Browsing Category

Breaking News

ଚୀନର ସାଙ୍ଘାଇ ସହରରେ କରୋନର ଭୟାବହ ସ୍ଥିତି, ପିଲାଙ୍କୁ ମା’ ବାପାଙ୍କ ଠାରୁ ରଖାଯାଉଛି ଅଲଗା, ଭୟରେ ଚୀନ ନାଗରିକ

ଚୀନରେ କରୋନା ଯୋଗୁଁ ହାହାକାର ପରିସ୍ଥିତି ଉପୁଜିଛି । ଖାସକରି ଚୀନର ଆର୍ଥିକ ମେରୁଦଣ୍ଡ କୁହାଯାଉଥିବା ସାଙ୍ଘାଇ ସହରରେ କରୋନା ଯୋଗୁଁ ଅବସ୍ଥା ଖରାପ ହେବାରେ ଲାଗିଛି । ଏମିତିରେ କରୋନାକୁ ରୋକିବାକୁ ଚୀନ ସରକାର କରୋନା…

ଶ୍ରୀମନ୍ଦିର ପ୍ରକଳ୍ପ ବିବାଦ: ସଫେଇ ରଖିଲେ ପୁରୀ ସାଂସଦ, କହିଲେ ‘ମୁଁ କହୁନାହିଁ ମିଛ’

ସଂସଦରେ ଶ୍ରୀମନ୍ଦିର ପ୍ରକଳ୍ପ ପ୍ରସଙ୍ଗକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଭିଯୋଗରେ ମନ୍ତବ୍ୟ ଦେଇ ପୁରୀ ସାଂସଦ ପିନାକୀ ମିଶ୍ର କହିଥିଲେ ଯେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ କେବଳ ୪ଟି ଟଏଲେଟ ନିର୍ମାଣ ହେଉଛି ।…

Vodafone-Idea ଲଞ୍ଚ କଲା ୩୦ ଏବଂ ୩୧ ଦିନର ପ୍ରିପେଡ ପ୍ଲାନ, ଏୟାରଟେଲ ଏବଂ ଜିଓକୁ ଦେବ ଟକ୍କର!

ଭୋଡାଫୋନ-ଆଇଡିଆ ଏବେ ୩୦ ଏବଂ ୩୧ ଦିନର ପ୍ରିପେଡ ପ୍ଲାନ ଲଞ୍ଚ କରିଛି । ଯାହାର ଦାମ ୩୨୭ ଟଙ୍କା ରଖାଯାଇଛି । ନିକଟରେ ଏୟାରଟେଲ ଏବଂ ଜିଓ ମଧ୍ୟ ୩୦ ଦିନ ଭାଲିଡିଟି ପ୍ଲାନ ପ୍ରିପେଡ ପ୍ଲାନ ଲଞ୍ଚ କରିଥିଲେ । ତେବେ…

ଅଫିସ ଭିତରେ ତହସିଲଦାରଙ୍କୁ ମାଡ଼: ଚାଷ ଜମିରେ ଇଟାଭାଟିକୁ ନେଇ ରହିଥିଲା ଅସନ୍ତୋଷ

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ବ୍ଲକ ବଡମୋହନପୁର ପଞ୍ଚାୟତରେ ବେଆଇନ ଇଟାଭାଟି ଉପରେ କାର୍ଯ୍ୟାନୁଷ୍ଠାନ ନେଇ ନବନିର୍ମାଣ କୃଷକ ସଂଗଠନର ସଂଯୋଜକଙ୍କ ସହ ପଟ୍ଟାମୁଣ୍ଡାଇ ତହସିଲଦାର ହାତାହାତି । ତହସିଲଦାର ଦିଲୀପ…

ଭାରତରେ ଲଞ୍ଚ ହେଲା Samsung Galaxy M33 5G : 120 Hz ଡିସପ୍ଲେ ସହ ରହିଛି ଅନେକ ଦମଦାର ଫିଚର୍ସ

ସାମସଙ୍ଗ ଏହାର ନୂଆ ସ୍ମାର୍ଟଫୋନ Samsung Galaxy M33 5G କୁ ଭାରତରେ ଲଞ୍ଚ କରିଛି । ଏହା କମ୍ପାନୀର ଲେଟେଷ୍ଟ ଗାଲାକ୍ସୀ M-Series ସିରିଜ୍ ସ୍ମାର୍ଟଫୋନ । ଏହି ନୂଆ ଫୋନରେ ପାୱାର କୁଲ ଟେକ୍ନୋଲୋଜୀ, ଇଣ୍ଟେଲିଜେଣ୍ଟ…

କ୍ରାଇମ ସିନ ରିକ୍ରିଏଟ ପାଇଁ ଶର୍ମିଷ୍ଠା ଏବଂ ନିରଞ୍ଜନଙ୍କ ସହ ‘ସଂପୂର୍ଣ୍ଣ’ ଅଫିସରେ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସହ ଅନ୍ୟ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ କରାଯିବା ପରେ…

ITI ପାସଙ୍କ ପାଇଁ ନିଯୁକ୍ତି ସୁଯୋଗ: ECILରେ ବମ୍ପର ଭ୍ୟାକେନ୍ସୀ, ବିନା ପରୀକ୍ଷାରେ ଏହି ସବୁ ପଦରେ ମିଳିବ ନିଯୁକ୍ତି

ଇଲେକ୍ଟୋନିକ୍ସ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ(ECIL) ରେ ଇଲେକ୍ଟ୍ରୋନିକ୍ସ ମେକାନିକ୍, ଇଲେକ୍ଟ୍ରିସିଆନ ଏବଂ ଫିଟର ପାଇଁ ଜୁନିୟର ଟେକନିସିଆନ ପଦରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏହି ସବୁ ପଦରେ ଆବେଦନ…

ପୂର୍ବତନ MLA ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରଜରାଜ ନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ ଜେଲଦଣ୍ଡ ଶୁଣାଣି ହୋଇଛି । କଳ୍ପନା ଦାସ ଓ ତାଙ୍କ ଝିଅ ବବଲି ହତ୍ୟା ମାମଲାରେ ଅନୁପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଛତିଶଗଡ଼ର ରାୟଗଡ଼…

ସରିଲା ହାଇଡ୍ରାମା: କିରଣ ହେଲେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଲାଗିଥିବା ହାଇଡ୍ରାମାର ଅନ୍ତ ଘଟିଛି । ଛତ୍ରପୁର ବ୍ଲକର ଅଧ୍ୟକ୍ଷା ମୁକୁଟ ପିନ୍ଧିଛନ୍ତି କିରଣ । ଆଜି ବ୍ଲକର ୧୨ ଜଣ ସମିତି ସଭ୍ୟଙ୍କୁ ଅଟକ…

ଶର୍ମିଷ୍ଠାଙ୍କୁ ଫେରାର କରାଇଥିଲେ ନିରଞ୍ଜନ; ଜାଣନ୍ତୁ କାହିଁକି କରିଥିଲେ ମାନସଙ୍କ ହତ୍ୟା?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଫେରାର କରାଇଥିଲେ ନିରଞ୍ଜନ…