Browsing Category
Breaking News
ଭାମିକାଙ୍କ ପ୍ରଥମ ଝଲକ୍, ମ୍ୟାଚ୍ ସମୟରେ ଅନୁଷ୍କାଙ୍କ ସହ ଆସିଲେ ନଜର
ନୂଆଦିଲ୍ଲୀ: ଭାରତ ଏବଂ ସାଉଥ ଆଫ୍ରିକା ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍ ଖେଳାଯାଉଛି । ଆଉ ମ୍ୟାଚରେ ସାଉଥ ଆଫ୍ରିକାର ବ୍ୟାଟିଂ ସମୟରେ ଟିଭି ସ୍କ୍ରିନରେ କିଛି ଏମିତି ଦୃଶ୍ୟ ଦେଖାଯାଇଥିଲା, ଯାହାକୁ ସମସ୍ତେ ଉତ୍ସୁକତାର…
(ଭିଡିଓ) ଗଛରେ ଚଢ଼ିଛି ଭାଲୁ: ଓହ୍ଲାଇବାକୁ ନାକେଦମ ବନ ବିଭାଗ
ଗଛ ଉପରେ ବସିଛି ଭାଲୁ । ଆଉ ଭାଲୁ ଭୟରେ ଲୋକେ ମଧ୍ୟ ହୋଇପଡ଼ିଛନ୍ତି ଭୟଭୀତ । ଉଦ୍ଧାର ପାଇଁ ତଳେ ଚାହିଁ ରହିଛନ୍ତି ବନ କର୍ମଚାରୀ । ତେବେ କେତେବେଳେ ଭାଲୁ ତଳକୁ ଓହ୍ଲାଇବ ଏବଂ ଗ୍ରାମବାସୀଙ୍କ ଭୟ ଦୂର ହେବେ ଚିନ୍ତାରେ…
(Video) ଗଣତନ୍ତ୍ର ଦିବସ ପାଇଁ ନୌସେନାର ଅଭ୍ୟାସ: ହିନ୍ଦୀ ଗୀତର ତାଳେ ତାଳେ ବାଜିଲା ବ୍ୟାଣ୍ଡ୍
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପାଇଁ ଭାରତୀୟ ନୌସେନାର ଅଭ୍ୟାସ । ଗଭୀର ସମୁଦ୍ରରେ ନିଜ ପରାକ୍ରମ ଦେଖାଉଥିବା ଏବଂ ଜଳ ପଥରେ ଭାରତୀୟ ସୀମାକୁ ସୁରକ୍ଷା ଯୋଗଉଥିବା ଭାରତୀୟ ନୌସେନାର ଯବାନ ପରେଡ ସାମିଲ ହୋଇ ବିରତ୍ୱର…
ଉନ୍ମୋଚନ ହେଲା ନେତାଜୀଙ୍କ ହେଲୋଗ୍ରାମ୍ ପ୍ରତିମୂର୍ତ୍ତି: ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଇଣ୍ଡିଆ ଗେଟରେ ଉନ୍ମୋଚନ ହେଲା ନେତାଜୀଙ୍କ ହୋଲୋଗ୍ରାମ ପତିମୂର୍ତ୍ତି । ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ଉନ୍ମୋଚନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ହୋଲୋଗ୍ରାମ ପ୍ରତିମା ଉନ୍ମୋଚନ ।…
ଉପରାଷ୍ଟ୍ରପତି କରୋନା ପଜିଟିଭ୍: ଟ୍ୱିଟ୍ କରି ଦେଲେ ସୂଚନା
ଉପରାଷ୍ଟ୍ରପତି ଏମ୍. ଭେଙ୍କିୟା ନାଇଡୁ କରୋନା ପଜିଟିଭ୍ । ସପ୍ତାହେ ଆଇସୋଲେସନରେ ରହିବା ନେଇ ଟ୍ୱିଟରେ ସୂଚନା ଦେଲେ । ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ଟେଷ୍ଟ କରାଇନେବାକୁ କହିଲେ ।…
ପଞ୍ଚାୟତ ଇଲେକ୍ସନ ୨୦୨୨: ନାକଚ ହେଲା ୮୬୪୮ ପ୍ରାର୍ଥୀପତ୍ର
ଭୁବନେଶ୍ୱର: ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଭରିଥିବା ୮ ହଜାର ୬୪୮ ପ୍ରାର୍ଥୀପତ୍ର ନାକଚ ହୋଇଛି । ଏହା ମଧ୍ୟରୁ ୫୫୪୪ ୱାର୍ଡ ମେମ୍ବର ପ୍ରାର୍ଥୀ, ୧୭୫୩ ସରପଞ୍ଚ ପ୍ରାର୍ଥୀ, ୧୧୧୯ ସମିତି…
ଅଭିଯୁକ୍ତକୁ ଗିରଫ ପାଇଁ ଆସି ହଟହଟା ହେଲା ହରିୟାଣା ପୋଲିସ୍
ସୋର: ଜଣେ ଅଭିଯୁକ୍ତକୁ ଗିରଫ ପାଇଁ ଆସି ହଟାହଟା ହୋଇଛି ହରିୟାଣା ପୋଲିସ । ଖନ୍ତାପଡ଼ା ଥାନା ଷଠି ଗାଁକୁ ଗିରଫ ପାଇଁ ଆସିଥିଲା ହରିୟାଣା ପୋଲିସ୍ । ତେବେ ଅଭିଯୁକ୍ତକୁ ନ ପାଇ ତା’ର ମାଆକୁ ଉଠାଇ ନେବାରୁ, ଏଥିରେ…
(Video) ବାଇକରେ ଆସି ୧୨ ଲକ୍ଷର ସୁନାଗହଣା ଲୁଟିନେଲେ ଦୁର୍ବୁତ୍ତ, ସିସିଟିଭିରେ କଏଦ ହେଲା ଭିଡିଓ…
ବାଇକ ରେ ଆସିଲେ ସୁନା ଗହଣା ନେଇ ଚାଲିଗଲେ । ଭୁବନେଶ୍ୱର ଲଷ୍ମୀସାଗର ଅଞ୍ଚଳରେ ଥିବା ଏକ ସୁନା ଦୋକାନରୁ ହୋଇଛି ଲୁଟ । ଦୋକାନୀ ଠାକୁର ପୂଜା କରୁଥିବା ବେଳେ ୧୨ଲକ୍ଷ ଟଙ୍କାର ସୁନା ଗହଣା ନେଇ ଚମ୍ପଟ ମାରିଲେ ଦୁର୍ବୁତ୍ତ…
IOCLରେ ଏହି ପଦରେ ନିଯୁକ୍ତି ସୁଯୋଗ, ଦ୍ୱାଦଶ ଏବଂ ଗ୍ରାଜୁଏଟ ପାସ୍ କରନ୍ତୁ ଆବେଦନ: ଜାଣନ୍ତୁ ଡିଟେଲ୍
ଇଣ୍ଡିଆନ ଅଏଲ କର୍ପୋରେସନ (IOCL)ରେ ଚାକିରିର କରିବା ପାଇଁ ସୁବର୍ଣ୍ଣ ସୁଯୋଗ । କାରଣ ଆଇଓସିଏଲର ମାର୍କେଟିଂ ଡିଭିଜନ୍ ରେ ସାରା ଦେଶରେ ଟେଡ୍ର ଆପ୍ରେଣ୍ଟିସ୍ ଏବଂ ଟେକ୍ନିସିଆନ୍ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ…
ଦେଶରେ ଆଉ ରହିବନି ଚାକିରି ସମସ୍ୟା: ୨୦୨୨ ଶେଷ ସୁଦ୍ଧା ସୃଷ୍ଟି ହେବ ୩ କୋଟି ଚାକିରି
ନୂଆଦିଲ୍ଲୀ: କୋଭିଡ୍ ପାଇଁ ଦେଶର ଅନେକ ଲୋକ ନିଜର ଚାକିରି ହରାଇଥିବା ବେଳେ ଏନେଇ ଆସିଛି ଏକ ଖୁସି ଖବର । ଦୂରସଞ୍ଚାର ବିଭାଗ ପକ୍ଷରୁ ସମଗ୍ର ଦେଶରେ ଚଳିତ ବର୍ଷ ଶେଷ ସୁଦ୍ଧା ଦୁଇରୁ ତିନି କୋଟି ଚାକିରି ସୃଷ୍ଟି ହେବାକୁ…