fbpx
Browsing Category

Breaking News

ରାଜ୍ୟରେ ବନ୍ଧୁକ କାରଖାନା ଠାବ: ଜଣେ ଗିରଫ, ଜାଣନ୍ତୁ କେଉଁଠୁ ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ରାଜ୍ୟର ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ମାଣ୍ଡିଆବେଡ଼ାରେ ବନ୍ଧୁକ କାରଖାନା ଠାବ ହୋଇଛି । କୌଣସି ସୂତ୍ରରୁ ଖବର ପାଇ ବନ୍ଧୁକ କାରଖାନା ଠାବ କରିଛି ପୋଲିସ । ଏହି ମାମଲାରେ ଅଭିଯୁକ୍ତ…

ଆଇଟି ନିୟମ ଆଧାରରେ ଫେସବୁକ୍ ଜାରି କଲା ପ୍ରଥମ ରିପୋର୍ଟ, ୩ କୋଟିରୁ ଅଧିକ ପୋଷ୍ଟ ବିରୋଧରେ ନେଇଛି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: କିଛି ମାସ ହେବ ନୁତନ ଆଇଟି ନିୟମକୁ ନେଇ କେନ୍ଦ୍ର ସରକାର ଏବଂ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟରେ ବିବାଦ ଲାଗି ରହିଛି । ତେବେ କିଛି ପ୍ଲାଟଫର୍ମ ଏହାକୁ ମାନିବାକୁ ରାଜି ହୋଇଥିବା ବେଳେ କିଛି…

SBI ଗ୍ରାହକଙ୍କ ପାଇଁ ବଡ଼ ଖବର: ଆଜି ରାତିରେ ୨ଘଣ୍ଟାରୁ ଅଧିକ ସମୟ ବନ୍ଦ ରହିବ ଏହି ସର୍ଭିସ୍

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇର କିଛି ବ୍ୟାଙ୍କିଙ୍ଗ ସର୍ଭିସ ଶନିବାର ରାତିରେ ୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ବନ୍ଦ ରହିବ । ଟ୍ୱିଟର ଜରିଆରେ ବ୍ୟାଙ୍କ ଏହାର ସୂଚନା ଦେଇଛି । ବ୍ୟାଙ୍କ ପକ୍ଷରୁ…

କାହାକୁ କିଛି ନଜଣାଇ ମାମୁଘରକୁ ଚାଲିଗଲେ ମହିଳା, ବାପା-ଭାଇ ମିଶି ଗଛରେ ବାନ୍ଧି ମାରିଲେ ଆଖିବୁଜା ମାଡ଼

ଭୋପାଳ: କାହାକୁ ନଜଣାଇ ମାମୁଘରକୁ ଚାଲିଯିବାରୁ ରାଗରେ ଆସି ଝିଅକୁ ଗଛରେ ବାନ୍ଧି ଖୁବ୍ ନିର୍ଦ୍ଦୟ ଭାବରେ ବାଡ଼େଇଛନ୍ତି ବାପା ଓ ଭାଇ । ଦୁହେଁ ମିଶି ଏତେ  ମାଡ଼ ମାରିଛନ୍ତି ଯେ, ୧୯ ବର୍ଷିୟା ଝିଅ ଏବେ ଅଧମରା ଅବସ୍ଥାକୁ…

‘ପ୍ରିୟଙ୍କାଙ୍କୁ ମାରିଦେଲା ବିବେକାନନ୍ଦ ହସ୍ପିଟାଲ୍’, ମାତ୍ର ଗୋଟିଏ ଇଞ୍ଜେକ୍ସନ୍ ପାଲଟିଗଲା ବିଷ!

ଭୁବନେଶ୍ୱର(ଓଡ଼ିଶା ଖବର): ଆମ ପ୍ରିୟଙ୍କାକୁ ମାରିଦେଲା ବିବେକାନନ୍ଦ ହସ୍ପିଟାଲ୍ । କିଛି ନଥିଲା, ସାଧାରଣ ବେକ ଯନ୍ତ୍ରଣା ହେବାରୁ ନେଇ ଯାଇଥିଲେ ଡାକ୍ତରଙ୍କ ପାଖକୁ । ହେଲେ ଗୋଟିଏ ଇଞ୍ଜେକ୍ସନ୍ କଣ ଦେଲେ କେଜାଣି ହଠାତ୍…

ଆଧାର କାର୍ଡରେ କେତେଥର ବଦଳାଇପାରିବେ ନାମ, ଲିଙ୍ଗ ଓ ଜନ୍ମତାରିଖ? ଜାଣନ୍ତୁ

ନୂଆଦିଲ୍ଲୀ: ଯଦି ଆପଣ ଆଧାର କାର୍ଡରେ ଜନ୍ମ ତାରିଖ, ନାମ, ଠିକଣା ବା ଲିଙ୍ଗ ବଦଳାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ କେତେଥର ଏହାକୁ ବଦଳାଇ ପାରିବେ ତାହା ଜାଣିବା ଅତ୍ୟନ୍ତ ଜରୁରୀ । ଆଜିର ସମୟରେ ଆଧାରକାର୍ଡ ଏକ…

ମେକ୍ସିକୋର ସମୁଦ୍ରରେ ଲାଗିଛି ଭୟଙ୍କର ନିଆଁ, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

ମେକ୍ସିକୋ: ଲାଟିନ୍ ଆମେରିକୀ ଦେଶ ମେକ୍ସିକୋର ଗଲ୍ଫରେ ସମୁଦ୍ରରେ ନିଆଁ ଲାଗିଯାଇଛି । ପାଣିରେ ନିଆଁ ଲାଗିବା ଘଟଣା ଏବେ ସମସ୍ତଙ୍କୁ ତାଜୁବ୍ କରିଛି । ତେବେ ଏହା ପଛର କାରଣ ହେଉଛି ପାଣି ଭିତରେ ଯାଇଥିବା ପାଇପଲାଇନ୍ ରୁ…

ଭିକାରିମାନେ ବି କାମ କରିବା ଦରକାର, ସବୁକିଛି ରାଜ୍ୟ ଦେଇପାରିବ ନାହିଁ: ହାଇକୋର୍ଟ

ମୁମ୍ବାଇ: ମୁମ୍ବାଇ ହାଇକୋର୍ଟ ଶନିବାର କହିଛନ୍ତି ଯେ ଭିକାରି ଓ ବେଘର ହୋଇଥିବା ଲୋକମାନେ ବି କିଛି କାମ କରିବା ଦରକାର । କାରଣ ସବୁକିଛି ରାଜ୍ୟ ଉପଲବ୍ଧ କରାଇପାରିବ ନାହିଁ । ମୁଖ୍ୟ ନ୍ୟାୟମୁର୍ତ୍ତି ଦୀପାଂକର ଦତ୍ତା ଓ…

କୋଭିଡ କଟକଣାକୁ ଫୁ’, ସିଲ୍ ହେଲା KFC

ବ୍ରହ୍ମପୁର(ଓଡ଼ିଶା ଭାସ୍କର): କରୋନା ମୁକାବିଲା ପାଇଁ ସରକାର ଯେତେେ କଟକଣା ଲାଗୁ କଲେ ବି ଲୋକମାନେ ଏହକୁ ଫୁ’ କରି ଉଡ଼ାଉଦେଉଛନ୍ତି । ଫଳରେ କରୋନା ସଂକ୍ରମଣ କମିବା ବଦଳରେ ପୁଣି ବଢ଼ିବାର ସମ୍ଭାବନା ରହିଛି । ଏହାରି…

ତୀରଥଙ୍କ ଇସ୍ତଫା ପରେ ମମତାଙ୍କ ମୁଣ୍ଡରେ ଡେମୋକ୍ଲିସ୍ ଖଣ୍ଡା!

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତଙ୍କ ଇସ୍ତଫା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡୁଆ ବଢିଛି । ମାତ୍ର ୧୧୫ ଦିନର ମୁଖ୍ୟମନ୍ତ୍ରୀତ୍ୱ ସମୟ ପରେ ତୀରଥ ଶୁକ୍ରବାର…