CHARIDHAM
Browsing Category

Breaking News

୮ ଦିନ ବନ୍ଦ ରହିବ ଇଣ୍ଟରନେଟ୍ ସେବା, ଏହି କାରଣରୁ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କେଉଁଠି

ପଶ୍ଚିମବଙ୍ଗ ସରକାର ରାଜ୍ୟର ୭ ଜିଲ୍ଲାରେ ୮ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ତରଫରୁ ଜାରି ହୋଇଥିବା ଆଦେଶ ଅନୁସାରେ ପଶ୍ଚିମବଙ୍ଗର ମାଲଦା, ମୁର୍ଶିଦାବାଦ, ଉତ୍ତର…

କମ୍ ସାର, କମ୍ ସମୟ ଏବଂ କମ୍ ପାଣିରେ କରନ୍ତୁ ତରଭୁଜ ଚାଷ, ହୋଇପାରିବ ଲକ୍ଷାଧିକ ଆୟ

ଭୁବନେଶ୍ୱର: ଖରାଦିନେ ତରଭୁଜ ଖାଇବାକୁ ପାଇଁ ବେଶ୍ ପସନ୍ଦ କରାଯାଏ ।  ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ସମସ୍ତେ ଖାଇବାକୁ ପସନ୍ଦ କରିଥାଏ । ଏହା ସେହି ଫଳ ମଧ୍ୟରୁ ଏକ ଫଳ ଯେଉଁଥିରେ ୯୨ ପ୍ରତିଶତ ପାଣି ରହିଥାଏ ।…

ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନୀବନ, କହିଲେ ଏମିତି…

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ୟୁକ୍ରେନ ଉପରେ ଋଷର ଆକ୍ରମଣ ଯୁଦ୍ଧ ବିଭୀଷିକା ମଧ୍ୟରେ ସେଠାରେ ଫସିଥିବା ଭାରତୀୟ ତଥା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରଛନ୍ତି ଭାରତ ସରକାର  । ସେପଟେ…

ପୁଣେ ମେଟ୍ରୋ ରେଳ ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ୫ ବର୍ଷରେ ଖର୍ଚ୍ଚ ୧୧,୪୦୦ କୋଟି

ପୁଣେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ପୁଣେରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ପୁଣେ ମେଟ୍ରୋ ରେଳ ପ୍ରକଳ୍ପ ଉଦଘାଟନ କରିଛନ୍ତି । ନରେନ୍ଦ୍ର…

ବ୍ରହ୍ମପୁର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେପି; ଜାଣନ୍ତୁ କାହା ଉପରେ ଭରସା କରିଛି ଦଳ

ରାଜ୍ୟରେ ଆରମ୍ଭ ହୋଇଛି ପୌର ନିର୍ବାଚନ ପ୍ରସ୍ତୁତି । ମାର୍ଚ୍ଚ ୨୪ ତାରିଖରେ ହେବାକୁ ଯାଉଛି ପୌର ନିର୍ବାଚନ । ଏହାରି ମଧ୍ୟରେ ନାମାଙ୍କନ ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ନାମାଙ୍କନ ପ୍ରକ୍ରିୟା ମାର୍ଚ୍ଚ…

ଋଷରେ ସେବା ବନ୍ଦ କଲା ମାଷ୍ଟରକାର୍ଡ: ୟୁକ୍ରେନ ଉପରେ ଆକ୍ରମଣକୁ ବିରୋଧ କରି ନେଲା ଏଭଳି ପଦକ୍ଷେପ

ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଋଷ । ୧୧ ଦିନରେ ପହଞ୍ଚିଛି ଯୁଦ୍ଧ । ଯୁଦ୍ଧ ଯୋଗୁଁ ଉଭୟ ଦେଶର ଅନେକ ସୈନିକଙ୍କ ମୃତ୍ୟୁ ମଧ୍ୟ ହୋଇଛି । ୟୁକ୍ରେନର ଅନେକ ସାଧାରଣ ଲୋକଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଏମିତିକି ଭୟରେ…

ଗାଡ଼ିରେ ଫୁଲ କରିନିଅନ୍ତୁ ତେଲ କାରଣ ସରିବାକୁ ଯାଉଛି ମୋଦୀ ସରକାରଙ୍କ ନିର୍ବାଚନୀ ଅଫର: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଦେଶରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବାକୁ ଯାଉଛି । ଏହାରି ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପାଞ୍ଚ ରାଜ୍ୟର…

କାନପୁର ଏୟାରପୋର୍ଟରେ ଟଳିଲା ବଡ଼ ଦୁର୍ଘଟଣା: ଲ୍ୟାଣ୍ଡିଂ ବେଳେ ଇଞ୍ଜିନରେ ହେଲା…, ଦେଖନ୍ତୁ Video

କାନପୁର: କାନପୁର ଚକେରୀ ଏୟାରପୋର୍ଟରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ସୂଚନା ଅନୁସାରେ, ଚେନ୍ନାଇରୁ କାନପୁର ପହଞ୍ଚିଥିବା କୋଷ୍ଟଗାର୍ଡର ଡର୍ନିଅର୍ ବିମାନ ଅବତରଣ କରିବା ପରେ ଦୁର୍ଘଟଣାର ଶିକାର ହୋଇଥିଲା । ବିମାନ…

ଆଜି ରାଜ୍ୟରୁ ୩ ଜଣ କରୋନାରେ ପ୍ରାଣ ହରାଇଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଧୀରେଧୀରେ କରୋନା କମିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହୋଇଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍…

‘ଦ କାଶ୍ମୀର ଫାଇଲ୍ସ’ର ସ୍କ୍ରିନିଂରେ ଭୋ ଭୋ ହୋଇ କାନ୍ଦିଲେ ଦର୍ଶକ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଅନୁପମ୍ ଖେର୍ ଓ ବିବେକ ଅଗ୍ନିହୋତ୍ରୀ ସର୍ବଦା ନିଜର ତିଖ୍ନ ଅଭିନୟ ଜରିଆର ଦର୍ଶକଙ୍କୁ ବାନ୍ଧି ରଖିଥାନ୍ତି । ଅନେକ ସମୟରେ ସେମାନେ ଚର୍ଚ୍ଚାରେ ରହିଥାନ୍ତି । ଅନୁପମ୍ ପୂର୍ବରୁ ବି ଅନେକ ଥର କାଣ୍ମୀରୀ…