Browsing Category
Breaking News
ଆଇସିୟୁରେ ଭର୍ତ୍ତି ହେଲେ ସାଏରା ବାନୋ, ଚାଲିଛି ଚିକିତ୍ସା
ମୁମ୍ବାଇ( ଭାସ୍କର ନ୍ୟୁଜ୍): ବଲିଉଡ ଭେଟେରାନ ଅଭିନେତ୍ରୀ ସାଏରା ବାନୋ ଖରାପ ହେଲା ସ୍ୱାସ୍ଥ୍ୟାବସ୍ଥା । ତାଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସାଏରା ବାନୋଙ୍କ ସୁଗାରା…
ଲାଲବାହିନୀର ବର୍ବର କାଣ୍ଡ: ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ଡାକି ନେଇ ଗୁଳି କରି ହତ୍ୟା କଲେ ମାଓବାଦୀ
ରାୟଗଡ଼ା, (ଭାସ୍କର ନ୍ୟୁଜ୍): ରାୟଗଡ଼ା ଜିଲ୍ଲା ଆମ୍ବାଦଳା ଥାନା ଅନ୍ତର୍ଗତ ଟିକରପଡ଼ା ଗ୍ରାମରେ ମାଓବାଦୀମାନେ ଘଟାଇଛନ୍ତି ବର୍ବର କାଣ୍ଡ । ପୋଲିସକୁ ସୂଚନା ଦେଉଥିବା ଅଭିଯୋଗ ଆଣି ଟିକରପଡ଼ାର ଗ୍ରାମରକ୍ଷୀ ସନ୍ତୋଷ…
ରାଶିଫଳ(ଗୁରୁବାର,୦୨ ସେପ୍ଟେମ୍ବର,୨୦୨୧)
ମେଷ - ପାରିବାରିକ ପରିବେଷରେ ଖୁସି ମିଳିବ, ପିଲାଙ୍କର ଚାକିରିର ସୁଯୋଗ ଆସିବ, କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ, ସରକାରି ସହାୟତା ମିଳିବ, ପରିବାରରେ ଦାୟିତ୍ବ ବୃଦ୍ଧି ହେବ,ପାରିବାରିକ ସମ୍ପର୍କରେ ଆନନ୍ଦ…
ବର୍ଷାକୁ ନେଇ ଏପରି ଉତ୍ତର ଦେଲେ ମନ୍ତ୍ରୀ ଅରୁଣ ସାହୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ମରୁଡ଼ି ସମ୍ପର୍କିତ ମୁଲତବୀ ଆଲୋଚନାରେ ଉତ୍ତର ଦେବାକୁ ଯାଇ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ‘ଗତ ୨୦ ବର୍ଷ ଭିତରେ ରାଜ୍ୟରେ ୮…
ଖୁସିଖବର: ପିଏନବି ଗ୍ରାହକଙ୍କୁ ମିଳିବ ବଡ଼ ଫାଇଦା, ବ୍ୟାଙ୍କ କଲା ଏହି ଘୋଷଣା
ନୂଆଦିଲ୍ଲୀ : ଯଦି ଆପଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ବା ପିଏନବିର ଗ୍ରାହକ, ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସିଖବର । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପାର୍ବଣ ଋତୁର ଅଫର ଭାବେ ଖୁଚୁରା ଉତ୍ପାଦ ଉପରେ ସମସ୍ତ ସେବା ଶୁଳ୍କ…
ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଘର ଛାଡି ଅଲଗା ରହିବାକୁ ପ୍ଲାନିଂ କରୁଛନ୍ତି ଶିଳ୍ପା !
ମୁମ୍ବାଇ: ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗତ ଗୁଲାଇ ୧୯ରୁ ଗିରଫ ହୋଇ ଜେଲରେ ଅଛନ୍ତି । ପୋର୍ଣ୍ଣୋଗ୍ରାଫୀ ମାମଲାରେ ନାଁ ଆସିବା ପରଠାରୁ ଶିଳ୍ପା ଶେଟ୍ଟୀ ଲଗାତାର ଭାବେ…
ଗାନ୍ଧୀ-ନେହେରୁ ପରିବାର ପ୍ରତି ଅଶ୍ଳୀଳ ମନ୍ତବ୍ୟ ଅଭିଯୋଗ, ଅଭିନେତ୍ରୀ ପାୟଲ ରୋହତଗିଙ୍କ ନାଁରେ ମାମଲା
ନୂଆଦିଲ୍ଲୀ: ଅଭିନେତ୍ରୀ ପାୟଲ ରୋହତଗିଙ୍କ ବିରୋଧରେ ପୁଣେରେ ଏକ ମାମଲା ରୁଜୁ ହୋଇଛି । ନେହେରୁ-ଗାନ୍ଧୀ ପରିବାରର ଲୋକଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ପାଇଁ ଅଭିନେତ୍ରୀଙ୍କ ଉପରେ ଏହି ମାମଲା ହୋଇଛି । ମହାତ୍ମା ଗାନ୍ଧୀ,…
ରାଜ୍ୟର ୬୪ ପୋଲିସ ଅଧିକାରୀ ପାଇବେ ମୁଖ୍ୟମନ୍ତ୍ରୀ ମେଡାଲ, ଦେଖନ୍ତୁ ଲିଷ୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୬୪ ପୋଲିସ ଅଧିକାରୀଙ୍କୁ ଦିଆଯିବ ମୁଖ୍ୟମନ୍ତ୍ରୀ ମେଡାଲ । ୫T ଅଧିନରେ ତଦନ୍ତରେ ଉତ୍କର୍ଷତା ପାଇଁ ଏହି ମେଡାଲ ପାଇବେ ଅଧିକାରୀ । ରାଜ୍ୟସ୍ତରୀୟ ଆୱାର୍ଡ କମିଟିର ଅନୁମୋଦନ…
ମୌସୁମୀ ଅଧିବେଶନ ଆରମ୍ଭରୁ ହୋହଲ୍ଲା, ୧୨ଟା ୩୪ ପର୍ଯ୍ୟନ୍ତ ଗୃହ ମୁଲତବୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଆଧିବେଶନ । କିନ୍ତୁ ଅଧିବେଶନର ଆରମ୍ଭରୁ ହୋହଲ୍ଲା ଦେଖିବାକୁ ମିଳିଛି । ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟ ହୋହଲ୍ଲା କରିଥିଲେ ।…
e-SHRAM ପୋର୍ଟାଲରେ ଶ୍ରମିକଙ୍କୁ ରୋଜଗାର ସହିତ ମିଳିବ ଅନେକ ଫାଇଦା, ଜାଣନ୍ତୁ କିପରି କରିବେ ରେଜିଷ୍ଟ୍ରେସନ୍
ନୂଆଦିଲ୍ଲୀ: ଭାରତ ସରକାର କୋଟି କୋଟି ଅସଙ୍ଗଠିତ ଶ୍ରମିକଙ୍କ ସାମଗ୍ରିକ କଲ୍ୟାଣ ପାଇଁ ଏକ ଜାତୀୟ ଡାଟାବେସ୍ ଲଞ୍ଚ କରିଛନ୍ତି । ମୋଦୀ ସରକାର e-SHRAM ପୋର୍ଟାଲ ବିକଶିତ କରିଛନ୍ତି, ଯେଉଁଥିରେ ସେମାନଙ୍କ ଆଧାର କାର୍ଡ…