Browsing Category
Breaking News
ହାଏରେ କି ପ୍ରେମ! ଏକା ସାଙ୍ଗରେ ଦୁଇ ଦୁଇଜଣଙ୍କୁ ବାହା ହୋଇଗଲେ ଯୁବକ
ପ୍ରେମ ସତରେ ଅନ୍ଧ । ସେଥିରେ ପୁଣି ଅନଲାଇନ୍ ପ୍ରେମ କଥା କହିଲେ ନସରେ । ଲୋକମାନେ ଗୋଟିଏ ସ୍ତ୍ରୀକୁ ସମ୍ଭାଳିପାରୁ ନଥିବା ବେଳେ ଜଣେ ଆଦିବାସୀ ଯୁବକ ଦୁଇ ଦୁଇ ଜଣ ଯୁବତୀଙ୍କୁ ଅନଲାଇନ ଜରିଆରେ ପ୍ରେମ କରି ବାହାହୋଇଛି ।…
ଅସଲି ଅଣ୍ଡରଟେକର୍ ଅକ୍ଷୟ କୁମାରଙ୍କୁ ଦେଲେ ଫାଇଟ୍ ଚ୍ୟାଲେଞ୍ଜ, ମଜାଦାର୍ ଅନ୍ଦାଜରେ ଜବାବ୍ ଦେଲେ ଖିଲାଡି ଆକ୍ଟର୍
ମୁମ୍ବାଇ: ବଲିଉଡ୍ ଅଭିନେତା ଅକ୍ଷୟ କୁମାର ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରୁହନ୍ତି । ନିକଟରେ ଅକ୍ଷୟ କୁମାର ଫିଲ୍ମ 'ଖିଲାଡିୟୋଁ କେ ଖିଲାଡି'କୁ ୨୫ ବର୍ଷ ପୂରିବା ଅବସରରେ ସେ ଏକ ରାଜ୍ ର ଖୁଲାସା କରିଛନ୍ତି । ସେ…
ଯାତ୍ରୀଙ୍କ ପାଇଁ ଖୁସିଖବର: ୬୬୦ ଟ୍ରେନକୁ ଅନୁମୋଦନ କରିଛି ରେଳ ବିଭାଗ, ଜାଣନ୍ତୁ କେଉଁ କେଉଁ ରୁଟ୍ ସାମିଲ
ନୂଆଦିଲ୍ଲୀ : ଭାରତର ବିଭିନ୍ନ ରାଜ୍ୟରେ କରୋନା ମାଲଲା ହ୍ରାସ ପାଉଥିବା ବେଳେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗତ ୧୨ ଦିନ ହେବ ଦୈନିକ ୧ ଲକ୍ଷରୁ କମ୍ କରୋନା ପଜିଟିଭ ମାମଲା ସାମ୍ନାକୁ ଆସୁଛି । ଏହାକୁ ଦୃଷ୍ଟିରେ…
ବାରାମୂଳାରେ ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ୍: ୧୨ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ
ଶ୍ରୀନଗର : ଜମ୍ମୁ କଶ୍ମୀରର ବାରାମୂଳାରେ ସୁରକ୍ଷାବାହିନୀଙ୍କୁ ମିଳିଛି ଏକ ବଡ଼ ସଫଳତା । ଆତଙ୍କବାଦୀଙ୍କୁ ସାହାର୍ଯ୍ୟ କରୁଥିବା ୧୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ…
ବଲାଙ୍ଗୀରର Kabir Singh ‘ବିକ୍ରମ ପଣ୍ଡା’ଙ୍କୁ ମିଳୁଛି ସହାନୁଭୂତି ଓ ସପୋର୍ଟ
https://www.youtube.com/watch?v=9tXFHnUPdsU
ପିଏମୟୁୱାଇ ଅଧୀନରେ ମିଳିବ ମାଗଣା ଏଲପିଜି ଗ୍ୟାସ୍ କନେକ୍ସନ୍, ଲାଭ ଉଠାଇବାକୁ ଚାହୁଁଥିଲେ କରନ୍ତୁ ଏହିପରି ଭାବେ ଆବେଦନ
ନୂଆଦିଲ୍ଲୀ: ଯଦି ଆପଣ ମାଗଣାରେ ଏଲପିଜି ସଂଯୋଗ ପାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ର ସରକାର ଗରିବ ପରିବାର ମାନଙ୍କୁ ମାଗଣା ଏଲପିଜି ଗ୍ୟାସ୍ ସଂଯୋଗ ଯୋଗାଇବା ପାଇଁ ମେ ୨୦୧୬, ୧…
ଲକଡାଉନକୁ ସମ୍ପୂର୍ଣ୍ଣ ରୂପେ ହଟାଇଲେ ତେଲଙ୍ଗାନା ସରକାର
ହାଇଦ୍ରାବାଦ: ଅନେକ ଦିନର ବ୍ୟବଧାନ ପରେ ଲକଡାଉନକୁ ସମ୍ପୂର୍ଣ୍ଣ ରୂପେ ହଟାଇଛନ୍ତି ତେଲେଙ୍ଗାନା ସରକାର | କୋଭିଡର ଦ୍ଵିତୀୟ ଲହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ହୋଇଥିବା ବେଳେ ଏହାକୁ ନଜରରେ ରଖି ତେଲେଙ୍ଗାନା…
ଦେଶରେ କେବେ ଖୋଲିବ ସ୍କୁଲ? ଜାଣନ୍ତୁ କ’ଣ ଉତ୍ତର ଦେଲେ ସରକାର
ନୂଆଦିଲ୍ଲୀ: କରୋନା କାଳରେ ସାରାଦେଶରେ ସ୍କୁଲ ବନ୍ଦ ହେବା ପରେ ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅନଲାଇନ୍ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଛନ୍ତି । ଗୋଟିଏ ପଟେ ଟିକାକରଣ ଅଭିଯାନକୁ ଆହୁରି ଜୋରଦାର କରାଯାଉଥିବା ବେଳେ…
ସାବରମତୀ ନଦୀରେ କରୋନା ଭାଇରସ୍ ଚିହ୍ନଟ ପରେ ମିଳିଲା ଅନେକ ସଂଖ୍ୟାରେ ମୃତ ମାଛ, ଲୋକେ ଭୟଭୀତ
ଅହମଦାବାଦ୍: ସାବରମତୀ ନଦୀର ପାଣିରେ କିଛି ଦିନ ହେବ କରୋନା ଭାଇରସ୍ ଚିହ୍ନଟ ହେବା ପରେ ନଦୀରେ ମୃତ ମାଛଙ୍କ ସଂଖ୍ରା ବଢ଼ିଚାଲିଛି । ଯାହାପରେ ଲୋକ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି । ହେଲେ ମାଛ ମାନଙ୍କ ମରିବାର…