍ଡ କଲେ ପୁଟିନ୍

ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଛି । ବିଭିନ୍ନ ବିଭିନ୍ନ ରାଷ୍ଟ୍ରଙ୍କ ତାଗିଦ ପରେ ମଧ୍ୟ ରୁଷିଆ ୟୁକ୍ରେନ ଉପରେ ହମଲା ଜାରି ରଖିଛି । ତେବେ ଏହା ମଧ୍ୟରେ ରୁଷ…

ବଟାନିକାଲ ଗାର୍ଡେନରେ ଭୋଜିକୁ ମିଳିଲା ଅନୁମତି, ଏଣିକି ଅନ୍‌ଲାଇନ୍ ଓ ଅଫଲାଇନ୍‌ରେ ବୁକିଂ କରିପାରିବେ ପିଣ୍ଡି

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ନନ୍ଦନକାନନ ରାଜ୍ୟ ଉଦ୍ଭିଦ ଉଦ୍ୟାନ(ବଟାନିକାଲ ଗାର୍ଡେନ)ରେ ଭୋଜି କରିବା ପାଇଁ ମିଳିଲା ଅନୁମତି । ସୋମବାର ନନ୍ଦନକାନନ କତ୍ତୃପକ୍ଷ ଏହି ଘୋଷଣା କରିବା ପରେ ପର୍ଯ୍ୟଟକଙ୍କ ମହଲରେ ଖୁସିର…