Browsing Category
Breaking News
କେବଳ ହିରୋସୀମା ଓ ନାଗାସାକି ଉପରେ କାହିଁକି ପରମାଣୁ ବୋମା ପକାଇଥିଲା ଆମେରିକା ?
ନୂଆଦିଲ୍ଲୀ: ଆଜି ହେଉଛି ହିରୋସୀମା ଦିବସ । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ୧୯୪୫ ଅଗଷ୍ଟ ୬ରେ ଜାପାନର ହିରୋସିମା ସହର ଉପରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ପରମାଣୁ ବୋମା ପକାଇଥିଲା । କେବଳ ଜାପାନ ଏହା ଦ୍ୱାରା ଚକିତ…
ବଦଳିଲା ‘ଖେଳରତ୍ନ’ ଆୱାର୍ଡର ନାମ, ସୂଚନା ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଭାରତରେ ଦିଆଯାଉଥିବା ରାଜୀବ ଗାନ୍ଧୀ ‘ଖେଳରତ୍ନ’ ଆୱାର୍ଡର ନାଁ ହକିିର ଯାଦୁଗର କୁହାଯାଉଥିବା ମେଜର ଧ୍ୟାନଚାନ୍ଦ ଖେଳରତ୍ନ ନାମରେ ନାମିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟ୍ୱିଟ୍ ଜରିଆରେ…
ଲକଡାଉନ୍ କାରଣରୁ କ୍ରେଡିଟ୍ କାର୍ଡର ବିଲ୍ ଦେଇପାରିଲେନି: ରିକଭରି ଏଜେଣ୍ଟ ଶାରୀରିକ ସମ୍ପର୍କ ପାଇଁ ପକାଇଲେ ଚାପ, ହସ୍ପିଟାଲରେ ଭର୍ତ୍ତିହେଲେ…
ନୂଆଦିଲ୍ଲୀ: ମହାରାଷ୍ଟ୍ରର ଔରଙ୍ଗାବାଦରୁ ଏକ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି । ଜଣେ ମହିଳା କ୍ରେଡିଟ୍ କାର୍ଡର ବିଲ୍ ଦେଇ ନପାରିବାରୁ ରିକଭରି ଏଜେଣ୍ଟ ତାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବାକୁ ଚାପ ପକାଉଥିଲେ । ଏଥିସହ…
ସଂକ୍ରମଣ ୫ ପ୍ରତିଶତ ବଢ଼ିଲେ ବିଳମ୍ବ ନକରି ଲାଗୁ ହେବ ଲକଡାଉନ୍, ଜାଣନ୍ତୁ କଣ କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
ନୂଆଦିଲ୍ଲୀ: ସମ୍ଭାବ୍ୟ କରୋନାର ତୃତୀୟ ଲହରକୁ ନେଇ ବିଭିନ୍ନ ରାଜ୍ୟର ସରକାର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ବର୍ତ୍ତମାନ କଟକଣା କୋହଳ କରାଯାଇଛି ସତ କିନ୍ତୁ ଜରୁରୀକାଳୀନ ପରିସ୍ଥିତି ସହିତ ଲଢ଼ିବା ପାଇଁ ମଧ୍ୟ…
ଅଗଷ୍ଟ ୧୬ରୁ ରାଜ୍ୟରେ ଖୋଲିବ କଲେଜ ଓ ୟୁନିଭର୍ସିଟି, ଆରମ୍ଭ ହେବ କ୍ଲାସରୁମ୍ ପାଠପଢ଼ା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ କଟକଣା କୋହଳ ହେବାରେ ଲାଗିଛି । ଧିରେ ଧିରେ ଶିକ୍ଷାନୁଷ୍ଠାନ, ହୋଟେଲ, ପାର୍କ ଆଦି ଖୋଲିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ଅଗଷ୍ଟ…
ଏଠାରେ ୫ ଲିଟର୍ ପାଣି ବୋତଲ ପାଇଁ ଦେବାକୁ ପଡ଼େ ୭୪ ଲକ୍ଷ
ନୂଆଦିଲ୍ଲୀ: ଭେନେଜୁଏଲାରେ ଦରବୃଦ୍ଧି ସବୁ ରେକର୍ଡ ପାର୍ କରିଛି । ଯାହାଫଳରେ ବୋଲୀଭର୍ ର ମୂଲ୍ୟରେ ତୀବ୍ର ହ୍ରାସ ଘଟିଛି । ଏଠାରେ ୫ ଲିଟର ପାଣିର ମୂଲ୍ୟ ଗୁରୁବାର ୭୪ ଲକ୍ଷ ଟଙ୍କା ହୋଇଯାଇଛି । ଅର୍ଥାତ୍ ୧.୮୪…
ଭିଡିଓ କଲରେ ପ୍ରେମିକ କହିଲା ଉପାୟ, ଆଉ ମା’କୁ ଜୀବନରୁ ମାରିଦେଲା ଝିଅ
ଫରୀଦାବାଦ୍: ମାଆ-ଝିଅ ସମ୍ପର୍କକୁ ନେଇ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ଜଣେ ୧୬ ବର୍ଷୀୟ ନାବାଳିକା ଝିଅ ନିଜ ମାଆଙ୍କ ବେକ କାଟି ହତ୍ୟା କରିଦେଇଛି । ଏଥିରେ ଉକ୍ତ ଝିଅ ପ୍ରେମିକ ମଧ୍ୟ ସାମିଲ ରହିଛି । ଝିଅ ଓ ତାର…
ଆଜି ଅନ୍ତର୍ଜାତୀୟ ବିୟର ଦିବସ: ଜାଣନ୍ତୁ କାହିଁକି ପାଳନ ହୁଏ, ଏହାର ଫାଇଦା ଓ କ୍ଷତି
ଅଗଷ୍ଟ ମାସରେ ଅନେକ ପର୍ବ, ଦେଶଭକ୍ତି ସହିତ ଜଡିତ ଦିନ, ଯନ୍ତ୍ରଣାଦାୟକ ଘଟଣା ଏବଂ ବନ୍ଧୁଙ୍କ ସହ ଜଡିତ କିଛି ଖାସ୍ ଦିବସ ରହିଛି । ପ୍ରତିବର୍ଷ ଅଗଷ୍ଟ ପ୍ରଥମ ରବିବାରରେ ବନ୍ଧୁତ୍ୱ ଦିବସ ପାଳନ କରାଯାଏ । ସେହିପରି…
ବୁର୍ଖା ନ ପିନ୍ଧିବାରୁ ୨୧ ବର୍ଷୀୟ ମହିଳାଙ୍କୁ ଗୁଳି କରି ମାରିଦେଲେ ତାଲିବାନ ଆତଙ୍କବାଦୀ
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନୀ ଆତଙ୍କବାଦୀଙ୍କ ଆତଙ୍କ ଜାରି ରହିଛି । ଦେଶର ଅଧିକାଂଶ ରାଜ୍ୟ ଉପରେ ତାଲିବାନ ମାନେ କବଜା କରିସାରିଲେଣି । ଫଳରେ ଦେଶରେ ଯୁଦ୍ଧ ପରିସ୍ଥିତି ଜାରି ରହିଛି । ଇତି ମଧ୍ୟରେ ଅନେକ…
ରେପୋରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ
ନୂଆଦିଲ୍ଲୀ: ରେପୋରେଟ ଅପରିବର୍ତ୍ତିତ ରଖିଛି ଆରବିଆଇ । ରେପୋରେଟ୍ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି ଆରବିଆଇ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି ଯେ, ରେପୋ ରେଟ ୪% ଓ ରିଭର୍ସ ରେପୋରେଟ୍ ୩.୩୫…