Browsing Category
Breaking News
ଦେଶରେ ଲଗାତାର ଦ୍ୱିତୀୟ ଦିନରେ ବଢ଼ିଲା CNG ଦର, ଜାଣନ୍ତୁ ଆଜିର ରେଟ୍
ନୂଆଦିଲ୍ଲୀ: ତୈଳ ଓ ଗ୍ୟାସ କମ୍ପାନୀଗୁଡ଼ିକ ଲୋକଙ୍କ ପକେଟ୍ ଉପରେ ଲଗାତାର ବୋଝ ବଢ଼ାଇଚାଲିଛି । ପେଟ୍ରୋଲ-ଡିଜେଲ ପରେ ଏବେ CNG ଦାମ୍ ବି ଲଗାତାର ବଢ଼ିବାରେ ଲାଗିଛି । ଦିଲ୍ଲୀ ସମେତ ଅନେକ ସହରରେ CNG ଦାମ୍ ପ୍ରତିଦିନ…
ଏବର୍ଷ କେତେ ବଢ଼ିପାରେ ଆପଣଙ୍କ ଦରମା? ରିପୋର୍ଟରୁ ହେଲା ଖୁଲାସା
ନୂଆଦିଲ୍ଲୀ: କରୋନା ମହାମାରୀର ସଙ୍କଟ ପରେ ଏବେ ପରିସ୍ଥିତି ଧିରେ ଧିରେ ସୁଧୁରିବାରେ ଲାଗିଛି । କର୍ପୋରେଟ୍ ସେକ୍ଟର ଏବେ ନିଜର କର୍ମଚାରୀଙ୍କ ଦରମା ବୃଦ୍ଧି କରିବା ଯୋଜାନାରେ ଲାଗିପଡ଼ିଛନ୍ତି । ରିପୋର୍ଟ ଅନୁସାରେ,…
ନିର୍ଭୟା ପାଣ୍ଠିରୁ ଓଡ଼ିଶାକୁ ମିଳିଛି ୨୬.୫୪ କୋଟି ଟଙ୍କା, ରାଜ୍ୟ ସଭାରେ ସୂଚନା ଦେଲେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ
ନୂଆଦିଲ୍ଲୀ: ନିର୍ଭୟା ପାଣ୍ଠି ମାଧ୍ୟମରେ କେନ୍ଦ୍ର ସରକାର ୨୦୨୧-୨୨ ରେ ଓଡ଼ିଶାକୁ ୨୬.୫୪ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ମହିଳା ବିରୋଧୀ ହିଂସା ଘଟଣାର ନିରାକରଣ ପାଇଁ ‘ୱାନ ଷ୍ଟପ୍ ସେଣ୍ଟର’ ଖୋଲିବା ଏବଂ ପରିଚାଳନା…
ଜୁଲାଇ ୧୭ରେ NEET(ୟୁଜି): ୧୩ଟି ଭାଷାରେ ହେବ ପରୀକ୍ଷା
ନୂଆଦିଲ୍ଲୀ: NEET (ୟୁଜି)-୨୦୨୨ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ମେ’ ୬ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଓଡ଼ିଆ ସମେତ ୧୩ଟି ଭାଷାରେ ଚଳିତ ବର୍ଷର NEET ପରୀକ୍ଷା ହେବ ।…
ପଳାଶୁଣି ସିଜିଜ ଦୁର୍ଘଟଣା ମାମଲା: ଅଭିଯୁକ୍ତ ହାଇୱା ଡ୍ରାଇଭର ଖୋର୍ଦ୍ଧାରୁ ଧରିଲା ପୁଲିସ
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଭୁବନେଶ୍ୱର ପଳାଶୁଣି ଛକରେ ହୋଇଥିବା ସିରିଜ ଦୁର୍ଘଟଣା ମାମଲାରେ ଅଭିଯୁକ୍ତ ହାଇୱା ଡ୍ରାଇଭରକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ହେଉଛି ଖୋର୍ଦ୍ଧା…
ମାନସ ସ୍ୱାଇଁ ହତ୍ୟା ମାମଲା: ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା ଓ ସହଯୋଗୀ ଝୁନାଙ୍କ ସରିଲା ରିମାଣ୍ଡ, ମିଳିଲାନି ଚିପ୍ର ପତ୍ତା
କଟକ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ପ୍ରତିଦିନ କ୍ରାଇମବ୍ରାଞ୍ଚ ନୂଆ ନୂଆ ତଥ୍ୟ ସାମନାକୁ ଆଣୁଛି । ୩ ଦିନିଆ ରିମାଣ୍ଡରେ ଥିବା ହତ୍ୟାଘଟଣାର ମାଷ୍ଟର…
ପୁଣି ବଦଳିଲା JEE (ମେନ୍) ସୂଚୀ, ଜାଣନ୍ତୁ କେବେ ହେବ ସେସନ୍-୧ ଓ ୨ ପରୀକ୍ଷା ?
ନୂଆଦିଲ୍ଲୀ: ପୁଣି ଥରେ ବଦଳିଛି ଜେଇଇ (ମେନ୍) ସେସ-୧ ଓ ୨ରୁ ସେଡ୍ୟୁଲ । ବିଭିନ୍ନ ଦିଗକୁ ବିଚାର କରି ସିଡ୍ୟୁଲ ପରିବର୍ତ୍ତନ କରିଛି ଏନଟିଏ । ସେସନ-୧ ପରୀକ୍ଷା ଜୁନ୍ ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ହେବ । ଏହା ସହ…
ଆଜି ପୌର ଉପାଧ୍ୟକ୍ଷ ନିର୍ବାଚନ: ସିଏମ୍ସି ଡେପୁଟି ମେୟର ପଦବୀ ସମେତ ୧୦୫ ପୌର ଉପାଧ୍ୟକ୍ଷ ପଦବୀ ପାଇଁ ହେବ ମତଦାନ, ସଂନ୍ଧ୍ୟାରେ ରେଜଲ୍ଟ
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ଆଜି କଟକ ମହାନଗର ନିଗମ ଡେପୁଟି ମେୟର ପଦବୀ ସମେତ ରାଜ୍ୟର ୧୦୫ ପୌର ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏଥିନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରସ୍ତୁତି ପର୍ବ…
ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର: ଆରମ୍ଭ ହେବ ଅମରନାଥ ଯାତ୍ରା, ଏହି ତାରିଖରୁ କରିପାରିବେ ପଞ୍ଜୀକରଣ
ଅମରନାଥ ଯାତ୍ରା ପାଇଁ ଯିବାକୁ ଚାହୁଥିବା ଭକ୍ତଙ୍କ ପାଇଁ ଖୁସି ଖବର । କରୋନା ମହାମାରୀ କାରଣରୁ ଗତ ଦୁଇ ବର୍ଷ ଧରି ବନ୍ଦ ରହିଥିବା ବାବା ଅମରନାଥ ଯାତ୍ରାଙ୍କ ଚଳିତ ବର୍ଷ ୩୦ ଜୁନରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ…
ତିଲକ ଲଗାଇ ସ୍କୁଲ ଯିବାରୁ ପିଟିଲେ ଶିକ୍ଷକ: ଘଟଣା ଜଣାପଡ଼ିବା ପରେ ହେଲା ଏମିତି…
ମଥାରେ ତିଲକ ଲଗାଇବା ହେଉଛି ହିନ୍ଦ୍ୁ ଧର୍ମର ଏକ ପରମ୍ପରା । ହିନ୍ଦୁ ଧର୍ମରେ ଯେ କୌଣସି ପୂଜା ହେଉ କିମ୍ବା କୌଣସି ଶୁଭ କାର୍ଯ୍ୟ ସବୁଥିରେ ଖୋଜା ପଡ଼େ ଏହି ତିଲକ । ତିଲକ ହିନ୍ଦୁଙ୍କୁ ଦିଏ ଏକ ସ୍ୱତନ୍ତ୍ର ପରିଚୟ ।…