
Browsing Category
Breaking News
ପାଲେଷ୍ଟାଇନ୍ ଦୂତାବାସରେ ଭାରତୀୟ ରାଷ୍ଟ୍ରଦୂତଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ପାଲେଷ୍ଟାଇନ୍ ରୁ ଭାରତ ପାଇଁ ଏକ ଦୁଃଖଦ ଖବର ସାମନାକୁ ଆସିଛି । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ପାଲେଷ୍ଟାଇନ୍ ରେ ଭାରତର ରାଜଦୂତ ମୁକୁଲ ଆର୍ଯ୍ୟଙ୍କ ମୃତ୍ୟୁ ହୋଇଯାଇଛି ।…
ପୁଣି ରୁଷିଆର ଯୁଦ୍ଧ ବିରତି ଘୋଷଣା, ରାଜଧାନୀ ସମେତ ଏହିସବୁ ସହରରେ ଅଟକିବ ଯୁଦ୍ଧ
କିଭ୍: ରୁଷ-ୟୁକ୍ରେନ ମଧ୍ୟରେ ଲଗାତର ଭାବରେ ଯୁଦ୍ଧ ଜାରି ରହିଛି । ଏହା ଭିତରେ ରୁଷିଆ କିଛି କ୍ଷଣ ପାଇଁ ଯୁଦ୍ଧ ବନ୍ଦ କରିବା ନେଇ ଘୋଷଣା କରିଛି । ଅର୍ଥାତ୍ ସାମୟିକ ଭାବରେ ୟୁକ୍ରେନର କିଛି ସହରରେ ଯୁଦ୍ଧକୁ ରୋକାଯିବ ।…
ମେୟର ନିର୍ବାଚନରେ ବିଜେଡି ପାଇଁ କାଳ ସାଜିବେ ଅପରାଜିତା, ୨୦୧୯ ନିର୍ବାଚନର ରଣନୀତି ଆପ୍ଲାଏ କରିବେ କି ଭୁବନେଶ୍ୱର ସାଂସଦ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପୌର ନିର୍ବାଚନ ଫାଇଟ ପାଇଁ ତିନି ପ୍ରମୁଖ ଦଳର ଯୋଦ୍ଧାମାନେ ପ୍ରସ୍ତୁତ ହୋଇଗଲେଣି । ତେବେ ଏଥର ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ମେୟର ସିଟ ପାଇଁ କଡ଼ା ଟକ୍କର ଦେଖିବାକୁ…
ଶ୍ରୀମନ୍ଦିରରେ ରକ୍ତ ଛିଟା; ନୀତି ବିଳମ୍ବ
ପୁରୀ(ଓଡ଼ିଶା ଭାସ୍କର): ମହାପ୍ରଭୁଙ୍କ ବେଶ ସମୟରେ ଦେଖିବାକୁ ମିଳିଛି ରକ୍ତଛିଟା । ଅବକାଶ ପୂଜା ପରେ ଭିତରକାଠ ନିକଟରେ ଦେଖିବାକୁ ମିଳିଛି ଏହି ରକ୍ତୁଛିଟା । ଏହି ରକ୍ତଛିଟା ଦେଖାଯିବା ପରେ ଅନୁଷ୍ଠିତ ହୋଇଛି…
ପ୍ରତିବର୍ଷ ଲଗାଇବାକୁ ପଡ଼ିବ କରୋନା ଟିକା! ଜାଣନ୍ତୁ କଣ କହିଲେ ବିଶେଷଜ୍ଞ
ଓଡ଼ିଶା ଭାସ୍କର ବ୍ୟୁରୋ: ଭାରତରେ ଦୈନିକ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି । କୋଭିଡ୍ ଭାଇରସ୍ ର ନୂତନ ଭାରିଆଣ୍ଟ୍ ଓମିକ୍ରନ ମାମଲା କମିବାରେ ଏବେ ଆଶ୍ୱସ୍ତି ମିଳିଛି । ତେବେ କେବଳ କେନ୍ଦ୍ର ଏବଂ ରାଜ୍ୟ ସରକାର…
ୟୁକ୍ରେନରେ ଗୁଳିମାଡ଼ର ଶିକାର ହୋଇଥିବା ଭାରତୀୟ ଛାତ୍ର ଆସନ୍ତାକାଲି ଭାରତ ଫେରିବେ, ଦେଖନ୍ତୁ ଛାତ୍ରଙ୍କ ଭିଡିଓ
ନୂଆଦିଲ୍ଲୀ: ୟୁକ୍ରେନରେ ଗୁଳିମାଡ଼ର ଶିକାର ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଭାରତୀୟ ହରଜୋତ ସିଂହଙ୍କୁ ନେଇ ଏକ ଖୁସି ଖବର ଆସିଛି । ସେ ଆସନ୍ତାକାଲି ବାୟୁସେନାର ସି-୧୭ ଏୟାରକ୍ରାଫ୍ଟ ଯୋଗେ ଦିଲ୍ଲୀରେ ପହଞ୍ଚିବେ ।…
ଫେସବୁକ୍ ପ୍ରେମ ହେଲା କାଳ; ବିବାହ ପାଇଁ ବାଧ୍ୟ କରିବାରୁ ଯୁବତୀଙ୍କ ଉପରେ ଇଟା ଛେଚି, ଟ୍ରାକ୍ଟର୍ ଚଢ଼ାଇ ହତ୍ୟା କରିଦେଲା ପ୍ରେମିକ
ଫତେହପୁର: ପ୍ରେମ, ପ୍ରତାରଣା ଆଉ ତାପରେ ହତ୍ୟା ଏହିଭଳି ଘଟଣା ପ୍ରତିଦିନ କେଉଁଠି ନା କେଉଁଠି ଘଟୁଥିବା ଦେଖିବାକୁ ମିଳିଛି । ଫେସବୁକ୍ ରୁ ପ୍ରେମ ହେବା ପରେ ଝିଅ ଯେତେବେଳେ ବିବାହ ପାଇଁ ବାଧ୍ୟ କରିଥିଲା ପ୍ରେମିକ ଜଣ…
VSSUTରେ ପୁଣି ରାଗିଂ: ୩ ଛାତ୍ରଙ୍କୁ ନିସ୍ତୁକ ପିଟିବା ସହ ମୋବାଇଲ ଭାଙ୍ଗିଦେଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କିଛିଦିନର ନିରବତା ପରେ ପୁଣି ଥରେ ଅଶାନ୍ତ ହୋଇ ପଡ଼ିଛି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍) । ବିଶ୍ୱବିଦ୍ୟାଳୟର ଜୁନିୟର ଛାତ୍ରମାନେ ସିନିୟରଙ୍କ…
ଶବଗୃହରେ ପହଞ୍ଚି ତାନ୍ତ୍ରିକ କହିଲା- ମୃତକକୁ ବାହାରକୁ ଆଣ, ମୁଁ ଜୀବିତ କରିଦେବି; ପରିବାର ଲୋକଙ୍କ ସମ୍ମତିରେ ଖୋଲିଲା ଗେଟ୍
ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ୍ ଯୁଗରେ ବି ତାନ୍ତ୍ରିକ, ବାବା ଆଦିଙ୍କୁ ଅନେକ ଲୋକ ଭଗବାନ ବୋଲି ମାନୁଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଜଣେ ତାନ୍ତ୍ରିକ ଶବ ଘର ଆଗରେ ପହଞ୍ଚି ଦାବି କରିଛି ଯେ, ଶବକୁ…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୨୦ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…