fbpx
Browsing Category

Breaking News

ଭୁବନେଶ୍ୱରରୁ ଆଜି ୧,୧୮୬ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀରେ ପୁଣି ଥରେ ଦୈନିକ ସଂକ୍ରମଣ ମାମଲା ୧୧ ଶହ ପାର୍ କରିଛି । ଆଜି ୧,୧୮୬ କରୋନା…

ସାବଧାନ୍‌! ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡିଶା ଭାସ୍କର): ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୧୧ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଫଳରେ ୧୧ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଏହି ୧୧ଟି ଜିଲ୍ଲାକୁ ୟେଲୋ…

ମହୁମାଛିଙ୍କ ଗହଣରେ ଆଞ୍ଜେଲିନା ଜୋଲି

ଆମେରିକା : ହଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ନିଜର ସୁନ୍ଦରତା ତଥା ବୋଲ୍ଡ୍ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ନିକଟରେ ସେ ଏକ ଫଟୋସୁଟ୍ କରାଇଛନ୍ତି । ଯାହାକୁ ଦେଖଇଲେ ଆପଣ ମାନେ ବି ଘାବରେଇ…

କରୋନା କାଳ ମଧ୍ୟରେ ଆସୁଛି ନୌତପା, ତତଲା କଡ଼େଇରେ ଭାଜିହେବେ ଲୋକେ !

ଓଡ଼ିଶା ଭାସ୍କର ବ୍ୟୁରୋ: ବର୍ତ୍ତମାନ କରୋନା ମାହାମାରୀର ଦ୍ୱିତୀୟ ଲହର ଜାରି ରହିଛି । ଏହା ମଧ୍ୟରେ ମେ ୨୫ ତାରିଖରୁ ନୌତପା ଆରମ୍ଭ ହେବାକୁ ଯାଉଛି । ଏହା ଜୁନ୍ ୩ ତାରିଖ ଯାଏ ଜାରି ରହିବ । ଏହି ୯ଦିନ ଅବଧି ମଧ୍ୟରେ…

୮ ମାସର ଗର୍ଭବତୀ ହୋଇ ମଧ୍ୟ ଉଠାଉଛନ୍ତି ୧୫୦ କିଲୋର ଓଜନ, ଟ୍ରୋଲ୍ ହେବାରୁ ଦେଲେ ଏପରି ଜବାବ

ଆମେରିକା: ସାଧାରଣତଃ ମହିଳା ମାନେ ଗର୍ଭବତୀ ଥିବା ସମୟରେ ନିଜ ସ୍ୱାସ୍ଥ୍ୟ ପ୍ରତି ଖୁବ୍ ଯତ୍ନବାନ ଥାନ୍ତି । ଖାଇବା ପିଇବା ଠାରୁ ଆରମ୍ଭ କରି ଚାଲିବା ବୁଲିବା ଯାଏ ସବୁ କିଛି କାର୍ଯ୍ୟକଳାପ ଉପରେ ଧ୍ୟାନ ଦେବା ସହିତ…

ଆଇଏଏସ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି । ୧୯୮୬ ବ୍ୟାଚ ଆଇଏଏସ ଜିଭିଭି ଶର୍ମାଙ୍କୁ ରାଜସ୍ୱ ପରିଷଦ ସଭ୍ୟ ଭାବରେ ବଦଳି କରାଯାଇଛି  । ସେହିଭଳି ସିଜେ ବେଣୁଗୋପାଳଙ୍କୁ କେବିକେ ମୁଖ୍ୟ…

ଅସିଦ୍ଧ ଘୋଷଣା ହେଲା କୋଟିଆ ସହ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଲାଗିଛି ଏକ ବଡ଼ ଝଟକା । କୋଟିଆରେ ଆନ୍ଧ୍ର କରିଥିବା ନିର୍ବାଚନ ଅସିଦ୍ଧ ଘୋଷଣା କଲେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ । କହିଲେ ସୁପ୍ରିମ୍ କୋର୍ଟଙ୍କ ଗାଇଡ୍ ଲାଇନ୍…

୧୯ ବର୍ଷ ବୟସରେ ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିଲେ ଏହି ମଶହୁର ଷ୍ଟାର୍

ନୂଆଦିଲ୍ଲୀ : ପପ୍ ସେନ୍ସେସନ୍ ଲେଡି ଗାଗାଙ୍କୁ ତ ଆପଣ ମାନେ ଜାଣିଥିବେ । ନିଜ ଗାୟିକୀରେ ସମସ୍ତଙ୍କ ମନ କିଣିଥିବା ଏହି ଷ୍ଟାର୍ ଫ୍ୟାନ୍ସ ମାନଙ୍କ ମଧ୍ୟରେ ନିଜର ଏକ ସ୍ୱତସ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ସେ…

ଅଧା ରହିଗଲା ଚାକିରି ସ୍ୱପ୍ନ: ଗାଧୋଇବା ବେଳେ ଯମୁନାରେ ବୁଡ଼ିଗଲେ ଦୁଇ ସାଙ୍ଗ

ନୂଆଦିଲ୍ଲୀ: ସାଙ୍ଗମାନଙ୍କ ସହ ମଉଜମସ୍ତି କରିବା କାଳ ସାଜିଲା । ହସଖୁସିରେ ଗାଧୋଇବା ସମୟରେ ଦୁଇଜଣ ସାଙ୍ଗ ଯମୁନାରେ ବୁଡ଼ିଗଲେ । ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ବୟସ ୧୮ ଅନ୍ୟ ଜଣଙ୍କର ବୟସ ୧୭ ବର୍ଷ ବୋଲି ଜଣାପଡ଼ିଛି ।…

ଧରାପଡ଼ିଗଲା ଫେମସ୍ ଗାୟକଙ୍କ ରାସଲୀଳା: ପତ୍ନୀଙ୍କ ଠାରୁ ଲୁଚିବା ସମୟରେ ବାଲକୋନିରୁ ପଡ଼ି ପ୍ରାଣ ହରାଇଲେ ଏମସି କେଭିନ

ବ୍ରାସିଲିଆ: ଚୋରା ପୀରତିର ମଜା ଯିଏ ଥରେ ପାଇଛି, ସିଏ ସାରା ଜୀବନ ତାହାକୁ କଦାପି ଭୁଲି ପାରିବ ନାହିଁ । ମାତ୍ର ଅନେକ ସମୟରେ ଏହି ପୀରତି ପୁରୁଷ ହେଉ ବା ନାରୀଙ୍କର ଜୀବନ ହାନୀର କାରଣ ମଧ୍ୟ ସାଜିଥାଏ । ଏଭଳି ଏକ ଘଟଣା…