Browsing Category

Breaking News

ସରିଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଦାନ : ୨୬ରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ, ୨୮ ଯାଏଁ ଚାଲିବ ଭୋଟ ଗଣତି

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): କାଁ ଭାଁ କେତେକ ହିଂସାକାଣ୍ଡକୁ ଛାଡ଼ିଦେଲେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ନିମନ୍ତେ ଗୁରୁବାର ଶାନ୍ତିୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଛି । ଏହି…

ଆଜିଠୁ ୩ ଦିନ ଯାଏଁ ଛେଚିବ ବର୍ଷା, ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ୨୫ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁାଳକ ପୂର୍ବାନୁମାନ କରିଛନ୍ତି । ସେ କହିଛନ୍ତି, ୨୫…

ସୁରକ୍ଷା ବଳୟ ମଧ୍ୟରେ ଭୋଟ ଦେଲେ ସ୍ୱାଭିମାନ ଅଂଚଳ ବାସୀ

ନିର୍ବାଚନ କମିଶନରଙ୍କ ନିୟମ ଅନୁସାରେ ରାଜ୍ୟରେ ଆରମ୍ଭ ହୋଇଥିଲା ପଞ୍ଚାୟତ ନିର୍ବାଚନ । ତେବେ 5 ଟି ପର୍ଯ୍ୟାୟରେ ହୋଇଥିଲା ନିର୍ବାଚନ । ମାଲକାନଗିରି ଜିଲ୍ଲାରେ ମଧ 5 ଟି ପ୍ରଯ୍ୟୟ ରେ ଭୋଟ ଦେବା ଆରମ୍ଭ ହୋଇଥିଲା ।…

ପୁଟିନ-ମୋଦି ଆଲୋଚନା: ହିଂସାର ପଥ ଛାଡ଼ି ଯୁଦ୍ଧ ରୋକିବାକୁ କଲେ ଅପିଲ୍

ରୁଷ ରାଷ୍ଟ୍ରପତିଙ୍କ ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ମୋଦି । ୟୁକ୍ରେନ ସଂକଟ ପରିପ୍ରେକ୍ଷୀରେ ଗୁରୁବାର ଫୋନରେ କଥା ହେଲେ ମୋଦି । ସମଗ୍ର ଘଟଣାକୁ ନେଇ ମୋଦିଙ୍କୁ ସୂଚନା ଦେଲେ ପୁଟିନ୍ । ଆଲୋଚନା ମାଧ୍ୟମରେ…

ୟୁକ୍ରେନ ସଂକଟକୁ ନେଇ ବିଦେଶ ମନ୍ତ୍ରାଳୟର ପ୍ରେସମିଟ୍: କିଛି ସମୟ ମଧ୍ୟରେ ପୁଟିନଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ । ଯାହାର ପ୍ରଭାବ ସମଗ୍ର ଉପରେ ଦେଖିବାକୁ ମିଳିଛି । ଅନେକ ଦେଶ ନିଜ ନିଜ ସ୍ତରରେ ଏହି ଯୁଦ୍ଧକୁ କୁଟନୈତିକ ସ୍ତରରେ ରୋକିବାକୁ ଚେଷ୍ଟା କରୁଛନ୍ତି ।…

ରୁଷିଆ ରାଷ୍ଟ୍ରପତିଙ୍କ ବିଳାଶପୂର୍ଣ୍ଣ ଜୀବନଶୈଳୀ, ମୋଟ ସମ୍ପତ୍ତି ମୂଲ୍ୟ ରହିଛି ଏତିକି

ରୁଷ ଓ ୟୁକ୍ରେନ୍ ଭିତରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି । ରୁଷର ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ୍ଙ୍କ ନିର୍ଦେଶ ପରେ ୟୁକ୍ରେନ୍ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଛି । ଦୁଇ ଦେଶର ସେନା ପରସ୍ପରକୁ କଡା ଜବାବ୍…

ୟୁକ୍ରେନର ୧୧ଟି ଏୟାର ଫିଲ୍ଡ, ୭୪ ଟି ସେନା ଶିବିର ଧ୍ୱଂସ କରିବା ନେଇ ରୁଷର ସୂଚନା

ରୁଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ । ଗୁରୁବାର ସକାଳେ ୟୁକ୍ରେନ ଉପରେ ଆକ୍ରମଣ ଘୋଷଣା କରିଥିଲେ ରୁଷ ରାଷ୍ଟ୍ରପତ ଭ୍ଲାଦିମିର ପୁଟିନ୍ । ଯାହାକୁ ନେଇ ବିଶ୍ୱ ସ୍ତରରେ ଆରମ୍ଭ ହୋଇଛି ସମାଲୋଚନା । ସେପଟେ…

ସୀମା ଟପିଲା ନୃଶଂସତା: ଯୌତୁକ ପାଇଁ ସ୍ତ୍ରୀର ଆଙ୍ଗୁଠି କାଟିଲା ସ୍ୱାମୀ, ଲଗାଇଲା କରେଣ୍ଟ

ଲକ୍ଷ୍ନୌ: ଯୌତୁକ ପାଇଁ ସ୍ୱାମୀ ଦେଲା ନୃଶଂସ ନିର୍ଯ୍ୟାତନା । ବାପା ମା ସହ ମିଶି ସ୍ତ୍ରୀର ଆଙ୍ଗୁଠି କାଟିଲା, ଖାଲି ଏତିକି ନୁହେଁ କରେଣ୍ଟ ମଧ୍ୟ ଲଗାଇଲା । ଏଭଳି ଏକ ନୃଶଂସ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ…

(Video) ୟୁକ୍ରେନ-ଋଷିଆ ଯୁଦ୍ଧ: ଓଡ଼ିଆ ପୁଅଙ୍କ ମୁଣ୍ଡରେ ଭାରତୀୟଙ୍କ ସୁରକ୍ଷା ଭାର

ଆରମ୍ଭ ହୋଇଛି ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ । ଏଭଳି ସ୍ଥିତିରେ ସବୁ ଦେଶ ୟୁକ୍ରେନରେ ଥିବା ନିଜର ନାଗରିକଙ୍କ ସୁରକ୍ଷା ପାଇଁ ଏବେ ଅଧିକ ଚିନ୍ତିତ ହୋଇପଡ଼ିଛନ୍ତି । ସବୁ ଦେଶ ନିଜ ନାଗରିକଙ୍କୁ ୟୁକ୍ରେନରୁ ଉଦ୍ଧାର…

ଲଞ୍ଚ ହେଲା Realmeର ନୂଆ ସ୍ମାର୍ଟଫୋନ; ବଜେଟରେ ରହିଛି 50 MP ର କ୍ୟାମେରା

ନୂଆଦିଲ୍ଲୀ: ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Realme ଏହାର ନୂତନ ସ୍ମାର୍ଟଫୋନ Realme Narzo 50 କୁ ଭାରତରେ ଲଞ୍ଚ କରିଛି । ଏହି ବଜେଟ ସ୍ମାର୍ଟଫୋନରେ ଦମଦାର ଟ୍ରିପଲ କ୍ୟାମେରା, ବ୍ୟାଟେରୀ, ଦମଦାର ପ୍ରୋସସର ରହିଛି…