Browsing Category
Breaking News
ବନ୍ଧାହେଲେ କୋଟିପତି ଜେଇ
ଭୁବନେଶ୍ୱର: କେନ୍ଦୁଝର ଯୋଡ଼ା ବ୍ଲକର କୋଟିପତି ଜେଇ କ୍ଷେତ୍ରବାସୀ ମହାନ୍ତ ଗିରଫ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ । ସମଗ୍ର ଶିକ୍ଷା ବିଭାଗରେ ବୈଷୟିକ ପରାମର୍ଶଦାତା ଅଛନ୍ତି…
ଡିଜିପି ଡିସ୍କ ପୁରସ୍କାର ଘୋଷିତ; ୧୦୦ ପୋଲିସ୍ ପାଇବେ ପୁରସ୍କାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୧ ମସିହା ପାଇଁ ଘୋଷଣା ହେଲା ଡିଜିପି ଡିସ୍କ ପୁରସ୍କାର । ସ୍ୱାଧୀନତା ଦିବସ ଅବସରରେ ୧୦୦ ପୋଲିସ୍ ପାଇବେ ପୁରସ୍କାର । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ବଲାଙ୍ଗୀର ଏସପି ନୀତୀନ…
ଖୋଲିବ ଶ୍ରୀମନ୍ଦିର; ଜାରି ହେଲା ଏସଓପି
ପୁରୀ: ଶ୍ରୀମନ୍ଦିର ଖୋଲିବା ନେଇ ଜାରି ହେଲା ଏସଓପି । ଭକ୍ତଙ୍କ ପାଇଁ ଆସନ୍ତା ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର । ପ୍ରଥମେ ୧୨ ଓ ୧୩ ତାରିଖରେ ସେବାୟତ ପରିବାର କରିବେ ଦର୍ଶନ । ଭୋଟର ଓ ଆଧାର କାର୍ଡ ଦେଖାଇ ସେବାୟତ…
ମୋଦୀଙ୍କୁ ଭେଟିଲେ ରିପୋର୍ଟ କାର୍ଡ ଦେଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟା ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା…
UGC NET ପରୀକ୍ଷା ତାରିଖ ହେଲା ଘୋଷଣା, ଜାଣନ୍ତୁ କେବେ
ନୂଆଦିଲ୍ଲୀ: ୟୁଜିସି ନେଟ୍ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଏନେଇ ବିଭାଗୀୟ ୱେବସାଇଟ୍ ugcnet.nta.nic.in ରେ ସବିଶେଷ ବିବରଣୀ ପ୍ରଦାନ କରାଯାଇଛି । କରୋନା କାରଣରୁ ୨୦୨୦ ଡିସେମ୍ବର ପରୀକ୍ଷା ସ୍ଥଗିତ ରହିଥିଲା ।…
T-20 ରେ ହାସଲ କରିଥିଲେ ୩ଟି ଶତକ, ତଥାପି ଏହି ଖେଳାଳିଙ୍କୁ World Cupରେ ସ୍ଥାନ ମିଳିଲା ନାହିଁ, ଦୁଃଖରେ କ୍ରିକେଟକୁ ଅଲବିଦା
ନୂଆଦିଲ୍ଲୀ: ଅନେକ ସମୟରେ ବହୁ ପ୍ରତିଭାବାନ୍ ଖେଳାଳି ବିଶ୍ୱକପ୍ ଭଳି ବଡ଼ ଇଭେଣ୍ଟ ଖେଳିବାରୁ ବଞ୍ଚିତ ହୋଇଛନ୍ତି । ନିକଟରେ ନ୍ୟୁଜିଲାଣ୍ଡର ଜଣେ ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନଙ୍କ ସହ ଏପରି ଘଟିଛି । ନିକଟରେ ଟି-୨୦…
କିନୌରରେ ବଡ଼ ଦୁର୍ଘଟଣା: ଭୂସ୍ଖଳନରେ ଦବିରହିଛନ୍ତି ୪୦ ଜଣ, ଦେଖନ୍ତୁ ଭିଡିଓ
କିନୌର: ହିମାଚଳ ପ୍ରଦେଶର କିନୌର ଜିଲ୍ଲା ନିଗୁଲସେରୀର ଜାତୀୟ ରାଜପଥ-୫ର ଚିଲ ଜଙ୍ଗଲ ନିକଟରେ ପଥର ଖସିବା କାରଣରୁ ବଡ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଏସଆରଟିସି ବସ୍ ମଧ୍ୟ ଏହାର ଶିକାର ହୋଇଥିବା ଜଣାପଡିଛି ।…
ସକାଳୁ ଶୀଘ୍ର ଉଠିବା ଦ୍ୱାରା ଶରୀରକୁ ମିଳିଥାଏ ଏହି ଫାଇଦା
ସଫଳ ବ୍ୟକ୍ତିମାନେ ସେମାନଙ୍କ ଜୀବନରେ କିଛି ଭଲ ଅଭ୍ୟାସ ଫଲୋ କରିଥାନ୍ତି । ସେହିପରି ଗୋଟିଏ ଭଲ ଅଭ୍ୟାସ ହେଉଛି ସକାଳୁ ଉଠିବା । ସକାଳୁ ଉଠିବା ଦ୍ୱାରା ଅନେକ ଫାଇଦା ରହିଛି । ଏହା ଆପଣଙ୍କୁ ସଫଳତାର ଶୀର୍ଷକୁ ନେବା ସହ…
କେବଳ +2 ପାସ୍ କରିଥିଲେ IITରେ ଆଡମିଶନ କରିପାରିବେ, JEEର ଆବଶ୍ୟକତା ନାହିଁ
ନୂଆଦିଲ୍ଲୀ: ଆପଣ ଆଇଆଇଟି ପଢ଼ିବାକୁ ଚାହୁଁଛନ୍ତି କି? ଏବେ ଆପଣଙ୍କର ସ୍ୱପ୍ନ ସହଜରେ ପୂରଣ ହୋଇପାରିବ । ଏଥିପାଇଁ ଆପଣଙ୍କୁ ଜେଇ କିମ୍ବା ଆଡଭାନ୍ସଡ ଜେଇଇ ପରୀକ୍ଷା ଦେବାକୁ ପଡ଼ିବ ନାହିଁ । ଯଦି ଆପଣ ଦ୍ୱାଦଶ ପାସ୍…
ବଦଳିଲା ଓଡ଼ିଶାର ନବମ ଓ ଦଶମ ପରୀକ୍ଷା ଢାଞ୍ଚା, ଏପରି ଦିଆଯିବ ମାର୍କ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ନବମ ଓ ଦଶମ ପରୀକ୍ଷା ନେଇ ବିଏସଇ ପକ୍ଷରୁ ନୂଆ ସର୍କୁଲାର ଜାରି କରାଯାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ୨୦୨୧-୨୨ ବର୍ଷ ପାଇଁ ଏହି ସର୍କୁଲାର ଲାଗୁ ହେବ । ସିବିଏସଇ…