Browsing Category

Breaking News

ଋଣଭାରରେ ବୁଡ଼ି ରହିଥିବା ଅନିଲଙ୍କୁ ପୁଣି ୧୬୦ କୋଟିର ଝଟକା, ପ୍ରାଇଭେଟ୍ ବ୍ୟାଙ୍କ ନେଲା ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ପୂର୍ବରୁ ଋଣଭାରରେ ବୁଡ଼ି ରହିଥିବା ଅନିଲ ଅମ୍ବାନୀଙ୍କୁ ଲାଗିଛି ପୁଣି ଏକ ଝଟକା । ରିଲାଏନ୍ସ ହୋମ ଫାଇନାନ୍ସ ଓ ରିଲାଏନ୍ସ କମର୍ସିଆଲ ଫାଇନାନ୍ସରେ ୧୬୦ କୋଟିରୁ ଅଧିକ ଟଙ୍କାର ଠକେଇ ହୋଇଥିବା ନେଇ…

କୋଭିଡରେ ପ୍ରାଣ ହରାଇଥିବା ପ୍ରତ୍ୟେକ ପୀଡିତଙ୍କ ପରିବାରକୁ ୪ଲକ୍ଷ ଟଙ୍କା ସହାୟତା ରାଶି ଦେଇପାରିବେନି ମୋଦୀ ସରକାର

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ଏହି ସମୟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, କରୋନାଭାଇରସ୍ ମହାମାରୀରେ ପ୍ରାଣ ହରାଇଥିବା ପ୍ରତ୍ୟେକ ପୀଡିତଙ୍କ…

ଅଯୋଧ୍ୟାରେ ଆଉ ଏକ ଜମି ବିବାଦ, ୨୦ ଲକ୍ଷ ଟଙ୍କାର ଜମି ଅଢେଇ କୋଟିରେ ବିକ୍ରି ହୋଇଥିବା ଅଭିଯୋଗ, ବଢିଲା ବିଜେପିର ମୁସ୍କିଲ

ଅଯୋଧ୍ୟା : ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଜାରି ରହିଥିବା ବେଳେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କିଣା ଯାଇଥିବା ଏକ ଜମିକୁ ନେଇ ବିବାଦ ଦିନକୁ ଦିନ ଅଧିକ ଘନୀଭୁତ ହେବାରେ…

କାଲିଠୁ କ୍ୟାମ୍ପେନ୍ ମୋଡରେ ହେବ ଟିକାକରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲିଠାରୁ ସାରା ରାଜ୍ୟରେ କ୍ୟାମ୍ପେନ୍ ମୋଡରେ ହେବ ଟିକାକରଣ । କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ହେବ ଟିକାକରଣ । ପ୍ରତ୍ୟେକ ଦିନ ୩ଲକ୍ଷ ଟିକାକରଣ କରିବା ପାଇଁ…

ସମୁଦ୍ରରେ ବିଲୀନ ହୋଇଯିବ ଲାକ୍ଷାଦ୍ଵୀପ!

ନୂଆଦିଲ୍ଲୀ: ସମୟ ବଦଳିବା ସହିତ ଜଳବାୟୁରେ ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି । ବିଶେଷଜ୍ଞ ମାନେ ପରିବର୍ତ୍ତନ ହେଉଥିବା ଜଳବାୟୁକୁ ନେଇ ଅନେକ ପ୍ରକାରର ଅନୁଧ୍ୟାନ କରୁଥିବା ବେଳେ ଏବେ ଏକ ରୋଚକ ତଥ୍ୟ ଚିନ୍ତାରେ…

ଦିଲ୍ଲୀରେ ଭୁ-କମ୍ପର ଝଟକା, ତୀବ୍ରତା ୨.୧

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭୁକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ ରେ ଭୁକମ୍ପର ତୀବ୍ରତା ୨.୧ ରହିଥିଲା । ନ୍ୟାସନାଲ୍ ସେଣ୍ଟର ଫର୍ ସିସମୋଲୋଜି ପକ୍ଷରୁ କୁହାଯାଇଛି ଯେ, ଭୁକମ୍ପର ଝଟକା ରବିବାର ୧୨ଟା…

ବାୟୁ ପରେ ଏବେ ଜଳରେ ତାଣ୍ଡବ ରଚିପାରେ କରୋନା ଭାଇରସ୍, କ’ଣ ଘଟିବ ଆଗାମୀ ଦିନରେ?

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ତୃତୀୟ ଲହର ଆଶଙ୍କାକୁ ଲକ୍ଷ୍ୟ ରଖି ସରକାର ଓ ଜନସାଧାରଣ ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି । ତେବେ ପୂର୍ବରୁ କରୋନା ସଂକ୍ରମଣ ବାୟୁରେ ବ୍ୟାପେ…

ଅନାଥ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ସରକାରଙ୍କ ‘ଗ୍ରୀନ ପ୍ୟାସେଜ୍’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉଚ୍ଚଶିକ୍ଷା ପାଇଁ ରାଜ୍ୟ ସରକାରଙ୍କ 'ଗ୍ରୀନ ପ୍ୟାସେଜ୍' କରିଛନ୍ତି । ଅନାଥ ପିଲାମାନଙ୍କ ଭରଣପୋଷଣ କରୁଥିବା ଆତ୍ମୀୟ ସ୍ୱଜନ ଯଦି ଅନ୍ୟ କୌଣସି ସରକାରୀ ଯୋଜନା ପାଇଁ ଯୋଗ୍ୟ ହୋଇଥାନ୍ତି ବା…

ଅବିଶ୍ୱାସ ହେଲେ ବି ସତ: ମାତ୍ର ୨୮ ଘଣ୍ଟାରେ ନିର୍ମାଣ ହେଲା ୧୦ ମହଲା ବିଲଡିଂ, ଜାଣନ୍ତୁ କେଉଁଠି ଓ କିପରି

ବେଜିଂ: ସାଧାରଣତଃ ଗୋଟିଏ ଘର ତିଆରି କରିବା ପାଇଁ ମାସ ମାସ ସମୟ ଲାଗିଥାଏ । ମାତ୍ର ନିକଟରେ ଚୀନର ଚାଙ୍ଗସା ସହରରେ ଏକ ୧୦ ମହଲା ବିଶିଷ୍ଟ ବିଲଡିଂ ଗୋଟିଏ ଦିନରେ ନିର୍ମିତ ହୋଇଛି । ତେଣୁ ଏହି କୋଠାକୁ ନେଇ ଏବେ ସମଗ୍ର…

ଅନାଥ ଶିଶୁଙ୍କ ପାଇଁ ‘ଆଶୀର୍ବାଦ’ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାପା ମା' ହରାଇଥିବା ଅନାଥ ଶିଶୁଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କଲେ "ଆଶୀର୍ବାଦ" ଯୋଜନା । ଏହି ଯୋଜନା ଅଧୀନରେ ଯେଉଁ ପିଲାମାନେ ଉଭୟ ବାପା-ମାଆଙ୍କୁ ହରାଇଛନ୍ତି ସେମାନଙ୍କୁ ମାସିକ ୨୫୦୦ ଟଙ୍କା…