Browsing Category
Breaking News
ଆଫଗାନିସ୍ତାନ ସଙ୍କଟ: ଫେରିଲେ ଆଉ ୧୪୬ ଭାରତୀୟ
ନୂଆଦିଲ୍ଲୀ: ଆଫଗାନିସ୍ତାନ ସଙ୍କଟ ମଧ୍ୟରେ ଫେରିଛନ୍ତି ଆଉ ୧୪୬ ଭାରତୀୟ । ଦୋହାସ୍ଥିତ ଭାରତୀୟ ଦୂତାବାସ ସହାୟତାରେ ସେମାନେ ଭାରତ ଫେରିଛନ୍ତି । ୧୪୬ ଭାରତୀୟଙ୍କୁ ରବିବାର ଦିନ ଆଫଗାନିସ୍ତାନର ରାଜଧାନୀ କାବୁଲରୁ ବିମାନ…
ଥମୁନି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ପୁଣି ନେଲା ୬୮ ମୁଣ୍ଡ
ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଯେତେ ସଚେତନ ରହିଲେ ବି ରାଜ୍ୟରେ ମୃତ୍ୟୁସଂଖ୍ୟା କମିବାରେ ନାଁ ଧରୁନାହିଁ । ପ୍ରତିଦିନ ୬୦ ଉପରକୁ ଜୀବନ ନେଇଛୁ କରୋନା ମହାମାରୀ । ଲକଡାଉନ୍, ସଟଡାଉନ୍…
ରାଜ୍ୟରେ ପୁଣି ୭୬୧ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନାର ଉପର ତଳ ଖେଳ ଆରମ୍ଭ ହୋଇଗଲାଣି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି…
ରାଜ୍ୟର ୨୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ, ମରୁଡି ଆଶଙ୍କା ନେଇ ଚିନ୍ତାରେ ଚାଷୀ
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ସାରା ରାଜ୍ୟରେ ସ୍ୱାଭାବିକଠାରୁ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଜୁଲାଇ ୧ରୁ ଅଗଷ୍ଟ ୨୨ ତାରିଖ ମଧ୍ୟରେ ସ୍ୱାଭାବିକ ବର୍ଷା ଠାରୁ ୩୦ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଥିବା…
ଲା ଗଣେଶନ ହେଲେ ମଣିପୁର ନୂଆ ରାଜ୍ୟପାଳ, ରାଷ୍ଟ୍ରପତି ଦେଲେ ମଞ୍ଜୁରୀ
ନୂଆଦିଲ୍ଲୀ, (ଭାସ୍କର ନ୍ୟୁଜ): ମଣିପୁରର ନୂତନ ରାଜ୍ୟପାଳ ହୋଇଛନ୍ତି ଲା ଗଣେଶନ୍ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟପାଳଭାବେ ଲା ଗଣେଷନ୍ଙ୍କ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଗଣେଶନ ବିଜେପିର ଜଣେ…
ଆଜିଠୁ ସମସ୍ତ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ଦ୍ୱାର, ସକାଳ ୭ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କାଳିଆ ସାଆନ୍ତଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ
ପୁରୀ (ଭାସ୍କର ନ୍ୟୁଜ୍): ସବୁ ପ୍ରତିକ୍ଷାର ଅନ୍ତ ଘଟିଛି, ଦୀର୍ଘ ୪ ମାସ ପରେ ଆଜିଠୁ କାଳିଆ ସାଆନ୍ତଙ୍କ ଦର୍ଶନ କରିବେ ସମସ୍ତ ସାଧାରଣ ଭକ୍ତ। ଖୋଲିବ ଶ୍ରୀମନ୍ଦିର। ପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀଜଗନ୍ନାଥ ଭକ୍ତଙ୍କ…
ଚା’ ପିଇବା ସମୟରେ ଭୁଲରେ ବି କରନ୍ତୁନି ଏହି ଭୁଲ୍, ନଚେତ୍ ଏହି ସବୁ ରୋଗର ହେବେ ଶିକାର
ଓଡ଼ିଶା ଭାସ୍କର ବ୍ୟୁରୋ: ଭାରତରେ ଦିନର ଆରମ୍ଭ ଚା' ବିନା ଅସମ୍ପୂର୍ଣ୍ଣ ଅଟେ । ଆଖି ଖୋଲିବା ମାତ୍ରେ ପ୍ରଥମେ ଚା ଦରକାର । ଅନେକ ଲୋକ ଏପରି ରହିଛନ୍ତି ଯେଉଁ ମାନଙ୍କୁ ଚା' ପିଇବା ଖୁବ୍ ପସନ୍ଦ । ଏମିତି ଅନେକ ଜଣ…
ସେପ୍ଟେମ୍ବର ୧ ତାରିଖରୁ ବଦଳିଯିବ ଚେକ୍ କ୍ଲିୟରିଂ ସିଷ୍ଟମ୍! ଏହି ସୂଚନା ନଦେଲେ ପଡ଼ିବେ ହଇରାଣରେ
ନୂଆଦିଲ୍ଲୀ: ଯଦି ଆପଣ ଆକ୍ସିସ୍ ବ୍ୟାଙ୍କ୍ ଗ୍ରାହକ ତେବେ ଏହା ହେଉଛି ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଯଦି ଆପଣ ଆକ୍ସିସ୍ ବ୍ୟାଙ୍କର ଚେକ୍ ବୁକ୍ ବ୍ୟବହାର କରୁଛନ୍ତି ତେବେ ଏହି ଖବର ହେଉଛି ଖୁବ୍ ଜରୁରୀ ।…
ଫଟାଫଟ୍ ନିଜ ଫୋନରୁ ଡିଲିଟ୍ କରନ୍ତୁ ଏହି ୮ଟି ଆପ୍, ଗୁଗୁଲ ପକ୍ଷରୁ ହେଲା ବ୍ୟାନ୍
ନୂଆଦିଲ୍ଲୀ: ଗତ କିଛି ମାସ ହେବ ଲୋକମାନେ କ୍ରିପ୍ଟୋକରେନ୍ସି ପ୍ରତି ବହୁତ ଆଗ୍ରହ ଦେଖାଉଛନ୍ତି ଏବଂ ଏହା ବିଷୟରେ ଅନେକ ଚର୍ଚ୍ଚା ହେଉଛି । ଲୋକମାନେ ଗୋଟିଏ ପଟେ କ୍ରିପ୍ଟୋକରେନ୍ସି ପ୍ରତି ବହୁତ ଆଗ୍ରହ ଦେଖାଉଥିବାବେଳେ…
‘ଅରିଜିନାଲ ବ୍ଲୁ ମୁନ୍’: ଆଜି ସୂର୍ଯ୍ୟାସ୍ତ ପରେ ଆକାଶରେ ଦିଶିବ ନୀଳ ଚନ୍ଦ୍ରମା, ଜାଣନ୍ତୁ କଣ ରହିଛି ଏହାର ମହତ୍ତ୍ୱ
ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ରକ୍ଷା ବନ୍ଧନ । ସାରା ଦେଶରେ ଆଜି ଏହି ପବିତ୍ର ଦିବସକୁ ଖୁବ ଧୁମଧାମରେ ପାଳନ କରାଯାଉଛି । ତେବେ ଏହି ଅଗଷ୍ଟ ମାସରେ ଆକାଶରେ ଅନେକ ବିରଳ ଭୌଗୋଳିକ ଘଟଣାମାନ ଘଟିଯାଇଛି । ଏବେ ଏହି…