Browsing Category
Breaking News
ଓଡ଼ିଆ ଛାତ୍ରଙ୍କୁ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ: ନିଯୁକ୍ତ କଲେ ୪ ସ୍ୱତନ୍ତ୍ର ପ୍ରତିନିଧି
ଭୁବନେଶ୍ୱର: ୟୁକ୍ରେନରେ ଫସିଥିବା ଓଡ଼ିଆ ପିଲାଙ୍କୁ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ନେଲେ ଆଉ ଏକ ପଦକ୍ଷେପ । ୟୁକ୍ରେନର ୪ ପଡ଼ୋଶୀ ଦେଶରୁ ଓଡ଼ିଆ ପିଲାଙ୍କୁ ଆଣିବାକୁ ପ୍ରତିନିଧି ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର ।…
ସୁରକ୍ଷିତ ଭାବରେ ଭାରତୀୟଙ୍କୁ ଅଣାଯାଉଛି: ଅରିନ୍ଦମ ବାଗଚୀ
ନୂଆଦିଲ୍ଲୀ: ଲଗାତାର ଅଷ୍ଟମ ଦିନରେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଋଷ । ୟୁକ୍ରେନର ସୈନ୍ୟଙ୍କ ସହ ଅନେକ ସାଧାରଣ ଲୋକଙ୍କ ମୃତ୍ୟୁ ହେଲା । ସେପଟେ ଏହି ଯୁଦ୍ଧର ବିଭୀଷିକା ଭୟରେ ୟୁକ୍ରେନ ଛାଡ଼ୁଛନ୍ତି ଶହ ଶହ…
୫ ଦିନିଆ ରିମାଣ୍ଡରେ ଗଲା ରସିକିଆ ନକଲି ଡାକ୍ତର: ହେବ ପଲିଗ୍ରାଫ୍ ଟେଷ୍ଟ
ଭୁବନେଶ୍ୱର: ରାଜଧାନୀରୁ ନକଲି ଡାକ୍ତର ରମେଶ ସ୍ୱାଇଁ ଗିରଫ ମାମଲା । ଠକ ରମେଶକୁ ୫ ଦିନିଆ ରିମାଣ୍ଡରେ ନେଲା ପୋଲିସ । ରିମାଣ୍ଡ ପାଇଁ ଅନୁମତି ଦେଲେ ଏସଡିଜେଏମ କୋର୍ଟ । ତେବେ ୭ ଦିନିଆ ରିମାଣ୍ଡ ଆବେଦନ କରିଥିବାବେଳେ…
ଗୋପାଳକଙ୍କୁ ସରକାର ଦେବେ ୬୦,୦୦୦ ଟଙ୍କା ଜାଣନ୍ତୁ କେମିତି କରିବାକୁ ହେବ ପଞ୍ଜୀକରଣ?
ନୂଆଦିଲ୍ଲୀ: କୃଷକଙ୍କ ପାଇଁ ଅନେକ ପ୍ରକାରର ଯୋଜନା କରିଛନ୍ତି କେନ୍ଦ୍ର ସରକାର । ଏମିତିରେ କୃଷକଙ୍କ ପାଇଁ ପଶୁ କିଷାନ କାର୍ଡ ସ୍କିମ ରେ ଗାଇ, ମଇଁଷି, ଛେଳି/ମେଣ୍ଢା, କୁକୁଡ଼ା ପାଳନକାରୀଙ୍କ ପାଇଁ ସରକାରଙ୍କ ତରଫରୁ…
AgriApp: ବୁଣିବା ଠାରୁ ଅମଳ ପର୍ଯ୍ୟନ୍ତ ସବୁ ତଥ୍ୟ ଗୋଟିଏ ଆପରେ
ନୂଆଦିଲ୍ଲୀ: ଆଜିର ଏହି ଡିଜିଟାଲ ଯୁଗରେ ସବୁକିଛି ଡିଜିଟାଲ ହୋଇଚାଲିଛି । କୃଷି କାର୍ଯ୍ୟ ପାଇଁ ଦରକାର ହେଉଥିବା ସମସ୍ତ ସୂଚନା କିପରି ସହଜରେ ମିଳିପାରିବ ସେନେଇ ତିଆରି କରାଯାଇଛି ଆଗ୍ରି ଆପ୍ । ଏହି ଆପ୍ ଆଜିର…
ଗ୍ରୀନ ହାଉସ ଚାଷ ପ୍ରଣାଳୀରେ ହୋଇପାରିବେ ଲାଭବାନ: କୃଷି କାର୍ଯ୍ୟ ପାଇଁ ସରକାର ଦେଉଛନ୍ତି ୫୦% ସବସିଡି
ଗ୍ରୀନ ହାଉସ ଚାଷ ପ୍ରଣାଳୀରେ ଚାଷ କରିବା ଅତ୍ୟନ୍ତ ଲାଭଦାୟକ ହୋଇପାରେ । ଗ୍ରୀନ ହାଉସ ଚାଷ ପ୍ରଣାଳୀ ଉଦ୍ୟାନ କୃଷି ଏବଂ ଫୁଲ ଚାଷ ପାଇଁ ବେଶ୍ ଉପଯୋଗୀ ହୋଇଥାଏ । ତେବେ ଗ୍ରୀନ ହାଉସ ଚାଷ ପ୍ରଣାଳୀ ଦ୍ୱାରା ଚାଷ କରିବା…
ରାଜଧାନୀରେ ବଢ଼ୁଛି ସାଇବର ଠକେଇ ମାମଲା: ମାସକରେ ଲୁଟିଲେଣି ୧.୩୯ କୋଟି
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀରେ ଦିନକୁ ଦି ବଢ଼ିଚାଲିଛି ସାଇବର ଠକଙ୍କ ପ୍ରାଦୁର୍ଭାବ । ନୂଆ ନୂଆ ତରିକାରେ ପ୍ରତିଦିନ ଲୁଟୁଛନ୍ତି ନିରୀହ ଲୋକଙ୍କୁ । ଏହାରି ମଧ୍ୟରେ ସାଇବର ସେଲର ତଥ୍ୟ ।
ତଥ୍ୟ ଅନୁଯାୟୀ…
ମଦ୍ୟପ ଡ୍ରାଇଭରଙ୍କ ସିରିଜ୍ ଦୁର୍ଘଟଣା: ଖସି ପଳାଇବା ବେଳେ ଧରିଲା ପୋଲିସ୍
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଜାଭିଅର ଛକରେ କାର୍ ଦ୍ୱାରା ସିରିଜ ଦୁର୍ଘଟଣା । ପିସିଆର ଭ୍ୟାନ ସମେତ ଏକାଧିକ ଗାଡ଼ିକୁ ଧକ୍କା ଦେଲା କାର୍ । ଖସି ପଳାଉଥିବା ବେଳେ କାର ସହ ଚାଳକଙ୍କୁ ଧରିଲା ପୋଲିସ୍ । କାର କାଚ ଭାଙ୍ଗି…
ନକଲି ସିବିଆଇ ଅଧିକାରୀକୁ ଗିରଫ କଲା ପୋଲିସ: ମିଛ ପରିଚୟ ଦେଇ କରୁଥିଲେ ଠକାମୀ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀରୁ ଗିରଫ ହେଲା ନକଲି ସିବିଆଇ ଅଫିସର । ନିଜକୁ ସିବିଆଇ ଅଫିସର ବୋଲି କହି ଠକୁଥିଲା ନିରୀହ ଲୋକଙ୍କୁ । ତେବେ ବୁଧବାର ତମାଣ୍ଡୋ ଥାନା ଏହି ନକଲି ସିବିଆଇ ଅଧିକାରୀ ନିଖିଲ…
GST ଠକେଇ: ଭୁବନେଶ୍ୱରରେ ଗୁଟଖା କମ୍ପାନୀ ଉପରେ ବଡ଼ଧରଣର ଚଢ଼ାଉ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜିଏସଟି ଫାଙ୍କିବା ଅଭିଯୋଗରେ ରାଜଧାନୀ ଭୁବନେଶ୍ୱରରେ ଆଜି ବଡ଼ ଧରଣର ଚଢ଼ାଉ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଗୁଟଖା ଡିଷ୍ଟ୍ରିବ୍ୟୁଟର ଓ ସଂସ୍ଥା ଉପରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି ।…