fbpx
Browsing Category

Breaking News

ଭୁବନେଶ୍ୱରରୁ ଆଜି ପୁଣି ୪୫୧ ପଜିଟିଭ ଚିହ୍ନଟ, ୧୧୭ ସୁସ୍ଥ

ଭୁବନେଶ୍ୱର,୧୭।୪(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ରାଜଧାନୀ ଭୁବନେଶ୍ୱରରୁ ପୁଣି ୪୫୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ…

ରାଜ୍ୟରେ ୪୦ ଡିଗ୍ରୀ ଟପିଲା ୪ ସହରର ତାପମାତ୍ରା

ଭୁବନେଶ୍ୱର,୧୭ ।୪(ଓଡିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଏହାରି ମଧ୍ୟରେ ୪୦ ଡିଗ୍ରୀ ଟପିଛି ୪ଟି ସହରର ତାପମାତ୍ରା । ୪୦.୬ ଡିଗ୍ରୀ ସହ ରାଜ୍ୟର ଆଜି ସବୁଠୁ ଉତ୍ତପ୍ତ ସହର ହୋଇଛି ଟିଟିଲାଗଡ ।…

କାଲିଠୁ ‘ମୋ ବସ୍‌’ ଯାତାୟତରେ କଟକଣା, ଜାଣନ୍ତୁ କ’ଣ?

ଭୁବନେଶ୍ୱର,୧୭ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ପୁଣି ବଢିବାରେ ଲାଗିଛି । ଏନେଇ ରାଜ୍ୟରେ କଟକଣା ଲାଗୁ ସହ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର । ଏହାରି ମଧ୍ୟରେ ଟ୍ୱିନ ସିଟିରେ ନାଇଟ କର୍ଫ୍ୟୁ…

ରାତି ୮ଟାରେ ମୋଦୀଙ୍କର ସମୀକ୍ଷା

ନୁଆଦିଲ୍ଲୀ, ୧୭ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି । ତେଣୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ସ୍ୱାସ୍ଥ୍ୟକର୍ମୀଙ୍କ ଅବହେଳା: କରୋନା ଆକ୍ରାନ୍ତଙ୍କୁ ଦୁଇଥର ମୃତ ବୋଲି କହିବାପରେ ବି ବଞ୍ଚିଛନ୍ତି ରୋଗୀ

ମଧ୍ୟପ୍ରଦେଶ, ୧୭ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ମହାମାରୀ ଜାରି ରହିଥିବା ବେଳେ ରୋଗୀ ମାନଙ୍କୁ ନେଇ ହେଉଥିବା ଅବହେଳାର ଖବର ମଧ୍ୟ ସାମନାକୁ ଆସୁଛି । ମଧ୍ୟପ୍ରଦେଶର ବିଦିଶାରୁ ଏଭଳି ଏକ ଘଟଣା ପଦାକୁ ଆସିଛି ।…

ବିକିନି ପିନ୍ଧି ହଟ୍ ଅନ୍ଦାଜରେ ନଜର ଆସିଲେ କରିସ୍ମା, ଦେଖନ୍ତୁ ଫଟୋ

ମୁମ୍ବାଇ, ୧୭ ।୪ (ଓଡିଶା ଭାସ୍କର) : "ନାଗିନ୍", "ଖତରୋ କେ ଖିଲାଡି' ସୋରେ ନଜର ଆସିଥିବା କରିସ୍ମା ତନ୍ନାଙ୍କ ଲାଟେଷ୍ଟ ଫଟୋ ଇନଟରନେଟ୍ ରେ ଟେମ୍ପରେଚର୍ ବଢ଼ାଇଦେଇଛି । ଅଭିନେତ୍ରୀ କରିସ୍ମା ତନ୍ନା ସୋସିଆଲ ମିଡିଆରେ…

ଯୌତୁକ ଦିଅ ନହେଲେ ଶାଳୀ ସହ ବିବାହ କର

ବୌଦ୍ଧ, ୧୭ ।୪ (ଓଡିଶା ଭାସ୍କର) : ବିବାହକୁ ପୁରିଗଲାଣି ୪ ବର୍ଷ ହେଲେ ଏବେ ଯାଏଁ ଯୌତୁକ ନିର୍ଯ୍ୟାତନାର ଶିକାର ହେଉଛନ୍ତି ମହିଳା । ପତ୍ନୀଠାରୁ ଯୌତୁକ ଦାବି କରି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ…

‘ଡିଜେଲ ଭରୋ, ଇନାମ ଜିତୋ’: Indian Oil ଦେଉଛି ୨ କୋଟି ଜିତିବାର ସୁଯୋଗ, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

ନୂଆଦିଲ୍ଲୀ, ୧୭ା୪: କୋଟିପତି ହେବାର ସ୍ୱପ୍ନ କାହାର ବା ନଥାଏ । ତେବେ ଏପରି ସୁଯୋଗ ଆସିଯାଇଛି ଆପଣଙ୍କ ପାଇଁ । Indian Oil ଆପଣମାନଙ୍କ ପାଇଁ ଏହି ସୁଯୋଗ ଆଣି ଦେଇଛି । Indian Oilର ରିଟେଲ ଆଉଟଲେଟରେ ଡିଜେଲ ପକାଇ…

ହାଇଦରକୁ ଖସାଇବା ପାଇଁ ଚାରି ମାସ ତଳୁ ଆରମ୍ଭ ହୋଇଥିଲା ଷଡଯନ୍ତ୍ର, ପରିବାର ଲୋକ ରହିଥିଲେ ସାମିଲ

କଟକ, ୧୭ ।୪ (ଓଡିଶା ଭାସ୍କର) : ଏପ୍ରିଲ୍ ୧୦ ତାରିଖରେ ହାଇଦରକୁ କଟକ ଏସସିବିରୁ ଯୋଜନା ମୁତାବକ ଖସାଇ ନିଆଯାଇଥିଲା । ତାକୁ ଖସାଇ ନେବାରେ ଧରମପୁଅ ଏବଂ କିଛି ସହଯୋଗୀ ମିଶି କଟକ ଜୋବ୍ରାରେ ଥିବା ଏକ ଭଡାଘରେ…

ନାଇଟ୍ କର୍ଫ୍ୟୁ ବେଳେ କଟକ ଓ ଭୁବନେଶ୍ୱରରେ ଲାଗୁ ହେବ ୧୪୪ ଧାରା

ଭୁବନେଶ୍ୱର ୧୭ ।୪ (ଓଡିଶା ଭାସ୍କର) : ଟ୍ୱିନ୍ ସିଟିରେ ଲାଗୁ ହେବ ୧୪୪ ଧାରା । ଆଜି ନାଇଟ୍ କର୍ଫ୍ୟୁ ବେଳେ କଟକ ଓ ଭୁବନେଶ୍ୱର ଲାଗୁ ହେବ ୧୪୪ ଧାରା । ରାତି ୯ଟାରୁ ସକାଳ ୫ ଟା ଯାଏ ଜାରି ରହିବ ଏହି ଧାରା । ପୋଲିସ୍…