Browsing Category
Breaking News
ଦୁଷ୍କର୍ମରୁ ଜନ୍ମ ନେଇଥିବା ଶିଶୁକୁ ବି କ୍ଷତିପୂରଣ ଦେବ ଅଭିଯୁକ୍ତ- ହାଇକୋର୍ଟର ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟ ଶନିବାର ଦିନ ଏକ ଦୁଷ୍କର୍ମ ମାମଲାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ଏହି ମାମଲାରେ ଜଣେ ନାବାଳିକା ବଳାତ୍କାରର ଶିକାର ହୋଇଥିଲେ । କୋର୍ଟ ଅଭିଯୁକ୍ତର ଆଜୀବନ କାରାଦଣ୍ଡର…
ତେଲେଙ୍ଗାନାରେ ହେଲିକପ୍ଟର୍ କ୍ରାସ୍, ୨ ପାଇଲଟ ମୃତ
ହାଇଦ୍ରାବାଦ: ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲା କୃଷ୍ଣା ନଦୀର ନାଗାର୍ଜୁନସାଗର ଡ୍ୟାମ ନିକଟ ପେଡାଭୁରା ବ୍ଲକର ତୁଙ୍ଗତୁର୍ଥୀ ଗ୍ରାମରେ ଶନିବାର ବଡ ଧରଣର ହେଲିକପ୍ଟର କ୍ରାସ୍ ହୋଇଛି । ଏହି କ୍ରାସ୍ରେ ୨ ଜଣ…
ରୁଷିଆର ଅନେକ ଟିଭି ଚ୍ୟାନେଲ୍ ହ୍ୟାକ୍, ଚାଲୁଛି ୟୁକ୍ରେନ ସଙ୍ଗୀତ!
ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଆଜି ହେଉଛଉି ଚତୁର୍ଥ ଦିନ । ୟୁକ୍ରେନର ଅନେକ ସହର ଏବେ ରୁଷ କବଜା କରିସାରିଛି । କିନ୍ତୁ ୟୁକ୍ରେନ ସାହାସିକତାର ସହିତ ମୁଣ୍ଡ ନ ନୁଆଁଇ ଯୁଦ୍ଧ ଜାରି ରଖିଛି…
ସୋମବାର ସାରିଦିଅନ୍ତୁ ବ୍ୟାଙ୍କ କାମ, ମାର୍ଚ୍ଚରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ ସେବା
ନୂଆଦିଲ୍ଲୀ, ୨୬ା୨ : ଆଉ ମାତ୍ର ଦିନ ପରେ ଆରମ୍ଭ ହେବାକୁ ଯାଉଛି ମାର୍ଚ୍ଚ ମାସ । ଏହି ମାସରେ ବ୍ୟାଙ୍କ ଗୁଡିକ ୧୩ଦିନ ପାଇଁ ବନ୍ଦ ରହିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୱେବସାଇଡରେ ଏହି ବ୍ୟାଙ୍କ ଛୁଟିର ସୂଚନା…
ୟୁକ୍ରେନରୁ ୨୫୦ ଭାରତୀୟଙ୍କୁ ଧରି ଦିଲ୍ଲୀ ପହଞ୍ଚିଲା ବିମାନ, ସେପଟେ ଆଉ ୨୪୦ଙ୍କୁ ଧରି ପହଞ୍ଚୁଛି ଆଉ ଏକ ଫ୍ଲାଇଟ୍
ନୂଆଦିଲ୍ଲୀ: ଯୁଦ୍ଧକାଳୀନ ପରିସ୍ଥିତି ମଧ୍ୟରେ ୟୁକ୍ରେନରେ ଫସିଥିବା ୨୫୦ ଜଣ ଭାରତୀୟ ନାଗରିକ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛନ୍ତି । କେନ୍ଦ୍ରୀୟ ନାଗରିକ ଉଡାଣ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ବିଦେଶ ରାଜ୍ୟ…
ଭଉଣୀକୁ ମାରି ଦେବାକୁ ଧମକ ଦେଇ ଶାଳୀକୁ ବାରମ୍ବାର ଦୁଷ୍କର୍ମ କଲା ଭିଣୋଇ, ଅସହ୍ୟ ହେବାରୁ ଥାନାରେ ଅଭିଯୋଗ କଲେ ପୀଡିତା
ଧାମନଗର (ଭାସ୍କର ନ୍ୟୁଜ୍): ଧାମନଗର ବ୍ଲକର ଦେହୁଡ଼ି ଆନନ୍ଦପୁର ପଞ୍ଚାୟତର ଉତେଇପୁର ଗ୍ରାମର ୧୨ନମ୍ବର ୱାଡ଼ର ୱାର୍ଡ଼ମେମ୍ବର ତାଙ୍କ ଶାଳୀକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିବା ଅଭିଯୋଗରେ ଧୂସୁରି ପୋଲିସ ସମୃକ୍ତ ଭିଣୋଇକୁ…
ପଞ୍ଚାୟତ ନିର୍ବାଚନ: ଭୋଟ୍ ଗଣତିର ଦ୍ୱିତୀୟ ଦିନ, ସୋହୋଲାରେ ବିଜେଡି ବିଜୟୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ହେଉଛି ଦ୍ୱିତୀୟ ଦିନ । ଆଜି ୩୦୭ ଜିଲ୍ଲା ପରିଷଦ ଜୋନର ଆସିବ ଫଳାଫଳ । ଆଜି ମଧ୍ୟ ସକାଳ ୮ଟାରୁ ଗଣତି ଆରମ୍ଭ ହେବ । ବ୍ଲକରେ ଗୋଟିଏ ଗୋଟିଏ ଜୋନର ଗଣତି…
ଆଇପିଏଲ-୨୦୨୨: ଆଇପିଏଲ ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମରେ ୪୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି
ନୂଆଦିଲ୍ଲୀ: ଚଳିତ ବର୍ଷର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ଆସନ୍ତା ମାର୍ଚ୍ଚ ମାସ ୨୬ ତାରିଖରେ ଆରମ୍ଭ ହୋଇ ମେ ୨୯ ତାରିଖ ଦିନ ଶେଷ ହେବ ବୋଲି ଗତକାଲି ଅନୁଷ୍ଠିତ ବିସିସିଆଇ ଗଭର୍ଣ୍ଣିଂ କାଉନସିଲ ବୈଠକରେ…
ମାର୍ଚ୍ଚ ୨୪ରେ ପୌର ନିର୍ବାଚନ: ପାରାଦୀପରେ ରାଜନୀତି ସରଗରମ୍, ଏଥର କାଉନସିଲର୍ ଓ ଚେୟାରମ୍ୟାନ୍ ବାଛିବେ ଭୋଟର
ପାରାଦୀପ,(ଭାସ୍କର ନ୍ୟୁଜ୍) : ୫ଟି ପର୍ଯ୍ୟାୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ଓଡିଶା ନିର୍ବାଚନ କମିଶନର ଆସନ୍ତା ମାର୍ଚ୍ଚ ୨୪ ତାରିଖକୁ ପୌର ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଚଳିତ…
ସୋମବାରଠୁ ଖୋଳିବ ପ୍ରାଥମିକ ସ୍କୁଲ, ଦୁଇ ବର୍ଷ ପରେ କ୍ଲାସ୍ରୁମ୍ରେ ପାଠପଢ଼ିବେ ପ୍ରଥମରୁ ୭ମ ଶ୍ରେଣୀ ଛାତ୍ରଛାତ୍ରୀ
ଭୁବନେଶ୍ବର ( ଭାସ୍କର ନ୍ୟୁଜ୍): ସୋମବାରଠୁ ଖୋଳିବ ପ୍ରାଥମିକ ବିଦ୍ୟାଳୟ । ଏଥିପାଇଁ ପିଲାମାନେ ବେଶ୍ ଉତ୍ସାହିତ ଅଛନ୍ତି । ଦୁଇବର୍ଷ ପରେ କୁନି କୁନି ପିଲା ବିଦ୍ୟାଳୟକୁ ଆସିବାକୁ ଯାଉଥିବାରୁ ବ୍ୟାପକ ବ୍ୟବସ୍ଥା…